Browsing Category

ଖେଳ

IPL Qualifier-2: ଫାଇନାଲ ପାଇଁ କର ବା ମର ପରିସ୍ଥିତିରେ Delhi-KKR

ନୂଆଦିଲ୍ଲୀ: ଆଇପିଏଲ-୧୪ର କ୍ୱାଲିଫାୟର-୨ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମହାମୁକାବିଲା ହେବ । ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ଦୁଇ ଟିମ୍ ପଡ଼ିଆକୁ ଓହ୍ଲାଇବେ । ଆଜିର ବିଜେତା ୧୫…

ଟି-୨୦ ୱାର୍ଲ୍ଡ କପ୍: ମେଣ୍ଟର ପାଇଁ ଧୋନୀ ନେବେନି ଅର୍ଥ

ନୂଆଦିଲ୍ଲୀ: ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ଟି -୨୦ ବିଶ୍ୱକପ୍ । ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଦଳର ମେଣ୍ଟର କରାଯାଇଛି । ଅକ୍ଟୋବର ୨୪ ରେ ପ୍ରଥମ ମ୍ୟାଚରେ ଦଳ ପାକିସ୍ତାନକୁ ଭେଟିବ । ଏହାରି ମଧ୍ୟରେ…

ଟି-୨୦ ବିଶ୍ୱ କପ୍: ଆଜି ଟିମ୍ ଇଣ୍ଡିଆର ବାୟୋ ବବଲରେ ପ୍ରବେଶ କରିବେ ରୋହିତ ଶର୍ମାଙ୍କ ସମେତ ୬ ଖେଳାଳି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପକୁ ଆଉ କେଇଟା ଦିନ ବାକି ରହିଛି । ୟୁଏଇ ଓ ଓମାନରେ ଦଳଗୁଡିକର ଆଗମନ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଆଜି…

ଆଗାମୀ ସିଜିନରେ ଏହି ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବେ ନାହିଁ କେଏଲ ରାହୁଲ, ମେଗା ନିଲାମରେ ହେବେ ସାମିଲ୍ !

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗ୍ସର ଅଭିଯାନ କିଛି ଖାସ୍ ରହିନାହିଁ । ଦଳ ପ୍ଲେଅଫରେ ପ୍ରବେଶ କରିବାରେ ବିଫଳ ହୋଇଛି । ହେଲେ ଦଳର ଅଧିନାୟକ କେଏଲ ରାହୁଲ ଚମକ୍ରାର ପ୍ରଦର୍ଶନ କରି ୧୩ଟି ମ୍ୟାଚରେ ୬୨୬ ରନ…

ନାରିନଙ୍କ ଅଲରାଉଣ୍ଡ ସଫଳତା: କୋହଲିଙ୍କ ଟାଇଟଲ ଆଶା ଅଧୁରା

ନୂଆଦିଲ୍ଳୀ: ସୁନୀଲ ନାରିନଙ୍କ ଅଲରାଉଣ୍ଡ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଦା ହୋଇଥିବା ବେଳେ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଟାଇଟଲ ଆଶା ଅଧୁରା ରହିଯାଇଛି । ୧୩୯ ରନ ଲକ୍ଷ୍ୟର ପିଛା କରୁଥିବା…

ବ୍ରାଭୋଙ୍କ ସମକକ୍ଷ ହେଲେ ହର୍ଷଲ; ୩୨ ୱିକେଟ ସହିତ ସିଜିନ ଶେଷ

ନୂଆଦିଲ୍ଲୀ: ଆରସିବି ଅଲରାଉଣ୍ଡର ହର୍ଷଲ ପଟେଲ ଚଳିତ ଆଇପିଏଲରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ଚଳିତ ସିଜିନରେ ୩୨ ଟି ୱିକେଟ ସହିତ ପର୍ପଲ କ୍ୟାପ ଦୌଡରେ ଆଗୁଆ ରହିଛନ୍ତି । ଆଭେଶ ଖାନ ୨୨ ୱିକେଟ ସହିତ…

Eliminator-୧: ନାରିନଙ୍କୁ ୪ ୱିକେଟ୍;୧୩୮ରେ ସୀମିତ ଆରସିବି

ନୂଆଦିଲ୍ଲୀ: ଆଇପିଏଲର ଏଲିମିନେଟର-୧ରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୩୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଭଲ ଆରମ୍ଭ ପାଇଥିଲେ ହେଁ…

Eliminator-୧: ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ ଏହାର ଅନ୍ତିମ ଚରଣରେ ପାଦ ଦେଇଛି । ପ୍ରଥମ ଦଳ ଭାବରେ ଚେନ୍ନାଇ ସୁପରକିଙ୍ଗସ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏଲିମିନେଟର-୧ରେ ପରସ୍ପର ସମ୍ମୁଖୀନ ହେବେ ରୟାଲ…

ଶିଖା ପାଣ୍ଡେଙ୍କ “Ball of The Century” ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବଲ୍ ଅଫ୍ ଦ ସେଞ୍ଚୁରୀ ସମସ୍ତ କ୍ରିକେଟ ପ୍ରେମୀଙ୍କର ନିଶ୍ଚୟ ମନେଥିବ । ଅଷ୍ଟ୍ରେଲିୟ ସ୍ପିନ କିମ୍ବଦନ୍ତୀ ସେନ ୱାର୍ଣ୍ଣେ ଇଂଲଣ୍ଡର ମାଇକ ଗ୍ୟାଟିଂଙ୍କୁ ଏହି ବଲ ପକାଇଥିଲେ । ବଲଟି ପ୍ରାୟ ଏକ ଫୁଟ ଟର୍ଣ୍ଣ…

ଆଇପିଏଲ ୨୦୨୧: ପ୍ରଥମ ଥର ଷ୍ଟାଡିୟମରେ ଲାଗିଲା ୧୦୦ କ୍ୟାମେରା, ଦର୍ଶକଙ୍କୁ ପ୍ରତି ଏଙ୍ଗଲରୁ ଦେଖିବାକୁ ମିଳିଲା ଚୌକା-ଛକା

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳା ଯାଇଛି । ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…