Browsing Category
Top Stories
ରାୟଗଡ଼ାରେ ସାଙ୍ଗକୁ ମାରି ମଶାଣିରେ ପୋତିଦେଲା ସାଙ୍ଗ
ରାୟଗଡ଼ା: ସାଙ୍ଗ ସାଜିଲା ବଇରୀ। ସାଙ୍ଗ ହିଁ ନେଇଗଲା ସାଙ୍ଗର ଜୀବନ। ରାୟଗଡ଼ା ଜିଲ୍ଲାର ନନ୍ଦପୁର ଥାନା ମେଡିପୁଟ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।
ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି…
ଅନୀଲ ଅମ୍ବାନୀଙ୍କୁ କେଉଁ ପ୍ରଶ୍ନ ପଚାରିଲା ଇଡି, ୧୦ ଘଣ୍ଟା ଚାଲିଥିଲା ଜେରା
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ଅନୀଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ସ୍ଥିତ ନିଜ ହେଡକ୍ୱାର୍ଟରରେ ପଚରାଉଚରା କରିଛି । ଏହି ମାମଲା କୋଟି କୋଟି ଟଙ୍କାର ବ୍ୟାଙ୍କ ଲୋନ ଡାଇଭର୍ଜନ…
ପୁରୁଷଙ୍କ ତୁଳନାରେ ମହିଳାଙ୍କର ହୁଏ ଅଧିକ ୟୁରିନ୍ ଇନଫେକ୍ସନ, ସଂକ୍ରମଣ ବଢ଼ିଲେ ହୋଇପାରେ ଏହି ରୋଗ
ପରିସ୍ରା ସଂକ୍ରମଣ, ଯାହାକୁ ଡାକ୍ତରୀ ଭାଷାରେ UTI ୟୁରିନ୍ ଇନ୍ଫେକ୍ସନ କୁହାଯାଏ। ଏହା ମୂତ୍ରନଳୀ, ମୂତ୍ରାଶୟ କିମ୍ବା କିଡନୀରେ ଜୀବାଣୁ ବଢ଼ିବାରୁ ଏହି ସଂକ୍ରମଣ ହୋଇଥାଏ।
ପୁରୁଷମାନଙ୍କ ତୁଳନାରେ…
‘Dhadak 2’ର ଚାଲିଲାନି ଯାଦୁ, ୪୫ କୋଟିର ଫିଲ୍ମ ୫ମ ଦିନରେ ରୋଜଗାର କଲା ମାତ୍ର ଏତିକି
ନୂଆଦିଲ୍ଲୀ: ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଷ୍ଟାରଙ୍କ ଫିଲ୍ମ ‘ଧଡ଼କ ୨’ରୁ ଆଶା ବହୁତ ଥିଲା । ହେଲେ ଏହା ଦର୍ଶକଙ୍କୁ ଇମ୍ପ୍ରେସ୍ କରିପାରିଲାନି । କୁଲ୍ ଓପନିଂ ୱିକେଣ୍ଡ ପରେ ବର୍ତ୍ତମାନ ଏହାର ଅବସ୍ଥା…
ଏହି ୫ ଟି ସଙ୍କେତ ଜଣାଇଦେବ ଆପଣଙ୍କ ପାର୍ଟନର ସିରିୟସ କି ନୁହେଁ, ଜାଣନ୍ତୁ ସେସବୁ କଣ
ଓଡିଶାଭାସ୍କର: ସଂପର୍କ ପ୍ରେମ, ବିଶ୍ୱାସ ଏବଂ ସଚ୍ଚୋଟତାର ମୂଳଦୁଆ ଉପରେ ତିଆରି ହୋଇଥାଏ। ଯେତେବେଳେ ବି କୌଣସି ସମ୍ପର୍କ ଆରମ୍ଭ ହୁଏ ସେତେବେଳେ ସମସ୍ତେ ଚାହାଁନ୍ତି ଯେ ତାଙ୍କ ଜୀବନ ସାଥୀ ତାଙ୍କ ପ୍ରତି ସମ୍ପୂର୍ଣ୍ଣ…
ଇନଷ୍ଟାଗ୍ରାମ ଲଞ୍ଚ କରିବାକୁ ଯାଉଛି ନୂଆ Tool, ଏଣିକି କ୍ରିଏଟର୍ସଙ୍କୁ ମିଳିବ ଏହି ଫାଇଦା, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ନୂଆ ଆନାଲିଟିକ୍ସ ଫିଚର୍ସ ଜାରି କରିଛି, ଏହା ଦ୍ୱାରା ଏହା ଜାଣିବାକୁ ସହଜ ହେବ ଯେ, ତାଙ୍କର କେଉଁ ପୋଷ୍ଟ କେତେ ପ୍ରଭାବଶାଳୀ ଏବଂ କାହିଁକି ।
ମେଟାର ଏହି…
ପ୍ରତିଦିନ ଖାଲି ପେଟରେ କେବଳ ଗୋଟିଏ, ମିଳିବ ଜବରଦସ୍ତ ଫାଇଦା
ଓଡିଶାଭାସ୍କର: ଅଁଳା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଅଁଳା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହାକୁ ଖାଇବା ଦ୍ୱାରା 6ଟି ଜବରଦସ୍ତ ଲାଭ ମିଳିଥାଏ।…
‘ମୋତେ ଏହି ବିଷୟରେ କିଛି ଜଣା ନାହିଁ..’, ଭାରତ ସତ କହିବାରୁ ଚମକି ପଡ଼ିଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ, ତାଙ୍କୁ ଏହି ବିଷୟରେ କିଛି ଜଣା ନାହିଁ ଯେ, ଆମେରିକା ୟୁରାନିୟମ୍ ଏବଂ ସାର ରୁଷଠାରୁ କିଣୁଛି । ଏହି ଦାବି ଭାରତ ମସ୍କୋ ସହ ତୈଳ…
ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ
ପିପିଲି: ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ। ଖଣ୍ଡିଆଦଣ୍ଡା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ପିପିଲି ବାଇପାସରେ ଦେଖିବାକୁ…
ପୁରା ପରିବାର ଉପରେ ଚଢ଼ିଗଲା କଣ୍ଟେନର, ଚାଲିଗଲା 3-3 ଟା ଜୀବନ
କେନ୍ଦୁଝର: କେନ୍ଦୁଝରର ତେଲକୋଇ ଜଗମୋହନପୁରରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୁରା ପରିବାର ଉପରେ ଚଢ଼ିଗଲା କଣ୍ଟେନର। ଚାଁହୁ ଚାଁହୁ ଚାଲିଗଲା 3-3 ଟା ଜୀବନ।
ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ଦମ୍ପତ୍ତି, ସେହି…