Browsing Category

ଖେଳ

ଜଷ୍ଟିସ ନାଗେଶ୍ୱରଙ୍କୁ AIFF ର ସମ୍ବିଧାନ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଲେ ସୁପ୍ରିମକୋର୍ଟ, ଜୁଲାଇ ୩୧ ସୁଦ୍ଧା ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଏଫ୍ଏଫ୍) ର ସମ୍ବିଧାନକୁ ପ୍ରସ୍ତୁତ କରିବା ପାଇଁ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓଙ୍କୁ…

ସୁପ୍ରିମକୋର୍ଟ ଦ୍ୱାରସ୍ତ ହେଲେ ହସୀନ ଜାହାଁ: ମହମ୍ମଦ ସାମିଙ୍କ ଉପରେ ଲଗାଇଲେ ଗମ୍ଭିର ଆରୋପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମୀଙ୍କ ବିରୋଧରେ ସ୍ୱର୍ତ୍ତନ ପତ୍ନୀ ହସୀନ ଜାହଁ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। ହସୀନ ଜାହାଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି କହିଛନ୍ତି ଯେ, ଗତ ଚାରି ବର୍ଷ ଧରି…

WTC Final ପୁର୍ବରୁ ଟେଷ୍ଟରେ ଟପ୍‌ରେ ପହଞ୍ଚିଲା ଭାରତ: ଶେଷ ହେଲା ଅଷ୍ଟ୍ରେଲିଆର ୧୫ ମାସର ଦବଦବା

ନୂଆଦିଲ୍ଲୀ: ଭାରତ ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନ ହାସଲ କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ବାର୍ଷିକ ର‌୍ୟାଙ୍କିଙ୍ଗ୍ ଅପଡେଟ୍‌ରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି । ଅଷ୍ଟ୍ରେଲିଆ…

Video: ନବୀନ-ଉଲ-ହକଙ୍କ ସହ ମୁହାଁ ମୁହିଁ ପରେ ଗମ୍ଭୀରଙ୍କ ସହ ଯୁକ୍ତିତର୍କ କଲେ ବିରାଟ, କାଟିଲା ଫି’

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୪୩ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ୧୮ ରନରେ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ହରାଇଛି । ଏହି ମ୍ୟାଚ ମଧ୍ୟରେ ଏକ ହାଇଭୋଲଟେଜର ଡ୍ରାମା ଦେଖିବାକୁ ମିଳିଥିଲା । ମ୍ୟାଚ ଚାଲିଥିବା…

ବଢ଼ିଲା ଲକ୍ଷ୍ନୌ ସମେତ ଟିମ୍ ଇଣ୍ଡିଆର ଟେନସନ: ନେଟରେ ଅଭ୍ୟାସ ସମୟରେ ଆହତ ହେଲେ ଜୟଦେବ ଉନାଡକଟ

ଚଳିତ ଆଇପିଏଲର ସିଜନରେ ଆହତ ଖେଳାଳିଙ୍କ ତାଲିକାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦଳର ସଦସ୍ୟ ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ ପୂର୍ବରୁ ୩୦…

ମଉଳିଲା ପାକିସ୍ତାନର ଆଶା: ଖେଳାଯିବ ନାହିଁ ଏସିଆ କପ୍ ୨୦୨୩! ବିସିସିଆଇକୁ କଲା ଦାୟୀ

ଆଶଙ୍କାରେ ଏସିଆ କପ୍ ୨୦୨୩। ଅନକେ ବର୍ଷ ପରେ ପାକିସ୍ତାନ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକାର ପାଇଥିଲା ବେଳେ ଏହି ଆଶାରେ ଏବେ ପୁର୍ନଚ୍ଛେଦ ପଡ଼ିବା ଅନୁଭବ ହେଲାଣି। ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ…

IPLକୁ ଫେରିଲେ କେଦାର ଯାଦବ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ହେଲେ ସାମିଲ

ଓଡ଼ିଶା ଭାସ୍କର: ଆଇପିଏଲ୍‌କୁ ଫେରିଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କେଦାର ଯାଦବ । ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ତାଙ୍କୁ ଡେଭିଡ ୱିଲିଙ୍କ ବଦଳରେ ଦଳରେ ସାମିଲ କରିଛି । ଚଳିତ ବର୍ଷ ଆଇପିଏଲ୍ ମିନି ଅକସନ୍…

ରାଜସ୍ଥାନର ଶତକବୀର, ଯଶସ୍ୱୀ ଜଏସ୍ୱାଲ: ଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଗୁପଚୁପ

ନୂଆଦିଲ୍ଲୀ: ଦିନେ ରାସ୍ତା କଡ଼ରେ ଗୁପଚୁପ ବିକୁଥିବା ୬ ଫୁଟର ଗୋଟିଏ ପିଲା ଆଜି ସାରା ଭାରତ ପାଇଁ ଗର୍ବ ଆଣି ଦେଇଛି । ମାତ୍ର ୨୧ ବର୍ଷ ବୟସରେ ୱାନଖେଡେ ଷ୍ଟାଡିୟମରେ ଟିମ୍ ପାଇଁ ହାସଲ କରିଛନ୍ତି ଏକ ଦମଦାର ଶତକ ।…

ଡଗ୍ଆଉଟରେ ରୋହିତ ଅମ୍ପାୟାରଙ୍କ ସହ କ’ଣ କଥା ହୋଇଥିଲେ? IPLର ୧୦୦୦ତମ ମ୍ୟାଚ ଉପରେ ଫିକ୍ସିଂର ଆରୋପ

ନୂଆଦିଲ୍ଲୀ: ଆଇପିଏଲର ୧୦୦୦ତମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନକୁ ହରାଇ ଏହି ଐତିହାସିକ ବିଜୟର ଅଧିକାରୀ ହୋଇଛି ରୋହିତ ସେନା । କିନ୍ତୁ ମୁମ୍ବାଇର ଏହି ବିଜୟ ବର୍ତ୍ତମାନ ପ୍ରଶ୍ନ…

ଆଇପିଏଲର ୧୦୦୦ ତମ ମ୍ୟାଚରେ ଶତକ ହାସଲ କଲେ ଯଶସ୍ୱୀ ଯୈସ୍ବାଲ, ମୁମ୍ବାଇ ଆଗରେ ବିଜୟ ଲକ୍ଷ୍ୟ ୨୧୩

ଓଡ଼ିଶା ଭାସ୍କର: ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ଇତିହାସର ୧୦୦୦ ତମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲସ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ…