Browsing Category

Top Stories

(Video) ମନମୋହୁଛି ରାହାଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା ସହ ଫ୍ଲାଇଙ୍ଗ କିସ୍, ହେଲେ ଆଲିଆ ଚିନ୍ତିତ, ଜାଣନ୍ତୁ କାରଣ

ମୁମ୍ବାଇ: ଗତକାଲି ଖ୍ରୀଷ୍ଟମାସ ସେଲିବ୍ରେସନରେ ସାରା ବିଶ୍ୱ ପାଳନ କରିସାରିଛି । କିନ୍ତୁ ଅନ୍ୟପଟେ ଆଲିଆ ଏବଂ ରଣବୀର କପୁରଙ୍କ ଝିଅ ରାହାଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ରାହା ମିଡିଆ ସାମ୍ନାକୁ ଆସି ନିଜ…

ବିରାଟ କୋହଲିଙ୍କୁ ନେଇ କ’ଣ କହିଲେ ଅଷ୍ଟ୍ରେଲୀୟ ଖେଳାଳି ସାମ୍ କୋନଷ୍ଟାସ୍ ?

ନୂଆଦିଲ୍ଲୀ: ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ବିରାଟ କୋହଲିଙ୍କ ସହ ଧକ୍କା ହେବା ପରେ ଅଷ୍ଟ୍ରେଲୀୟ ଖେଳାଳି ସାମ୍ କୋନଷ୍ଟାସ ରଖିଲେ ପ୍ରତିକ୍ରିୟା। ସେ କହିଛନ୍ତି ଯେ ପଡ଼ିଆରେ ଏପରି ହୋଇଥାଏ...। ତେବେ ବିରାଟ…

କିନ୍ନରଙ୍କୁ ପ୍ରେମ କରୁଥିଲା ପୁଅ: ବିବାହ କରିବାକୁ କହିବାରୁ ଝୁଲି ପଡ଼ିଲେ ବାପା-ମା’

ଅମରାବତୀ: ଆନ୍ଧ୍ରପ୍ରଦେଶର ନନ୍ଦିୟାଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ୩ ବର୍ଷ ଧରି ଜଣେ କିନ୍ନରଙ୍କ ସହ ସମ୍ପର୍କରେ ଥିଲେ। ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନେ ବିବାହ…

(Video) ଚୀନର ନୂଆ ଯୁଦ୍ଧ ବିମାନକୁ ନେଇ ଛାନିଆ ଆମେରିକା ସମେତ ବିଶ୍ୱ

ନୂଆଦିଲ୍ଲୀ- ଚୀନର ନବୀନତମ ଯୁଦ୍ଧ ବିମାନ ଦେଖି ଛାନିଆ ବିଶ୍ୱ । ୬ଷ୍ଠ ପିଢିର ଏହି ବିମାନର ଉଡାଣର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୀନର ଏହି ବିମାନ ପ୍ରଥମ ଥର ପାଇଁ ଗୁରୁବାର ତାର ଉଡାଣ ଭରିଛି । ଏବେ…

ଠିକ୍ ସମୟରେ ବିଦ୍ୟୁତ ବିଲ୍ ପୈଠ କଲେ ମିଳୁଛି ଆକର୍ଷଣୀୟ ପୁରସ୍କାର, ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତା ଲାଭବାନ

ଭୁବନେଶ୍ୱର: ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି…

ଉଦ୍‌ଘାଟନ ହେଲା ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍ ‘ପୂର୍ଣ୍ଣତା’: ସହଯୋଗର ହାତ ବଢାଇଲା ‘ହାଇଟେକ୍’

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ଏବଂ ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ଶଖା’ ମଳିତ ସହଯୋଗରେ ହାଇଟେକ୍ ମେଡିକାଲ କଲେଜ ପରିସରରେ ଗୋଟିଏ ଛାତ ତଳେ ଟ୍ରାନ୍ସଜେଣ୍ଡରମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସାର…

୨୦୨୫ରେ ଏହି ରୋଗ ହେବ ଘାତକ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ- କୋଭିଡ-୧୯ ସାରା ବିଶ୍ୱରେ ହାହାକାର ଖେଳାଇ ଚାଲିଯାଇଛି । ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱାସ୍ଥକୁ କ୍ଷେତ୍ରକୁ ନେଇ ଚିନ୍ତାରେ । ଆଗାମୀ ଦିନରେ ତିନି ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି ।…

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାରରେ ଓଡିଆ ଝିଅ ପ୍ରୀତିସ୍ମିତା ସମ୍ମାନିତ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାଙ୍କୁ ଏହି ସମ୍ମାନଜନକ ପୁରସ୍କାର…

IPL ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖୁସି ଖବର, ପୁଣି ଦ୍ୱିଶତକ କଲେ ସମୀର ରିଜଭି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅଧିନାୟକ ସମୀର ରିଜଭି ତ୍ରିପୁରା ବିପକ୍ଷରେ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି। ୨୩ ବର୍ଷରୁ କମ୍ ରାଜ୍ୟ ଟ୍ରଫିରେ ସେ ଏହି ସଫଳତା ହାସଲ କରିଛନ୍ତି। ଫଳରେ ସମୀର ରିଜଭି ପୁରୁଷ ୨୩…

‘ଏକଲବ୍ୟଙ୍କ ଭଳି ଯୁବକମାନଙ୍କର କଟାଯାଉଛି ଆଙ୍ଗୁଠି’, ପେପର ଲିକ୍ ମାମଲାକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତବର୍ଷ ନିଟ୍ ପରୀକ୍ଷାର ପେପର ଲିକ୍ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବର୍ତ୍ତମାନ ବିହାର ଲୋକ ସେବା ଆୟୋଗ ପକ୍ଷରୁ ୧୩ ଡିସେମ୍ବରରେ ଧାର୍ଯ୍ୟ ହୋଇଥିବା ମିଳିତ ପ୍ରାରମ୍ଭିକ ପରୀକ୍ଷାକୁ…