Browsing Category

ଖେଳ

WC-2023 ସେମି-ଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ: ଖାଲି ହାତରେ ଫେରିବ ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପଏଣ୍ଟ ଟେବୁଲ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ଖାଲି ହାତରେ ପେରିବା ପାଇଁ ବାଧ୍ୟ ହୋଇଛି ପାକିସ୍ତାନ । ପଣ୍ଟ ଟେବୁଲର ନେଟ୍ ରନ୍ ରେଟ୍ ଅନୁସାରେ…

World Cup-2023ରେ ସୃଷ୍ଟି ହେଲା ଐତିହାସିକ ରେକର୍ଡ: ଟୁର୍ଣ୍ଣାମେଣ୍ଟକୁ ସ୍ପେଶାଲ କଲେ ଦର୍ଶକ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି । ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇସାରିଛି । ଆସନ୍ତାକାଲି ଶେଷ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ…

କ୍ରିକେଟ ଇତିହାସ: ୧୧/୧୧/୧୧ ଦିନ ୧୧ଟା ୧୧ ସମୟରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ଆବଶ୍ୟକ ଥିଲା ୧୧୧ ରନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଏବେ ଟେଷ୍ଟ ସିରିଜ ଖେଳୁଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ୧୨ ନଭେମ୍ବରରେ ଅଛି । ତେବେ ଏମାନଙ୍କ ମଧ୍ୟରେ ୧୧/୧୧/୧୧ ତାରିଖର ଏକ ଇଡିହାସ ରହିଛି । ୨୦୧୧ ମସିହାର…

ପାକିସ୍ତାନ କେମିତି ସେମିରେ ପହଞ୍ଚିବ: ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ସାରା ବିଶ୍ୱର ନଜର, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲକୁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇ ସାରିଥିବା ବେଳେ କେବଳ ଚତୁର୍ଥ ଟିମ୍ ଉପରେ ସଭିଙ୍କ ନଜର । ଚଳିତ…

World Cup ସେମି ଫାଇନାଲରୁ ବାଦ୍ ପଡ଼ିଲା ଆଫଗାନିସ୍ତାନ: ଷଷ୍ଠ ସ୍ଥାନରେ ଶେଷ କଲା ବିଶ୍ୱକପ ଯାତ୍ରା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇ ବିଶ୍ୱକପ ଯାତ୍ରା ଶେଷ କରିଛି ଆଫଗାନିସ୍ତାନ । ଟୁର୍ଣ୍ଣାମେଣ୍ଟରେ ୪ଟି ବିଜୟ ସହିତ ଷଷ୍ଠ ସ୍ଥାନରେ ରହି ଆଫଗାନୀ ଦଳ ଏହି ଯାତ୍ରାରୁ ବିଦାୟ ନେଇଛି । ସେମି ଫାଇନାଲ…

World Cup-2023 ଭିତରେ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ଖେଳାଳି: ସମସ୍ତ ଫର୍ମାଟରୁ ବିଦାୟ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ ଇଣ୍ଡିଆ । ତେବେ ଏହା ମଧ୍ୟରେ ଭାରତୀୟ ଦଳର ଜଣେ କ୍ରିକେଟର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି…

ICCର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀଲଙ୍କା କ୍ରିକେଟ ବୋର୍ଡର ମେମ୍ବରଶିପ୍ ସସପେଣ୍ଡ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଏହା ମଧ୍ୟରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୫ ତାରିଖରୁ ପ୍ରଥମ ସେମିଫାଇନାଲ ଆରମ୍ଭ ହେବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।…

(Video) ‘ପାକିସ୍ତାନ ଜିନ୍ଦା ଭାଗ୍’… ବାବର ସେନା ଉପରେ ସେହୱାଗଙ୍କ କଟାକ୍ଷ: ବିଶ୍ୱକପ ପ୍ରଦର୍ଶନକୁ ନେଇ ଥଟ୍ଟା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପରେ ନ୍ୟୁଜିଲାଣ୍ଡ ଏକ ବିଶାଳ ବିଜୟ ହାସଲ କରି ସେମି ପାଇନାଲ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି । କିନ୍ତୁ ଶ୍ରୀଲଙ୍କାର ଏହି ପରାଜୟ ପାକିସ୍ତାନ ଦଳ ପାଇଁ କାଳ ପାଲଟିଛି । ବର୍ତ୍ତମାନ…

World Cup ପରେ ବଡ଼ ନିଷ୍ପତ୍ତି ନେବେ ଅଧିନାୟକ! ନେତୃତ୍ୱ ପଦରୁ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ସବୁଠାରୁ ସଫଳ ଦଳ ରହିଛି ଭାରତୀୟ କ୍ରିକେଟ ଟିମ । ରୋହିତଙ୍କ ନେତୃତ୍ୱରେ ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ୮ଟି ମ୍ୟାଚ ଖେଳିଥିବା ବେଳେ ରୋହି୍ତ…

World Cup-2023 ସେମି ଫାଇନାଲରେ ସୁଯୋଗ ପାଇବ କି ପାକିସ୍ତାନ? କାଳ ସାଜିଲା ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚିସାରିଛି । ସେମି ଫାଇନାଲ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୩ଟି ସ୍ଥାନ ପକ୍କା କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଦଳ ପାଇଁ…