Browsing Category
Top Stories
ଟ୍ରମ୍ପଙ୍କୁ ଜିତାଇବା ପାଇଁ ଚାଲିଛି ପୂଜାର୍ଚ୍ଚନା, ହିନ୍ଦୁ ସଙ୍ଗଠନର ଦାବି, ଟ୍ରମ୍ପ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ । ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ସ ପାର୍ଟିର କମଲା ହାରିସ୍ଙ୍କ…
(Video) ମ୍ୟାଟ୍ ପକାଇ ଚଟାଣରେ ଶୋଇଥିଲେ ମହିଳା: ଅଚାନକ ଶରୀରରେ ଗୁଡ଼େଇ ହୋଇଗଲା ଏକ ବିରାଟ ନାଗ
ନୂଆଦିଲ୍ଲୀ: ଆଜିକାଲି ଜୀବଜନ୍ତୁ, ପଶୁ, ପକ୍ଷୀଙ୍କୁ ନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନେକ ସମୟରେ କିଛି ଲୋକଙ୍କ ପ୍ୟାଣ୍ଟ, ଶାର୍ଟ ଭିତରେ ଓ ଘର ଭିତରେ ମଧ୍ୟ ସାପ ପ୍ରବେଶ କରିଥିବାର ଭିଡିଓ…
Video: ଘରକୁ ଯିବା ଖୁସି ଆଗରେ ସବୁ କଷ୍ଟ ହାର୍ ମାନିଯାଏ, ସିଟ୍ ନ ମିଳିବାରୁ ଦଉଡ଼ିଆ ବୁଣିଲେ ଯବୁକ
ନୂଆଦିଲ୍ଲୀ: ଉତ୍ତର ଭାରତରେ ଛଟ ପର୍ବ ଧୁମଧାମରେ ପାଳନ କରାଯାଏ । ସେଥିପାଇଁ ବହୁ ସଂଖ୍ୟକ ଲୋକ ନିଜ ଘରକୁ ଯାଉଛନ୍ତି। ଖାଲି ସେତିକି ନୁହେଁ ବିହାରରେ ଛଟ ପର୍ବକୁ ଜୋରଦାର ଭାବେ ପାଳନ କରାଯାଏ । ବିହାରର ଅଧିକାଂଶ ଲୋକ…
ଚଳିତ ମାସ ଶେଷ ସୁଦ୍ଧା ନୂଆ lookରେ ଲଞ୍ଚ ହେବ Reno 13 series
ନୂଆଦିଲ୍ଲୀ: ଓପୋ ଚୀନରେ Find X8 Find, X8 Pro ଲଞ୍ଚ କରିବା ପରିବା ପରେ ନଭେମ୍ବରରେ ହିଁ Reno୧୩ ସିରିଜ ଲଞ୍ଚ କରିବାକୁ ଯାଉଛି । ଓପୋର ନୂଆ ଅବତାରକୁ ନେଇ ପ୍ରସିଦ୍ଧ ଡିଜିଟାଲ ଚାଟଷ୍ଟେସନ (ଡିସିଏସ) ଏହାର ଫିଚର…
OSSC ନିଯୁକ୍ତି: ANM, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର…
ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା; ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଚଳିତ ଖରିଫ୍ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ । ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି । ବରଗଡ଼ ଜିଲ୍ଲାରୁ ଧାନ…
ରାଜ୍ୟରେ ଖାଲିପଡିଛି ୪୭ ଡ୍ରଗ୍ସ ଇନ୍ସପେକ୍ଟର ପଦବୀ, କୋର୍ଟରେ ଚାଲିଛି ମାମଲା, ବଢୁଛି ନକଲି ଔଷଧ କାରବାର
ଭୁବନେଶ୍ୱର : ଓଡ଼ିଶାରେ ଔଷଧ କାରବାର ଉପରେ ନିୟନ୍ତ୍ରଣ ଏବଂ ନକଲି ଔଷଧ ଧରପଗଡ଼ ବାଧାପ୍ରାପ୍ତ ହୋଇଛି । କାରଣ ନିର୍ଦ୍ଦେଶାଳୟରେ ୨ ବର୍ଷ ହେଲାଣି ଖାଲି ପଡ଼ିଛି ୪୭ ଡ୍ରଗ୍ସ ଇନ୍ସପେକ୍ଟର ପଦବି । ରାଜ୍ୟରେ ବର୍ଷକୁ ପ୍ରାୟ…
୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଲା: ନଭେମ୍ବର ୧୩ ବଦଳରେ ୨୦ରେ ହେବ ଭୋଟ
ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ…
ନିଟ୍ ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଛି ସୁଇସାଇଡ ନୋଟ
ଭୁବନେଶ୍ୱର : ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ସନ୍ତୋଷ ହୁଗାର (୨୮)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ଘର…
IRCTC ଆଣିବାକୁ ଯାଉଛି ନୂଆ ଆପ, ଏଥିରେ ରହିବ ଏହିସବୁ ସୁବିଧା, ଦୂର ହେବ ଯାତ୍ରୀଙ୍କ ଅସୁବିଧା
ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ତାର ଆପ ବିକାଶ କରିଛି । ଟିକେଟ ବୁକ କରିବାକୁ ଆପରେ ଟିକେଟ ବୁକ ହୋଇପାରୁଛି, ହେଲେ ଲାଇଭ ଟ୍ରେନର ଷ୍ଟାଟସ ଟ୍ରାକ କରିବା ପାଇଁ କୌଣସି ଅପସନ ନାହିଁ । ତେଣୁ…