Browsing Category
ଖେଳ
ଆଇସିସି ଟେଷ୍ଟ କ୍ରିକେଟ୍ର ଅଫ ଦି ଇୟର ପୁରସ୍କାର: ଅଶ୍ୱିନଙ୍କ ସହିତ ୪ ଖେଳାଳିଙ୍କ ନାମ ସୁପାରିସ, ଜାନୁୟାରୀ ୨୪ରେ ନାଁ ଘୋଷଣା
ଦୁବାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହିତ ୪ ଖେଳାଳିଙ୍କ ନାମ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦିନ ଇୟର ପୁରସ୍କାର ପାଇଁ ସୁପାରିସ କରା ଯାଇଛି । ଅଶ୍ୱିନ ଚଳିତ ବର୍ଷ ୮ ଟେଷ୍ଟ ଖେଳି ୫୨ ୱିକେଟ ଅକ୍ତିଆର…
Centurion ଟେଷ୍ଟ: ଶାମିଙ୍କୁ ୫ ୱିକେଟ, ତୃତୀୟ ଦିନ ସୁଦ୍ଧା ଭାରତ ୧୪୬ ରନରେ ଆଗୁଆ
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ରହିଛି ଭାରତ । ମହମ୍ମଦ ଶାମିଙ୍କ ୫ ୱିକେଟ ସଫଳତା ବଳରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧୪୬ ରନରେ ଅଗ୍ରଣୀ ହାସଲ…
ରାଜନୀତିରେ ଏଣ୍ଟ୍ରି କଲେ ଆଉ ଜଣେ କ୍ରିକେଟର, ବିଜେପିରେ ହେଲେ ସାମିଲ
ନୂଆଦିଲ୍ଲୀ: ଭାରତୀୟ କିକ୍ରେଟ ଟିମର ପୂର୍ବତନ ଖେଳାଳୀ ଦିନେଶ ମୋଙ୍ଗିଆ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କ୍ରିକେଟ ପରେ ଏବେ ଦିନେଶ ରାଜନୀତିର ପିଚରେ ବିଜେପି ପାଇଁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିବ ।…
ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର: ଭାରତକୁ ବିଶ୍ୱକପ ଜିତାଇବା ସହିତ ଫିଲ୍ମରେ କରିଛନ୍ତି ଅଭିନୟ
ନୂଆଦିଲ୍ଳୀ: ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର ଇର୍ଫାନ ପଠାନ୍ । ୨୦୧୬ରେ ବିବାହ କରିଥିବା ଇର୍ଫାନ ଦ୍ୱିତୀୟ ଥର ପାଇଁ ବାପା ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।…
BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ (VIDEO)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ସୌରଭଙ୍କ କୋଭିଡ୍ ରିପୋର୍ଟ ଆସିଥିଲା । କରୋନାରେ ସଂକ୍ରମିତ ହେବା…
ପୁଣି ଥରେ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପୁଣି ଥରେ ଭାରତ-ପାକ୍ ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହୋଇ ପାରନ୍ତି । ସମଗ୍ର ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଦୁଇ ପାରମ୍ପରିକ…
Ashes କବଜା କଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ୯ ଜଣ ଖେଳାଳି ଦୁଇଅଙ୍କ ଟପିପାରିଲେନି
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆସେସ ସିରିଜକୁ ଅଷ୍ଟ୍ରେଲିଆ ହାତେଇ ନେଇଛି । ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ୧୪ ରନରେ ପରାସ୍ତ ହୋଇଛି । ଖେଳ ଆହୁରି ଦୁଇଦିନ ବାକି ଥିବା ବେଳେ ଇଂଲଣ୍ଡ…
୨୦୨୨ରୁ ଭାରତରେ ଆରମ୍ଭ ହେବ ୫-ଜି ସେବା: ୮ଟି ସହରରେ ଆରମ୍ଭ ହେବ ସେବା
ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ବିଭିନ୍ନ ମେଟ୍ରୋ ସହରରେ ଏହି ସେବା ପ୍ରଥମେ ଆରମ୍ଭ ହେବ । ୮ଟି ସହରରେ ପରୀକ୍ଷାମୂଳକ ଭାବରେ ଏହି ସେବା ଆରମ୍ଭ କରାଯିବ । ସୋମବାର ଟେଲିକମ ମନ୍ତ୍ରାଳୟ ପକ୍ଷରୁ…
ମହିଳା ହକି କ୍ୟାମ୍ପରେ ୮ ଓଡ଼ିଆ: ଭାଗ ନେଉଛନ୍ତି ୬୦ ମହିଳା ଖେଳାଳି
ଭୁବନେଶ୍ୱର: ଜାତୀୟ ମହିଳା ସିନିୟର ହକି କ୍ୟାମ୍ପକୁ ଓଡ଼ିଶାରୁ ୮ ଜଣଙ୍କୁ ଡାକରା । ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା, ନୀଳିମା ମିଞ୍ଜ୍, ନମିତା ଟପ୍ପୋ, ରଶ୍ମିତା ମିଞ୍ଜ, ମାରିଆନା କୁଜୁର, ଅଜମିନା କୁଜୁର, ଜୀବନ କିଶୋରୀ…
୧୯ ବର୍ଷରୁ କମ ଚାମ୍ପିୟନ୍ସ ଟ୍ରଫି: ଆଫଗାନିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କଲା ଭାରତ
ନୂଆଦିଲ୍ଳୀ: ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜିତ ହେବା ପରେ ବିଜୟ ହାସଲ କରିଛି ଭାରତ । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୫୯ ରନ କରିଥିବା ବେଳେ ଭାରତ ୬ ୱିକେଟ ହରାଇ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ…