fbpx
BSKY
BJD SHG SKY
BJD MC SKY
Browsing Category

ଖେଳ

ଖୁସି ଖବର! ଆଉ ଥରେ ଦେଖିପାରିବେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ପ୍ରତ୍ୟେକ ବଲର ହେବ ଫ୍ଲାସବ୍ୟାକ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନଠୁ ପ୍ରତିଶୋଧ ନେଇସାରିଛି ଭାରତ । ସାରା ଦେଶରେ ଦୀପାବଳି ଆଜି ପଡୁଥିବା ବେଳେ ଗତକାଲିଠୁ ଏହାର ଉତ୍ସବ ପାଳନ ହୋଇସାରିଛି । ବିଶ୍ୱକପର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷ…

ବିଶ୍ୱକପରେ ପ୍ରଥମ ବିଜୟକୁ ସ୍ମରଣୀୟ କଲା ବାଂଲାଦେଶ: ନେଦରଲାଣ୍ଡକୁ ଏମିତି ଦେଲା ମାତ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ବାଂଲାଦେଶ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ୯ ରନରେ ମାତ ଦେଇଛି ଶାକିବ ସେନା । ଶେଷ ଓଭରରେ ନେଦରଲାଣ୍ଡକୁ ବିଜୟ ପାଇଁ ୩୨ ରନର…

ମହଙ୍ଗା ପଡିଲା ସୁନ୍ଦର ପିଚାଇଙ୍କ ସହ ପଙ୍ଗା, ପାକିସ୍ତାନୀ ପ୍ରଶଂସକଙ୍କ ମୁହଁ ବନ୍ଦ କରିଦେଲେ ଗୁଗୁଲ CEO

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଧୂଳି ଚଟାଇଛି। ଆଜିି ସାରା ଦେଶରେ ଦୀପାବଳିର ମାହୋଲ ଥିବା ବେଳେ ଏହା ପ୍ରକୃତରେ ଗତକାଲିର ପାକିସ୍ତାନ ବିଜୟ ପରେ ଗତକାଲିଠାରୁ ଆରମ୍ଭ…

T20 WC 2022: ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟତବାଣୀ, ସେମି ଫାଇନାଲରେ ପହଞ୍ଚିବେ ଏହି ୪ ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ଅବିସ୍ମରଣୀୟ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ଅବିଶ୍ଵସନୀୟ ଇନିଂସ ବଳରେ ଭାରତ ରୋମାଞ୍ଚକର…

ଦ୍ରାବିଡ଼ଙ୍କ ଜୋଶ, କୋହଲିଙ୍କ ହସ, ଟିମ୍ ଇଣ୍ଡିଆର ଉତ୍ସବ: ବିଜୟର ଏହି Videoକୁ ଜମାରୁ ମିସ୍ କରନ୍ତୁନି!

ନୂଆଦିଲ୍ଲୀ: ୨୦୨୧ ମସିହା ଅକ୍ଟୋବର ୨୪, ଭାରତ ପାଇଁ ଏକ କଳାଦିବସ ଥିଲା । ଏହି ଦିନ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଥିଲା । ଟି-୨୦ ବିଶ୍ୱକପର ଉକ୍ତ…

King Kohli Back:ଦମଦାର ଫର୍ମ ରେ କୋହଲି ,ପୁଣି ନିଜ ନାମ ସହ ଯୋଡ଼ିଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ରବିବାର ଦିନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୨ ର ସବୁଠାରୁ ବଡ ମ୍ୟାଚ୍ ଖେଳାଯାଇଥିଲା | ଏହି ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ଶେଷ ବଲରେ ବିଜୟ…

Video: ପାକିସ୍ତାନ ଉପରେ ଭାରତ ଚମତ୍କାର ବିଜୟ ପରେ ନାଚି ଉଠିଲେ ସୁନୀଲ ଗାଭାସ୍କର, ଭାଇରାଲ ହେଲା ଭିଡିଓ

ମେଲବୋର୍ଣ୍ଣ: ରବିବାର ଦିନ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଭାରତ ଏବଂ ପାକିସ୍ତାନ ଇତିହାସରେ ଲିପିବଦ୍ଧ ହୋଇ ରହିବ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇବା ପାଇଁ ୧୫୯ ରନ୍ ସଂଗ୍ରହ କରିଥିଲା,…

Video: ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପରେ କାନ୍ଦିପକାଇଲେ କୋହଲି, କାନ୍ଧରେ ଉଠାଇ ଉତ୍ସବ ପାଳିଲେ ରୋହିତ ଶର୍ମା

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ ପାକିସ୍ତାନକୁ ଚାରି ଉଇକେଟ୍‌ରେ ହରାଇ ଆଗୁଆ ଦୀପାବଳି ପାଳନ କରିଛି । ମେଲବର୍ଣ୍ଣରେ ହୋଇଥିବା ଏହି ରୋମାଞ୍ଚକର ମୁକାବିଲାରେ ବିରାଟ କୋହଲିଙ୍କ ଧମାକାଦାର ଇନିଂସ ବଳରେ…

ମେଲବର୍ଣ୍ଣରେ ଭାରତୀୟ ବୋଲରଙ୍କ ଝଡ଼, ପାକିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୧୬୦

ମେଲବର୍ଣ୍ଣ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ମହାମୁକାବିଲା ମେଲବର୍ଣ୍ଣରେ ଜାରି ରହିଛି । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ…

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ ରୋହିତ ଶର୍ମା: ଜାଣନ୍ତୁ Playing-11 ରେ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଭାରତ ପାକିସ୍ତାନ ମ୍ୟାଚ ପାଇଁ ଆରମ୍ଭ ହୋଇଛି ରଣହୁଙ୍କାର । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ…