Browsing Category
Top Stories
Breaking: ହାଇକୋର୍ଟଙ୍କ ନିଷ୍ପତ୍ତି, ତଳ-ଉପର ପଡିଆରେ ହେବ ବାଲିଯାତ୍ରା
କଟକ: ବାଲିଯାତ୍ରା ନେଇ ବଡ ଅପଡେଟ୍। ଚଳିତ ଥର ଉପର ପଡିଆରେ ହେବ ବାଲିଯାତ୍ରା । ଉପର ପଡିଆରେ ବାଲିଯାତ୍ରା ନେଇ ଅନୁମତି ଦେଲେ ହାଇକୋର୍ଟ । ତଳ ପଡିଆ ସହିତ ଉପର ପଡିଆରେ ମଧ୍ୟ ହେବ ବାଲିଯାତ୍ରା । ଚଳିତ ବର୍ଷ ଉଭୟ ଉପର…
ତହସିଲ୍ ଅଫିସ୍ ଦୌଡନ୍ତୁନି, ଡିସେମ୍ବର 30 ସୁଦ୍ଧା ସ୍କୁଲକୁ ମିଳିବ ଜମି ପଟ୍ଟା: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ଏଣିକି ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ପଟ୍ଟା । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ । ସବୁ ସ୍କୁଲକୁ ଜମି ପଟ୍ଟା ଦିଆଯିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଘୋଷଣା କରିଛନ୍ତି । ଡିସେମ୍ବର 30 ସୁଦ୍ଧା…
ଚାହା ଦୋକାନୀଙ୍କୁ ବାପା କରି ଶୋରୁମରେ ବସାଇଲା, ଟେଷ୍ଟ ଡ୍ରାଇଭ ବାହାନାରେ ଉଡାଇନେଲା ସ୍ପୋର୍ଟସ ବାଇକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଗରାରେ ଜଣେ ଯୁବକ ଟେଷ୍ଟ ଡ୍ରାଇଭ ବାହାନାରେ ଏକ ସ୍ପୋର୍ଟସ ବାଇକ ନେଇ ଫେରାର ହୋଇଯାଇଛି। ଫେରାର ଯୁବକ ଜଣେ ଚାହା ଦୋକାନୀଙ୍କୁ ନିଜ ବାପା କରି ବାଇକ ଚୋରି କରିବାକୁ ଆସିଥିଲା। ଏହି ଆଗରା…
ସାବଧାନ୍! ଏଥର ଶୀତରେ ରେକର୍ଡ ଭାଙ୍ଗିବ ଥଣ୍ଡା, ବୈଜ୍ଞାନିକ ଦେଲେଣି ଚେତାବନୀ
ନୂଆଦିଲ୍ଲୀ: ଚଳିତବର୍ଷ ଶୀତଋତୁରେ ଅନୁଭୂତ ହେବ ପ୍ରବଳ ଶୀତ । ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିବ ଜାଡ଼ । ପ୍ରବଳ ଶୀତରେ ଥରିବ ସାରା ଭାରତ । ଏ ନେଇ AMU ଭୂଗର୍ଭ ବୈଜ୍ଞାନିକ ମଧ୍ୟ ସଚେତନ କରାଇ ସାରିଲେଣି । ପ୍ରଶାନ୍ତ…
Samsung ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଧାରୁ ଅଧିକ କମିଲା ଦାମ
ଓଡିଶା ଭାସ୍କର: ସାମସାଙ୍ଗର ପ୍ରିମିୟମ ସ୍ମାର୍ଟଫୋନ Samsung Galaxy S23 5G କିଣିବାର ଆସିଲା ଜମାଣିଆ ସୁଯୋଗ । ଯଦି ଆପଣ ୫-୬ ବର୍ଷ ପାଇଁ ଧମାକାଦାର ପରଫର୍ମାନ୍ସ ଚାହୁଁଛନ୍ତି ତେବେ ସାମସଙ୍ଗ ଆପଣଙ୍କ ପାଇଁ ବେଷ୍ଟ…
16ବର୍ଷରୁ କମ୍ ବୟସର ଛୁଆ ବ୍ୟବହାର କରିପାରିବେନି ସୋସିଆଲ ମିଡିଆ, ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛୁଆଙ୍କ କ୍ଷେତ୍ରରେ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ବାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଶରୀର ଉପରେ ପ୍ରଭାବ ପଡୁଛି । ଏନେଇ ଏନେକ କଟକଣା କରାଯିବା…
ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ; ‘ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ’
ଭୁବନେଶ୍ୱର: ବଦଳିବ ରିଲିଫ କୋଡ । ରିଲିଫ ଏକ ଦୟାର ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ । ଜାନୁଆରୀ ୧ରୁ ଜନଗଣନା ହେବା ନେଇ ସଂକେତ ଦେଲେ ରାଜସ୍ୱ ମନ୍ତ୍ରୀ…
ରଙ୍ଗିଲା ପ୍ରିନ୍ସିପାଲ ଗିରଫ; ଅନୈତିକ ସମ୍ପର୍କ ପାଇଁ ପକାଉଥିଲେ ଚାପ, ଦେଉଥିଲେ ଧମକ ସହ ପାସ କରେଇବାର ଲୋଭ
ଜୟପୁର: ରାଜସ୍ଥାନର ବାଡମେର ଜିଲ୍ଲାର ଜଣେ ଶିକ୍ଷକ ଗିରଫ । ଛାତ୍ରୀମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ପକାଉଥିଲେ ଚାପ । ଅନୈତିକ ସମ୍ପର୍କ ରଖିଲେ ପରୀକ୍ଷାରେ ପାସ କରେଇବା ସହ ଖେଳରେ ବି ସୁଯୋଗ ଦେବାକୁ ଦେଉଥିଲେ…
ସରକାରୀ ଯୋଜନା ମାଧ୍ୟମରେ ସଶକ୍ତ ହେଉଛନ୍ତି ମହିଳା, ଡିବିଟି ମାଧ୍ୟମରେ ପଠାଯାଇଛି ୨.୧୧ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ଆଠଟି ରାଜ୍ୟର ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ମହିଳାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯାଇଥିବା ପରିମାଣ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ବୁଧବାର…
ଯୌନ ଉତ୍ପୀଡନ ଏକ ଅପରାଧିକ ମାମଲା, ଏଥିରେ କୌଣସି ବୁଝାମଣା ସମ୍ଭବ ନୁହେଁ: ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ଦୁଷ୍କର୍ମରେ ପୁଣି କି ବୁଝାମଣା? ଦୁଷ୍କର୍ମ ପରେ କୌଣସି ବୁଝାମଣା ସମ୍ଭବ ହେବନି । ଏମିତି କହି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଦୁଷ୍କର୍ମକାରୀ ଓ ପୀଡିତା ମଧ୍ୟରେ ବୁଝାମଣା…