Browsing Category

ଖେଳ

କ୍ରିକେଟ ମଇଦାନରେ ଶିଖରଙ୍କ ଗ୍ରାଣ୍ଡ କମବ୍ୟାକ: ହ୍ୟାଟ୍ରିକ ଚୌକା ସହ ଫେରିଲେ ଗବ୍ବର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ ପୁଣିଥରେ କ୍ରିକେଟ ମଇଦାନକୁ କମବ୍ୟାକ କରିଛନ୍ତି । ଅବସର ଘୋଷଣା ପରେ ପ୍ରଥମ ଥର ବ୍ୟାଟିଂ କରିବାକୁ ଓହ୍ଲାଇଛନ୍ତି ଶିଖର ଧୱନ । ଲିଜେଣ୍ଡସ ଲିଗ୍ କ୍ରିକେଟ…

Chess Olympiad 2024; ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କଲେ ମହିଳା ଖେଳାଳି: ଫାଇନାଲ ରାଉଣ୍ଡରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ୨୦୨୪ ଚେସ୍ ଅଲିମ୍ପିଆଡର ଫାଇନାଲ ରାଉଣ୍ଡରେ ଆଜରବେଜାନକୁ ପରାସ୍ତ କରି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ଖେଳାଳି । ଆଜି ହଙ୍ଗେରୀର ବୁଦ୍ଧାପେଷ୍ଟର ସାଇମା ସ୍ପୋର୍ଟସ ଆଣ୍ଡ କନଫରେନ୍ସ…

ହାର୍ଦ୍ଦିଙ୍କ ଘରେ ଫେରିଲା ଖୁସି ! ନତାଶାଙ୍କ ସହ ଛାଡ଼ପତ୍ର ପରେ ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ଭେଟିଲେ, ତା’ ସହ ଖେଳିଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କ୍ରିକେଟ୍ ଜଗତରେ ଯେତିକି ଲୋକପ୍ରିୟ ପର୍ସନାଲ ଲାଇଫରେ ମଧ୍ୟ ସେତିକି ଚର୍ଚ୍ଚିତ । ନିକଟରେ ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡ଼ପତ୍ର ଖବର ସମସ୍ତଙ୍କୁ ଚକିତ…

(Video) ‘INDIA-A’ ଜିତିଲା ଦୁଲୀପ ଟ୍ରଫି ଟାଇଟଲ… ଋତୁରାଜଙ୍କୁ ମାତ୍ ଦେଇ ଟ୍ରଫି ହାତେଇଲେ ମୟଙ୍କ ଅଗ୍ରୱାଲ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି-୨୦୨୪ରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ମୟଙ୍କ ଅଗ୍ରୱାଲ । ଅଧିନାୟକ ଭାବରେ ‘India-C’କୁ ପରାସ୍ତ କରି ଟାଇଟଲ ଉପରେ କବଜା କରିଛନ୍ତି ମୟଙ୍କ । ଷ୍ଟାର ବୋଲର ପ୍ରସିଦ୍ଧ…

ଭାରତ ରଚିଲା ଇତିହାସ, ପ୍ରଥମଥର ପାଇଁ ହାସଲ କଲା ସ୍ୱର୍ଣ୍ଣ ପଦକ

ଚେସ୍ ଅଲିମ୍ପିଆଡ୍ ୨୦୨୪: ଭାରତୀୟ ଚେସ୍ ଖେଳାଳି ଡି ଗୁକେଶ ଚେସ୍ ଅଲିମ୍ପିଆଡ୍ ୨୦୨୪ ରେ ଇତିହାସ ରଚିିଛନ୍ତି । ସେ ଫାଇନାଲ ମ୍ୟାଚରେ ଚମତ୍କାର ଖେଳି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଡି ଗୁକେଶ ଏବେ ୪୫ ତମ…

ଘୋଷଣା ହେଲା ଏକଲବ୍ୟ ପୁରସ୍କାର: ପ୍ରତ୍ୟାଶା, ତନ୍ୱୀ ଏବଂ ଜୟରାମଙ୍କୁ ମିଳିବ ଏହି ସମ୍ମାନ

ଭୁବନେଶ୍ୱର: ୨୦୨୪ ମସିହା ପାଇଁ ୩୨ତମ ଏକଲବ୍ୟ ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ପ୍ରତ୍ୟାଶା ରାୟଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଅନ୍ତର୍ଜାତୀୟ ସନତରଣକାରୀ ପ୍ରତ୍ୟାଶା ରାୟଙ୍କୁ ଚଳିତବର୍ଷର ଏକଲବ୍ୟ…

IND vs BAN; ଚେନ୍ନାଇ ବିଜୟରେ ଅଶ୍ୱୀନଙ୍କ ମହାରେକର୍ଡ: ଏହି କାରନାମା କରି ହାସଲ କଲେ ୮ଟି ରେକର୍ଡ

ନୂଆଦିଲ୍ଲୀ: ଚେନ୍ନାଇ ବିପକ୍ଷ ପ୍ରଥମ ଟେଷ୍ଟରେେ ବାଂଲାଦେଶକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ୨୮୦ ରନର ବିଶାଳ ବିଜୟ ହାସଲ କରିଥିବା ବେଳେ ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱୀନ ବିଜୟର…

ଚେନ୍ନାଇରେ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଘୋଷଣା କଲା BCCI, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଣ୍ଡିଆ ଟିମ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆର ଘୋଷଣା କରାଯାଇଛି। ଭାରତ ଏବଂ…

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମଥର ହେଲା ଏପରି

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି। ଭାରତୀୟ ଦଳ ଏହି ମ୍ୟାଚରେ ବାଂଲାଦେଶକୁ ୨୮୦ ରନରେ ହରାଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ…

IPL-2025 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି: କେଉଁ ଦଳରୁ ଖେଳିବେ ଋଷଭ ପନ୍ତ? ସ୍ପଷ୍ଟ କଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପୁଣିଥରେ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପୂର୍ବରୁ ରିଟେନସନ୍ ପଲିସିକୁ ଅପେକ୍ଷା କରି ରହିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ବିସିସିଆଇ ରିଟେନସନ ପଲିସି ଘୋଷଣା କରିବା…