Browsing Category

Top Stories

WTC Final: ଅଷ୍ଟ୍ରେଲିଆ ଘୋଷଣା କଲା ପ୍ଲେଇଂ ଇଲେଭେନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ପରେ ଏବେ ଅଷ୍ଟ୍ରେଲିଆ ଦଳ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ପାଇଁ ପ୍ଲେଇଂ ଇଲେଭେନ୍ ଘୋଷଣା କରିଛି । ଜୁନ୍ ୧୧ରୁ ଲର୍ଡସ୍ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ଟାଇଟଲ୍…

‘ପାକିସ୍ତାନରେ ଆତଙ୍କବାଦ ବୃଦ୍ଧି ପାଇଁ ଆମେରିକା ଦାୟୀ’, ଟ୍ରମ୍ପଙ୍କୁ ଦୋଷ ଦେଲେ ବିଲାୱଲ ଭୁଟ୍ଟୋ

ଇସଲାମାବାଦ: ଭାରତକୁ ନକଲ କରୁଛି ପାକିସ୍ତାନ । ଅପରେସନ ସିନ୍ଦୁର ଜରିଆରେ ବିଶ୍ୱ ଦରବାରରେ ଭାରତ ନିଜର ପକ୍ଷ ରଖୁଛି । ବିଶ୍ୱ ଆଗରେ ପାକିସ୍ତାନର ଅସଲ ଚେହେରାକୁ ସର୍ବସମ୍ମୁଖରେ ଅଣାଯାଉଛି । ଠିକ୍ ସେହିପରି ଅପରେସନ…

ଧର୍ମଗଡ଼ ଉପଜିଲ୍ଲାପାଳ ଲାଞ୍ଚ ନେବା ଘଟଣା, ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । 10 ଲକ୍ଷ ଟଙ୍କା ଲାଞ୍ଚ…

ଭାରତର ଜନସଂଖ୍ୟା ୧.୪୬ ବିଲିୟନ, ହ୍ରାସ ପାଉଛି ପ୍ରଜନନ ହାର: UN

ନୂଆଦିଲ୍ଲୀ: ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱରେ ସବୁଠାରୁ ଅଧିକ ବୋଲି ଜାତିସଂଘର ଏକ ନୂତନ ଜନସଂଖ୍ୟା ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ ଏହା…

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜିଠୁ ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜି ସଂନ୍ଧ୍ୟାରୁ ପୁରୀରେ ଟ୍ରାଫିକ୍ ଜାମ୍ । ଫଳରେ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି । ଏନେଇ ପୁରୀ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ଯା ହେଉଥିବା ଦେଖିବାକୁ…

ଦିନକୁ ଅତି କମରେ 7 ଘଣ୍ଟା ଶୁଅନ୍ତୁ, ନଚେତ୍ ହୋଇପାରେ…

ଓଡ଼ିଶା ଭାସ୍କର: ଆଜିକାଲି ଯୁବପିଢ଼ିଙ୍କ ପାଖରେ କମ୍ ଶୋଇବାର ସମସ୍ୟା ଦେଖାଯାଉଛି । ସେମାନେ ଜାଣିଶୁଣି କମ୍ ଶୋଇଥାନ୍ତି କିମ୍ବା କାମ ପ୍ରସର୍ ଯୋଗୁଁ ସେମାନଙ୍କୁ କମ୍ ଶୋଇବାକୁ ପଡ଼ିଥାଏ । କାରଣ ଯାହା ହେଉନା…

(Video)ପ୍ରଥମେ ମାଳ ପକାଇଲେ ପରେ ନିର୍ଦ୍ଧୁମ ଛେଚିଲେ, ନେତାଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ସୁହେଲଦେବ ସ୍ୱାଭିମାନ ପାର୍ଟିର ଅଧ୍ୟକ୍ଷ ମହେନ୍ଦ୍ର ରାଜଭରଙ୍କ ଉପରେ ଆକ୍ରମଣ ହୋଇଛି । କୁହାଯାଉଛି ଯେ ଜିଲ୍ଲାର ଜଲାଲପୁର ଥାନା ଅଞ୍ଚଳର ନାହୋରା ଆଶାପୁରୀ ଗାଁରେ…

Covid 19: 12 ଜିଲ୍ଲାକୁ ବ୍ୟାପିଲାଣି କୋଭିଡ ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା 56କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ରାଜ୍ୟର 12 ଜିଲ୍ଲାକୁ ବ୍ୟାପିଛି କରୋନା ସଂକ୍ରମଣ । . ବର୍ତ୍ତମାନ…

ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ; ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ । ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ପ୍ରକାଶ ପାଇଲା OJEE ରେଜଲ୍ଟ, ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ବର: ପ୍ରକାଶ ପାଇଲା OJEE-2025 ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-2025 ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ…