Browsing Category

Top Stories

ୟୁନୁସ ସରକାରର ସଂଗୀନ ଅଭିଯୋଗ, ବାଙ୍ଗଲାଦେଶୀଙ୍କ ଗାଏବ ପଛରେ ଭାରତର ହାତ

ନୂଆଦିଲ୍ଲୀ- ଭାରତ ଉପରେ ପ୍ରତି ଦିନ ନୂଆ ନୂଆ ଅଭିଯୋଗ ଆଣୁଛି ବାଙ୍ଗଲାଦେଶ । ଏବେ ନୂଆ ଓ ସାଂଘାତିକ ଅଭିଯୋଗ ଲଗାଉଛି ବାଙ୍ଗଲାଦେଶ । ବାଙ୍ଗଲାଦେଶରୁ ଲୋକ ଗାଏବ ହେବା ପଛରେ ଭାରତର ହାତ ଥିବା ସେଠାର ଏକ ଯାଞ୍ଚ ସଂସ୍ଥା…

ଜାତୀୟ କୃଷକ ଦିବସ ୨୦୨୪: ଜାଣନ୍ତୁ ଏହି ଦିନର ବିଶେଷ ମହତ୍ତ୍ୱ

ଓଡ଼ିଶା ଭାସ୍କର: ପ୍ରତିବର୍ଷ ଡିସେମ୍ବର ୨୩ ରେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଏହି ଦିନ ଜାତୀୟ କୃଷକ ଦିବସ କୃଷକଙ୍କ ଅବଦାନକୁ ସମ୍ମାନିତ କରେ। ଯେଉଁମାନେ ଖାଦ୍ୟ ନିରାପତ୍ତା ତଥା ଅର୍ଥନୀତିକୁ ବଜାୟ ରଖିବାରେ…

ସୁରକ୍ଷାବଳଙ୍କୁ ବଡ ସଫଳତା, ଗିରଫ ହେଲା ୨୫ ଲକ୍ଷ ପୁରସ୍କାର ରାଶି ମୁଣ୍ଡଇଥିବା ମାଓ ନେତା ପ୍ରଭାକର

ରାୟପୁର- ଛତିଶଗଡ ପୋଲିସକୁ ବଡ ସଫଳତା । ବରିଷ୍ଠ ମାଓ ନେତା ପ୍ରଭାକର ଗିରଫ । କାଙ୍କେରରୁ ପ୍ରଭାକରକୁ ଗିରଫ କରିଛି ପୋଲିସ । ପ୍ରଭାକର ଓରଫ ବାଲମୁରୀ ମୁଣ୍ଡରେ ଥିଲା ୨୫ ଲକ୍ଷର ପୁରସ୍କାର ରାଶି । ୪୦ ବର୍ଷ ଧରି…

Breaking: ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ, 7 ଜଣ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରରେ ଭୟଙ୍କର ସଡକ ଦୁର୍ଘଟଣା । ରାଜଧାନୀରୁ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ଭୁବନେଶ୍ବର କେଶୁରା ଜଗନ୍ନାଥ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । କାର୍ ଧକ୍କାରେ 7ଜଣ…

ବଡ଼ଦିନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼, ଭିଡ଼କୁ ଦୃଷ୍ଟିରେ ରଖାଯାଇ ନିଆଗଲା ନିଷ୍ପତ୍ତି

ପୁରୀ: ଆସନ୍ତା ବୁଧବାର ଦିନ ବଡ଼ଦିନ । ଡିସେମ୍ବର ୨୫ ତାରିଖକୁ ଦେଶ ବିଦେଶରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରୁଥିବା ବେଳେ ଓଡ଼ିଆମାନେ ଏହାକୁ ବଡ଼ଦିନ ରୂପେ ପାଳନ କରିଥାଆନ୍ତି । କୁହାଯାଏ ଯେ, ଏଦି ଦିନଠାରୁ…

ମହାକାଶରେ ହେବ ଝୁଡଙ୍ଗ ଚାଷ, ମଞ୍ଜି ବୁଣି ଗଜା ଉପରେ ଗବେଷଣା କରିବ ଇସ୍ରୋ

ନୂଆଦିଲ୍ଲୀ- ବୈଜ୍ଞାନିକଙ୍କ ବଡ ସଫଳତା । ମହାକାଶରେ ହେବ ପରିବା ଚାଷ । ପାଇଲଟ ପ୍ରୋଜେକ୍ଟରେ ନିଆଯାଇଛି ଝୁଡଙ୍ଗକୁ । ଏହି ଅସମ୍ଭବ କାମ କରିବା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଉତ୍କ୍ଷେପଣ ଅପେକ୍ଷାରେ…

(Video) ବିମାନରେ ଯାତ୍ରୀଙ୍କୁ ମାଗଣାରେ ଚାହା ବାଣ୍ଟିଲେ ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଯାତ୍ରୀ ଫ୍ଲାଇଟରେ ସହ ଯାତ୍ରୀମାନଙ୍କୁ ଚାହା ଦେଇଥିବା ନଜର ଆସିଛନ୍ତି । ଭିଡିଓ ଅନୁସାରେ, ଚାହା…

ନୀଳ ରାଇଜରେ ଫସିଛନ୍ତି ୪୦ ଓଡିଆ, ଉଦ୍ଧାର ପାଇଁ କରୁଛନ୍ତି ଗୁହାରୀ

ଭୁବନେଶ୍ୱର- ପରିବାର ପ୍ରତିପୋଷଣ ପାଇଁ ନୀଳ ଜଳରାଶିକୁ ଚିରି ଯାଇଥିଲେ ମାଲଦ୍ୱୀପ । ପର୍ଯ୍ୟଟନ ଶିଳ୍ପରେ ସମୃଦ୍ଧ ଏହି ରାଷ୍ଟ୍ରରେ ମୋଟା ଅଙ୍କ ରୋଜଗାର କରି ନିଜ ସହ ପରିବାର ପାଳନ ଥିଲା ଲକ୍ଷ୍ୟ । ଆଖିରେ ଆଖିଏ ସୁନେଲି…

ନୂଆ ବର୍ଷ ପୂର୍ବରୁ ଝଟକା ଦେଲେ ମସ୍କ! ବଢିଲା Premium ମୂଲ୍ୟ, ଦେବାକୁ ହେବେ ଏତିକି ଟଙ୍କା

ନୂଆଦିଲ୍ଲୀ: ପୁଣି ୟୁଜର୍ସଙ୍କୁ ଜୋରଦାର ଝଟକା ଦେଲେ ଏଲନ ମସ୍କ । ପୁଣି ବଢିଲା ପ୍ରିମୟମ ଦାମ୍ । 35 ପ୍ରତିଶତ ଦାମ୍ ବଢାଇବା ନେଇ ଘୋଷଣା କଲା କମ୍ପାନୀ  । ଏହା ଡିସେମ୍ବର 21 ତାରିଖରୁ ଲାଗୁ କରାଇବା ପାଇଁ କୁହାଯାଇଛି…

୨୦୨୫ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସରେ ନୂଆ ସଭାପତି ନିଯୁକ୍ତି ପାଇବେ

ଭୁବନେଶ୍ୱର- ଓଡିଶା ପ୍ରଦେଶ କଂଗ୍ରେସର ଖାଲିପଡିଥିବା ସଭାପତି ପଦ ଶୀଘ୍ର ପୂରଣ ହେବ । ନୂଆବର୍ଷରେ ପ୍ରଦେଶ କଂଗ୍ରେସ କମିଟି ପାଇବ ନୂଆ ସଭାପତି । ଏମିତି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । କିଛି ଦିନର…