fbpx
Browsing Category

ଖେଳ

BCCI ଅଧ୍ୟକ୍ଷ ପଦ ଛାଡିବାକୁ ନେଇ ଦାଦାଙ୍କୁ ଟ୍ରୋଲ: ମନେ ପକାଇଦେଲେ ବର୍ଷେ ତଳର କଥା

ବିସିସିଆଇର ସଭାପତି ପଦ ଛାଡ଼ିବାକୁ ଯାଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବା ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ପଦ ଛାଡ଼ିବାକୁ ନେଇ ସବୁ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ଏଣିକି ଦାଦାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପର…

ଏସିଆ କପ ଉପରେ ଭାରତର କବଜା: ଶ୍ରୀଲଙ୍କାକୁ ହରାଇ ଜିତିଲା ଟାଇଟଲ

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ହରାଇ ଏସିଆ କପ ଉପରେ କବଜା କରିଛି ଭାରତର ମହିଳା କ୍ରିକେଟ ଟିମ । ଏସିଆ କପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ୮ ୱିକେଟ ହରାଇ ଏହି ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହା ସହିତ…

ଆରେଷ୍ଟ ବିରାଟ କୋହଲି ! ସୋସିଆଲ ମିଡିଆରେ କାହିକିଁ ଚାଲିଛି ଏହି ଟ୍ରେଣ୍ଡ ?

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣାକୁ ନେଇ ନୂଆ ନୂଆ ଟ୍ରଣ୍ଡ ଦେଖିବାକୁ ମିଳୁଛି । କେତେବେଳେ ଫିଲ୍ମକୁ ନେଇ କିଛି ଟ୍ରୋଲ ହେଲାଣି ତ ଆଉ କେତେବେଳେ ରାଜନିତି କିମ୍ବା ଅନ୍ୟ…

ଓଡିଶା କ୍ରିକେଟ୍ ଆସୋସିଏସନ୍ ର ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ,

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଓସିଏ ନିର୍ବାଚନ ନେଇ ପୁରୀରେ ବୈଠକ ଶେଷ ହୋଇଥିବା ବେଳେ ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ…

କୁଏତରେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ: ଦେଶ ଏବଂ ରାଜ୍ୟ ପାଇଁ ଆଣିଲେ ଗୌରବ

କୁଏତ:ଚତୁର୍ଥ ଏସୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ଚମକିଲେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ । ସେ ଦେଶ ପାଇଁ ରୌପ ପଦକ ହାସଲ କରି ନଜର ଜଲୱା ଦେଖାଇଛନ୍ତି । ମାତ୍ର ୧୪.୧୭ ସେକେଣ୍ଡରେ ସେ ୧୦୦ ମି. ହାଡଲ୍ସରେ ଏହି…

U-17 ମହିଳା ବିଶ୍ୱକପ: ମରୋକୋଠାରୁ ୩-୦ ଗୋଲରେ ହାରି କ୍ୱାର୍ଟର ଫାଇନାଲ ଦୌଡରୁ ବାଦ୍ ପଡିଲା ଭାରତ

ଭୁବନେଶ୍ୱର:୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ପୁଣି ପରାଜୟର ସମ୍ମୁଖୀନ ହେଲା ଭାରତୀୟ ଟିମ। ଆଜି ଆମେରିକା ବିପକ୍ଷ ମ୍ୟାଚ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମରୋକୋଠାରୁ ୩-୦ ଗୋଲରେ ପରାଜୟର ସାମ୍ନା କରିଛି…

ବେନ ଷ୍ଟୋକ୍ସ କ୍ରିକେଟ ମଇଦାନରେ କରିଦେଲେ ଏମିତି ଭୁଲ: ସମସ୍ତେ ଉଡାଇଲେ ଖେଳାଳିଙ୍କ ମଜାକ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଟି-୨୦ ସିରିଜରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ । ତେବେ ଏହି ସିରିଜ ଅଷ୍ଟ୍ରେଲିଆ ପାଇଁ ଏକ ଖରାପ ସ୍ୱପ୍ନ ପାଲଟିଛି । ୦-୨ରେ ଏହି ସିରିଜକୁ ହାତଛଡା…

ବୁମ୍ରାଙ୍କ ସ୍ଥାନରେ ଶାମି: ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳରେ ମହମ୍ମଦ ଶାମି ସାମିଲ

ମୁମ୍ବାଇ: ଟି -୨୦ ବିଶ୍ୱକପ ପାଇଁ ବିସିସିଆଇ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ମହମ୍ମଦ ଶାମିଙ୍କୁ ସାମିଲ କରିଛି। ବୁମ୍ରାଙ୍କ ପିଠିରେ ଆଘାତ ଲାଗିଥିବାରୁ ବୁମ୍ରା ଟି -୨୦ ବିଶ୍ୱକପରୁ ବାଦ୍…

ପାକିସ୍ତାନ ଗସ୍ତରେ ଯିବାକୁ ପ୍ରସ୍ତୁତ ଭାରତୀୟ ଦଳ: ଅନୁମତି ଦେଲା ବିସିସିଆଇ, ସରକାର ନେବେ ନିଷ୍ପତି

ମୁମ୍ବାଇ: ପାକିସ୍ତାନ ଗସ୍ତରେ ଯିବ ଭାରତ। ଆସନ୍ତା ୨୦୨୩ରେ ହେବାକୁ ଥିବା ଏସିଆ କପରେ ପାକିସ୍ତାନ ଅଯଇପାରେ ଭାରତୀୟ ଟିମ୍। ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ରାଜୋ ହୋଇଥିବା ସୂଚନା ମିଳିଛି।…

ଭାରତ-ପାକ୍ ମୁକାବିଲାକୁ ନେଇ ମାରାମାରି, ମାତ୍ର ୧୦ ମିନିଟରେ ବିକ୍ରି ହେଲା ୯୦ ହଜାର ଟିକେଟ୍

ନୂଆଦିଲ୍ଲୀ: ଚଳିତ ମାସ ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍ ୨୦୨୨କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ବିଶ୍ଵ କପ୍ ପାଇଁ ଅଦ୍ୟାବଧି ୬ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ…