Browsing Category
Top Stories
SBIର ୪୪୪ ଦିନିଆ FDରେ ୪,୦୦,୦୦୦ ଜମା କଲେ, ପାଇବେ ଦମଦାର ସୁଧ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଏସବିଆଇର ୪୪୪ ଦିନିଆ ଏଫଡିରେ ୪,୦୦,୦୦୦ ଟଙ୍କା ଜମା କଲେ କେତେ ପାଇବେ ସୁଧ ଆସନ୍ତୁ ଜାଣିବା। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ ଏସବିଆଇ, ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ।
ଏସବିଆଇରେ ଭିନ୍ନ-ଭିନ୍ନ…
‘ମୁଁ ତୋ ଠାରୁ ବହୁତ ସୁନ୍ଦର, ଆଉ ତୁ…’,ସୁନ୍ଦର ଦିଶିଲାନି ବୋଲି ସ୍ୱାମୀକୁ ମାରିଦେବାକୁ ଧମକ ଦେଲା ସ୍ତ୍ରୀ!
ମଧ୍ୟପ୍ରଦେଶ: 'ମୁଁ ବହୁତ ସୁନ୍ଦର, ଆଉ ତୁମେ...', ବିବାହର ଦୁଇ ବର୍ଷ ପରେ ସ୍ତ୍ରୀର ମନୋଭାବ ବଦଳିଗଲା, ତା ପରେ ସ୍ୱାମୀକୁ ମାରିବାକୁ ଦେଲା ଧମକ! ମଧ୍ୟପ୍ରଦେଶର ଛତରପୁରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ…
ରାପିଡୋରୁ ଉଠିଗଲା ଭରସା, ନିଜ ଫୋନରେ ନିଜ ଦୁର୍ଘଟଣା ହେଲା ରେକର୍ଡ
ନୂଆଦିଲ୍ଲୀ: ଆଜିକାଲି ବହୁଳ ମାତ୍ରାରେ ରାପିଡୋର ବ୍ୟବହାର କରାଯାଉଛି। ଏହା ସାଧାରଣତଃ ଶସ୍ତା ଏବଂ ଲୋକମାନେ ଆରାମରେ ମଧ୍ୟ ଯେକୌଣସି ସ୍ଥାନରେ ଏହାକୁ ବୁକ୍ କରି ଯାଇ ପାରୁଛନ୍ତି। କିନ୍ତୁ ରାପିଡୋକୁ ନେଇ ଏବେ ଏପରି ଏକ…
ଭାରତୀୟ ଦଳ ପାଇଁ କାଳ ସାଜିବ ବର୍ଷା! ଜାଣନ୍ତୁ କେମିତି ରହିବ ମାଞ୍ଚେଷ୍ଟର ଟେଷ୍ଟରେ ପାଗ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଲୋକପ୍ରିୟ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ।…
ଭୋ ଭୋ ହୋଇ କାନ୍ଦିଲେ ପିଲେ… କହିଲେ, ସ୍କୁଲ ବନ୍ଦ କରନି, ଆମେ ଏଇଠି ପଢ଼ିବୁ
ଉତ୍ତରପ୍ରଦେଶ: ସ୍କୁଲ ବନ୍ଦ ହେଲେ ଆମେ ପଢ଼ିବୁ କେଉଁଠି। ଆମ ସ୍କୁଲ ଖୋଲି ଦିଅ। ବନ୍ଦ କରନି କହି କାନ୍ଦୁଛନ୍ତି କୁନି କୁନି ପିଲା। ପାଖରେ ଥିବା ଅଭିଭାବକ ମଧ୍ୟ ପିଲାଙ୍କ ଆଖିରେ ଲୁହ ଦେଖି କାନ୍ଦି ପକାଉଛନ୍ତି।…
Bihar Assembly: ବିହାର ବିଧାନସଭାରେ ଝଡ଼, ଆରଜେଡି ବିଧାୟକ କହିଲେ ‘ବିଧାନସଭା କାହାର ବାପାଙ୍କର ନୁହେଁ’
ନୂଆଦିଲ୍ଲୀ: ବିହାର ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନ ଅର୍ଥାତ୍ ଆଜି ଗୃହକାର୍ଯ୍ୟ ଆରମ୍ଭରୁ ମାହୋଲ ଗରମ ରହିଥିଲା । ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତେଜସ୍ୱୀ ଯାଦବ SIR ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ…
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ମୁଖ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ନିଜ ପଦବୀରୁ ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ହେବ ଉପରାଷ୍ଟ୍ରପତି ହେବ ତାହା ଚର୍ଚ୍ଚାରେ ପରିଣତ ହୋଇଛି। ଏହାରି ମଧ୍ୟରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ…
ଅଗଷ୍ଟ ସୁଦ୍ଧା ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ: ରିପୋର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଜାପାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା । କେତେକ ମିଡିଆ ରିପୋର୍ଟ ଅନୁସାରେ, ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଗଷ୍ଟ ମାସ ସୁଦ୍ଧା ଇସ୍ତଫା ଦେବେ ।
ତେବେ ଇସ୍ତଫା…
ଦେଢ଼ଶୁରକୁ ବାଇଆ କଲା ଭାଇବୋହୂ, ଛୁରୀ ଦେଖାଇ ନେଲା ଟେକି… ‘ମୋ ସ୍ତ୍ରୀକୁ ଫେରାଇ ଆଣ’, ଥାନାରେ କହିଲା ସ୍ୱାମୀ
ମଧ୍ୟପ୍ରଦେଶ: ମୋର ୩ଟା ଛୁଆ, ସେମାନେ ତାଙ୍କ ମା’କୁ ଖୋଜୁଛନ୍ତି। ଆପଣଙ୍କ ଗୋଡ଼ ହାତ ଧରୁଛି ମୋ ସ୍ତ୍ରୀକୁ ଫେରାଇ ଆଣ। ସେ ଯେଉଁଠି ଥାଉ ତାକୁ ଫେରାଇ ଆଣ। ଥାନାରେ ସ୍ୱାମୀ ପୋଲିସ ଆଗରେ ଏଭଳି ନେହୁରା ହୋଇଛନ୍ତି।…
+୨ ପାଠପଢ଼ାରୁ ବଞ୍ଚିତ ପିଲା ନିକଟସ୍ଥ କଲେଜରେ ପଢିପାରିବେ ପାଠ, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ୧୦୨ ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହେବ। ଏନେଇ ଟ୍ୱିଟ କରି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଯେଉଁମାନେ +୨ ପଢିନାହାନ୍ତି ଅର୍ଥାତ ପାଠପଢାରୁ ବଞ୍ଚତ ଅଛନ୍ତି,…