Browsing Category

Top Stories

ରାଶିଫଳ(ସୋମବାର,୧୬ ଜାନୁଆରୀ,୨୦୨୩)

ମେଷ: କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖିବେ । ବ୍ୟାପାରରେ ନୂଆ ଯୋଜନା ଦ୍ୱାରା ବ୍ୟାପାର କରିବେ । ମିତ୍ରଙ୍କଠାରୁ କିମ୍ବା ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିପାରେ। ଯଦି ଆପଣଙ୍କ ଯୋଜନା ବାହାର ବୁଲିବାର ହୋଇଥାଏ ତେବେ…

ସମ୍ବାଦକୁ ଟାମ୍ପରିଂ କରୁଥିବା ବ୍ୟକ୍ତିଙ୍କୁ ସାମ୍ବାଦିକ କୁହାଯିବ ନାହିଁ: ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସାମ୍ବାଦିକମାନେ ସଠିକତା, ଏବଂ ନିରପେକ୍ଷତାର ମୂଳ ମୂଲ୍ୟବୋଧ ପାଳନ କରିବା ଉଚିତ୍। ଯେଉଁମାନେ ସମ୍ବାଦକୁ ଟାମ୍ପରିଂ କରନ୍ତି ସେମାନଙ୍କୁ ସାମ୍ବାଦିକ…

ବଦଳିବ କେନ୍ଦ୍ର କ୍ୟାବିନେଟ? ଓଡ଼ିଶାର ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ, ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମୟ ପାଖେଇ ପାଖେଇ ଆସୁଛି । ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଥିବା ଦେଶର ସର୍ବବୃହତ ଦଳ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହା…

ଭାଙ୍ଗିଯିବ ସଚିନଙ୍କ ୧୦୦-୧୦୦ ରେକର୍ଡ! ମାଡ଼ି ଆସୁଛନ୍ତି କୋହଲି, ଲକ୍ଷ୍ୟସ୍ଥଳ ଆଉ କେତେ ଦୂର

ନୂଆଦିଲ୍ଲୀ: ଆଜି ଭାରତ ଶ୍ରୀଲଙ୍କା ବିପକ୍ଷରେ ସିରିଜ ବିଜୟ ସହ ୩୧୭ ରନରେ ଜିତି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ତେବେ ଏହି ଅବସରରେ କିଙ୍ଗ ବିରାଟ କୋହଲି ମଧ୍ୟ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଗତ ୩…

କାବୁଲି ବୁଟ ଉତ୍ପାଦନରେ ଓଡ଼ିଶା ହେବ ଏକ ନମ୍ବର: ନୂଆ ବିହନ ପାଇଁ OUAT ପକ୍ଷରୁ ଚାଲିଛି ରିସର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ନଭେମ୍ବର ମାସ ୧୦ ତାରିଖରେ ପ୍ରତିବର୍ଷ ମାଣ୍ଡିଆ ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି…

ରାଜ୍ୟର ୯ଟି ଜିଲ୍ଲାରେ ଆସନ୍ତାକାଲି ଘନକୁହୁଡ଼ି ହେବାନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଶୀତ ହ୍ରାସ ପାଉଛି। ତେବେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‍ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବା ନେଇ ଆଞ୍ଚଳିକ ପାଣିପାଗ…

ହକି ବିଶ୍ୱକପ: ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢେଇ, ଦୁଇ ଦଳ ବାଣ୍ଟିଲେ ପଏଣ୍ଟ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଂଘର୍ଷମୟ ଲଢେଇ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ ସ୍କୋର କରି ପାରି ନଥିଲେ। ହକି ବିଶ୍ୱକପରେ ଆଜି ଭାରତ ଏହାର…

Republic Day ଅଗଷ୍ଟ ୧୫ ତାରିଖରେ ପଡ଼େ! ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ଜ୍ଞାନ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିର ସମୟରେ ସରକାରୀ ଚାକିରିର ଗୁରୁତ୍ୱ ଲୋକଙ୍କ ମଧ୍ୟରେ ବହୁମାତ୍ରାରେ ରହିଛି । ତେବେ କିଛି ଲୋକ ସରକାରୀ ଚାକିରି କରିଥିଲେ ହେଁ ଅନେକ ସମୟରେ ସେମାନଙ୍କର ପାରିବା ପଣିଆ ନେଇ ପ୍ରଶ୍ନ ଉଠିଥାଏ । ଦେଶର…

ସିରିଜ୍ ବିଜୟ ସହ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ଲଜ୍ଜାଜନକ ଭାବେ ୩୧୭ ରନରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟପ୍ରେମୀ ତଥା ଦେଶବାସୀଙ୍କ ପାଇଁ ଏକ ବଡ଼ ଖବର । ଗୋଟିଏ ପଟେ ଦେଶରେ ହକି ବିଶ୍ୱକପ ଚାଲିଥିବା ବେଳେ ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ସିରିଜକୁ ୩-୦ରେ ମୂଳପୋଛ କରିଛି ଟିମ୍ ଇଣ୍ଡିଆ ।…

(Video) ଓଡ଼ିଶାରେ ଦୃଶ୍ୟମାନ ହେଲା ୬୦ ଫୁଟର ଏକ ବିଶାଳକାୟ ତୁଳସୀ ବୃକ୍ଷ: ମା’ ଭଗବତୀ, ଶମ୍ଭୁ ଓ ସତ୍ୟଯୁଗ ସହିତ ରହିଛି ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପୃଥିବୀ ପୃଷ୍ଠରେ କିଛି ଅଦ୍ଭୂତ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଦେଖିବାକୁ ମିଳିଥାନ୍ତି । ଏପରି ଦୃଶ୍ୟକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ଏହା ପଛରେ ଦୈବୀଶକ୍ତି…