Browsing Category

Top Stories

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼ କରାଯାଇଛି । ଉତ୍ତରପ୍ରଦେଶର ସାହାରନପୁରଠାରେ କିଛି ଅଜଣା ଦୁର୍ବୃତ୍ତ ଆଜାଦଙ୍କ ଉପରକୁ…

ବାହୁଡାଯାତ୍ରାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ରଥଟଣା ବେଳେ ପ୍ରାଣ ହରାଇଲେ ୩ ଭକ୍ତ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡାଯାତ୍ରା । ମାଉସୀମା’ ମନ୍ଦିରରେ ୯ ଦିନର ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ୩ ଦିଅଁ । କିନ୍ତୁ ଏଭଳି ଏକ ପବିତ୍ର ଦିବସରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି ।…

ପୁଣି ‘ଟ୍ରିପଲ ତଲାକ’କୁ ମିଳିବ କି ଅନୁମତି? ସମର୍ଥନ କରୁଛି ଅଲ ଇଣ୍ଡିଆ ଶିୟା ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଇସଲାମ ସମ୍ପ୍ରଦାୟରେ ପ୍ରଚଳିତ ‘ଟ୍ରିପଲ ତଲାକ’ ପରମ୍ପରାକୁ ହଟାଇ ଦିଆଯାଇଛି । ୨୦୧୭ ମସିହାରୁ ଏହି ପ୍ରଥାକୁ ଅସମ୍ବିଧାନିକ ଘୋଷଣା କରିବା ସହ ଏହାକୁ ଅପରାଧର ଆଖ୍ୟା ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ…

ଡାକ୍ତର, ଇଞ୍ଜିନିୟର ସ୍ୱପ୍ନ ମରିଯାଉଛି, କୋଟାରେ ବଢ଼ୁଛି ଆତ୍ମହତ୍ୟା: ୬୦ ଦିନରେ ପ୍ରାଣ ହରାଇଲେଣି ୯ ଜଣ ପିଲା, ଏହା ପଛର କାରଣ କ’ଣ?

ନୂଆଦିଲ୍ଲୀ: ରାଜସ୍ଥାନର ଶିକ୍ଷା ନଗରୀ ଭାବେ ପରିଚିତ କୋଟାରେ ନିକଟରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ଗତ ଦୁଇ ମାସ ମଧ୍ୟରେ କୋଟାରେ ୯ ଜଣ ପିଲା ଆତ୍ମହତ୍ୟା କରିବା ପରେ ଏବେ ବଡ଼…

ଗୋଟିଏ ରାତି ଭିତରେ ବୟସ ୨ ବର୍ଷ କମିଗଲା! କାଲି ଯାହାର ବୟସ ଥିଲା ୨୪ ବର୍ଷ ଆଜି ତାକୁ ୨୨ ବର୍ଷ, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ସାଧାରଣ ଭାବେ ସମୟ ସ୍ରୋତରେ ଆମ ସମସ୍ତଙ୍କର ବୟସ ବଢ଼ିବାରେ ଲାଗିଥାଏ । ବୟସ ଥରେ ଚାଲିଗଲେ ଆଉ ଫେରେନାହିଁ । ତେବେ ଅଚାନକ ବୟସ କମିଯାଏ ବୋଲି ଆପଣ କେବେ ଶୁଣିଛନ୍ତି କି? ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ…

ଲର୍ଡସରେ ହଙ୍ଗାମା: ଆସେଜ ଟେଷ୍ଟରେ ପିଚ୍ ଖରାପ କରିବା ପାଇଁ ପଡିଆରେ ପଶିଗଲେ ଦର୍ଶକ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି ।…

ବୈବାହିକ ବିବାଦର କରୁଣ ପରିଣତି: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରୁ ଆସିଛି ଏଭଳି ଏକ ବଡ଼ ଖବର । ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପାଖତୁଙ୍ଖୱା ରାଜ୍ୟରେ ଏଭଳି ଏକ ହୃଦୟ ବିଦାରକ ତଥା…

ଖୁସି ଖବର, ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆଖୁଚାଷରେ ବୃଦ୍ଧି ପାଇଲା MSP ଦର

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଏକ ବଡ ଖୁସିଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖୁଚାଷରେ ଏମଏସପି ଦର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା…

ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’…

ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ପୂରଣ ହେବ ଶିକ୍ଷକ ଓ ଅଣଶିକ୍ଷକ ପଦ: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ଖୁବଶୀଘ୍ର ପୂରଣ କରାଯିବ । ରାଜ୍ୟ…