Browsing Category
ଖେଳ
ଆଇପିଏଲ୍ ଖେଳାଳି ନିଲାମ ପାଇଁ ପ୍ରାକ୍ ପ୍ରସ୍ତୁତି, ଆଲୋଚନା ପାଇଁ ଚେନ୍ନାଇରେ ପହଞ୍ଚିଲେ ଧୋନି
ଚେନ୍ନାଇ: ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ଚଳିତ ବର୍ଷର ଆଇପିଏଲ ପାଇ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗୁଆ ଆଲୋଚନା ଓ ପ୍ରସ୍ତୁତି କରିବା ପାଇଁ ଅଧିନାୟକ ମହେନ୍ଦ୍ର…
ଏସିଆ କପ୍: ଚୀନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଦଳ
ମସ୍କଟ: ଗତ ଥରର ଚାମ୍ପିଅନ ଭାରତୀୟ ମହିଳା ହକି ଦଳ ଶୁକ୍ରବାର ଏଠାରେ ଚୀନକୁ ୨-୦ରେ ହରାଇ ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ଦଳ ଦକ୍ଷିଣ କୋରିଆ ନିକଟରୁ…
ଭାରତୀୟ କ୍ରିକେଟ୍ ଭଲ ନେତୃତ୍ଵକାରୀଙ୍କ ହାତରେ ରହିଛି, ବିଶ୍ଵ ଚାମ୍ପିଅନ ଅଧିନାୟକଙ୍କ ବଡ ବୟାନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ରୋହିତ ଶର୍ମାଙ୍କ ପରି ଭଲ ଅଧିନାୟକଙ୍କ ହାତରେ ରହିଛି। ରୋହିତ ଶର୍ମା ସେହି ଧରଣର ଅଧିନାୟକ, ଯେଉଁଭଳି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଥିଲେ। ଏପରି ବଡ ବୟାନ ଦେଇଛନ୍ତି…
ରୋହିତଙ୍କ ବ୍ୟତୀତ ତିନି ଫର୍ମାଟରେ ଅଧିନାୟକ ହେବା ପାଇଁ ଅନ୍ୟ କେହି ବିକଳ୍ପ ନାହାନ୍ତି: ପୂର୍ବତନ ଚୟନକର୍ତ୍ତା
ନୂଆଦିଲ୍ଲୀ ୨୮।୦୧: ବିରାଟ କୋହଲିଙ୍କ ସ୍ଥାନରେ ଦିନିକିଆ ଏବଂ ଟି-୨୦ ଦଳରେ ରୋହିତ ଶର୍ମାଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଛି। ସୁସ୍ଥ ହୋଇ ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ଓ୍ଵେଷ୍ଟଇଣ୍ଡିଜ…
ସଚିନ ଏକ ଲକ୍ଷରୁ ଅଧିକ ରନ୍ ସଂଗ୍ରହ କରି ପାରିଥାନ୍ତେ: ଅଖତର
ନୂଆଦିଲ୍ଲୀ: ନିଜର ଆକ୍ରମଣାତ୍ମକ ବୋଲିଂରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ପୁଣି ଚର୍ଚ୍ଚାରେ । ଅନ୍ତର୍ଜାତୀୟ କ୍ରିକେଟ ନିୟମକୁ ନେଇ ସେ ଅଧିକାଂଶ ସମୟର…
କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସିଖବର: ଫେବୃୟାରୀରୁ ଖେଳାଯିବ ରଣଜୀ ଟ୍ରଫି, ସ୍ପଷ୍ଟ କଲା ବିସିସିଆଇ
ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଅଟକିଥିବା ରଣଜୀ ଟ୍ରଫି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଫେବୃୟାରୀ ମାସରେ ଏହି ମୁକାବିଲା ଖେଳାଯିବାକୁ ଯାଉଛି । ବିସିସିଆଇ ଟ୍ରେଜରର ଅରୁଣ ଧୂମାଲ ଏହି…
ଏଫଆଇଏଚ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା, ଓଡିଶାରୁ ୨ ଖେଳାଳି ସାମିଲ୍
ନୂଆଦିଲ୍ଲୀ : ଏଫଆଇଏଚ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ଗୁରୁବାର ଭାରତୀୟ ହକି ୨୦ ଜଣିଆ ଦଳ ଘୋଷଣା କରିଛି । ଏହି ଲିଗ୍ ଦକ୍ଷିଣ ଆଫ୍ରିକାରେ ଫେବୃଆରୀ ୮ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ମନପ୍ରୀତ ସିଂହ ଦଳର…
ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂଙ୍କ ପରଲୋକ, ୧୯୬୦ ଅଲିମ୍ପିକରେ ଭାରତକୁ ଦେଇଥିଲେ ଗୋଲ୍ଡ
ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂଙ୍କ ପରଲୋକ । ୯୧ ବର୍ଷ ବୟସରେ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ସେ ଦୀର୍ଘ ସମୟରୁ ବାର୍ଦ୍ଧକ୍ୟ ଜନିତ ଏକାଧିକ…
ମୋ ପାଖରେ ଧୋନୀଙ୍କ ଫୋନ ନମ୍ବର ନାହିଁ, କଲ୍ କେମିତି କରିବି: ଶାସ୍ତ୍ରୀ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କିଛିଦିନ ତଳେ ନିଜ ପଦରୁ ଅବ୍ୟାହତି ନେଇଥିଲେ । ତେବେ ଏବେ ଶାସ୍ତ୍ରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି…
ଭାରତର ଏହି ୪ କ୍ରିକେଟର ଜୀବନରେ କେବେ ବି ମଦ ଛୁଇଁ ନାହାନ୍ତି, ଜାଣନ୍ତୁ ସେମାନେ କିଏ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ବହୁ ବିଶ୍ୱରେକର୍ଡ ଧାରୀ ଖେଳାଳି ରହିଛନ୍ତି । ତେବେ ଅନେକ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନର ଅଜଣା ରହସ୍ୟ ହୁଏତ ଆପଣମାନେ ଜାଣିନଥିବେ । ତେବେ ଟିମ୍ ଇଣ୍ଡିଆର କେଉଁ କେଉଁ…