Browsing Category

ଖେଳ

ଦ୍ୱିତୀୟ ଟେଷ୍ଟରେ କୋହଲି ଭଲ ରନ୍‌ କରିବେ ବୋଲି ଆଶା: ମୁଖ୍ୟକୋଚ୍ ଦ୍ରାବିଡ

ଜୋହାନ୍ସବର୍ଗ: ଭାରତୀୟ କ୍ରିକେଟ ଦଳ ମୁଖ୍ୟକୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଅଧିନାୟକ ବିରାଟ କୋହଲି ରନ ସଂଗ୍ରହ କରିବା ପାଇଁ ଅତି ଭୋକିଲା ହୋଇ ରହିଛନ୍ତି । ମାତ୍ର ଭାଗ୍ୟ ତାଙ୍କୁ ସାହାରା ଦେଉନି । ତେଣୁ ଦକ୍ଷିଣ…

କ୍ରୀଡା ଜଗତରେ କରୋନା ଆତଙ୍କ: ମେସିଙ୍କ ସହିତ ୪ ଫୁଟ୍‌ବଲର୍‌ କୋଭିଡ଼ ପଜିଟିଭ, ସଂଗରୋଧରେ ଚାଲିଛି ଚିକିତ୍ସା

ପ୍ୟାରିସ: ଗତ କେତେ ଦିନ ଧରି କ୍ରୀଡା ଜଗତକୁ କବଳିତ କରିଛି କରୋନା । କ୍ରିକେଟ ଓ ଟେନିସ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କ୍ରୀଡାରେ ପ୍ରବେଶ କରିଛି କାରାନା ମହାମାରୀ । ତେଣୁ ଚଳିତ ବର୍ଷର କ୍ରୀଡା ଦୁନିଆ ପାଇଁ କରୋନା …

ଆଜିଠୁ ଦ୍ୱିତୀୟ ଟେଷ୍ଟ: ଟିମ୍‌ ଇଣ୍ଡିଆ ପାଇଁ ନୂଆ ବର୍ଷରେ ନୂଆ ଆହ୍ୱାନ, ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ସ୍ଥାନୀୟ ୱଣ୍ଡର୍ସ ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଚଳିତ ବର୍ଷ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଟେଷ୍ଟ ମୁକାବିଳା । ଗତବର୍ଷ ଶେଷ…

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦ.ଆଫ୍ରିକା ଦଳ ଘୋଷିତ

ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଘରୋଇ ଦକ୍ଷି ଆଫ୍ରିକା ୧୭ ଜଣିଆ ଦଳ ଘୋଷଣା କରିଛି। ଯୁବ ଦ୍ରୁତ ବୋଲର ମାର୍କୋ ଜନସନଙ୍କୁ ଦିନିକିଆ ଦଳରେ ସୁଯୋଗ…

ସଚିନ ବାଛିଲେ ଅଲ୍ ଟାଇମ୍ ବେଷ୍ଟ-୧୧, କୋହଲି-ଧୋନୀଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର କ୍ରିକେଟ କ୍ୟାରିୟରରେ ଅନେକ ବିଶ୍ୱ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ନିଜ ସମୟରେ ଦୁନିଆର ବହୁ ନାମିଦାମୀ ବୋଲରଙ୍କୁ ନିର୍ଧୂମ୍ ପ୍ରହାର କରିବା ସହ ସେମାନଙ୍କୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦୁଇଜଣ ଖେଳାଳି ବସିପାରନ୍ତି ବାହାରେ, ଜାଣନ୍ତୁ କିଏ କିଏ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିସାରିଥିବା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦ୍ୱିତୀୟ ଟେଷ୍ଟ । ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟେଷ୍ଟରେ ଯଦି ଭାରତ ବିଜୟ…

ଧୋନୀ ଓ BCCIର କିଛି ଅଧିକାରୀ ମୋ କ୍ୟାରିୟରକୁ ନଷ୍ଟ କରିଦେଲେ: ହରଭଜନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନେଇ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିସିସିଆଇର ଅନେକ…

୨୦୨୨ରେ ଭାରତ ବର୍ଷ ସାରା ଖେଳିବ: ଦେଖନ୍ତୁ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ ସିଡ୍ୟୁଲ୍

ନୂଆଦିଲ୍ଲୀ: ଚଳିତ ୨୦୨୨ରେ ଟିମ୍ ଇଣ୍ଡିଆ ପାଇଁ ବ୍ୟସ୍ତବହୁଳ ରହିବ । ଏହି ବର୍ଷ ଦଳ ଅନେକ ସିରିଜ୍ ଖେଳିବା ନେଇ ଚୂଡ଼ାନ୍ତ ହୋଇସାରିଛି । ତେବେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ୱାର୍ଲ୍ଡ କପ୍ ଆୟୋଜନ ହେବାକୁ ଯାଉଥିବା…

ଦକ୍ଷିଣ ଆଫ୍ରିକା ସିରିଜରୁ ରୋହିତ ଶର୍ମା ବାଦ: କେ ଏଲ୍ ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜରୁ ବାଦ ପଡିଛନ୍ତି ରୋହିତ ଶର୍ମା । ଉପ ଅଧିନାୟକ କେ ଏଲ ରାହୁଲଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥଇବା ବେଳେ ଜସପ୍ରୀତ ବୁମରାଙ୍କୁ ତାଙ୍କର ଡେପୁଟି ଘୋଷଣ…

ରଘୁବଂଶୀଙ୍କ ଅର୍ଦ୍ଧଶତକ: ୧୯ ବର୍ଷରୁ କମ୍ ଏସିଆ କପ୍ ଜିତିନେଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଏସିଆ କପ୍ ଫାଇନାଲ ମୁକାବିଲାକୁ ଜିତି ନେଇଛି ୧୯ ବର୍ଷରୁ କମ ଭାରତୀୟ ଦଳ । ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତ ସମ୍ମୁଖରେ ମାତ୍ର ୧୦୨…