Browsing Category
Top Stories
ମହିମା ଧର୍ମର ହେବ ପ୍ରସାର ; ନିର୍ମାଣ ହେବ ୨୩୫ କୋଟିର ‘ମହିମା ସେତୁ’
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳ ଗୁଡିକର ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ସେହି ଧାରାରେ ମହିମା ପୀଠ ମଧ୍ୟ ସାମିଲ ହୋଇଛି । ଗତକାଲି ମା ସମଲେଶ୍ୱରୀ ପୀଠ ଗସ୍ତ ପରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ…
ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ…
ଓଡିଶାର ପ୍ରଥମ ଘଟଣା ; ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ ଓ ବାବୁଆଣୀ
ଭୁବନେଶ୍ୱର : ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଇ ଜଣ ସରକାରୀ ବାବୁ ଓ ବାବୁଆଣୀ । ଭାବିଥିଲେ କେହି ଜାଣି ପାରିବେନ, ଲୁଚିଛପି ପଇସା ହଜମ କରିଦେବେ । ହେଲେ ସେଭଳି ହେଲା ନାହିଁ । ଭିଜିଲାନ୍ସ…
ଘର ଅଗଣାରେ ସ୍ୱାମୀର ଶବ ସତ୍କାର କଲେ ମହିଳା… କାରଣ ଅତ୍ୟନ୍ତ ଲଜ୍ଜାଜନକ
ନୂଆଦିଲ୍ଲୀ : ଜଣେ ମହିଳା ନିଜ ଘରେ ସ୍ୱାମୀଙ୍କ ମୃତଦେହକୁ ସତ୍କାର କରିଛନ୍ତି । ତେବେ ଏଭଳି ଘଟାଇବା ପଛରେ କ’ଣ ରହିଛି କାରଣ ତାହା ସମସ୍ତଙ୍କୁ ଚକିତ କରିଛି । ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ଘରୁ ଧୂଆଁ…
ଫାଇନାଲ ମ୍ୟାଚ୍ରେ ଟସ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ୍: ପ୍ରଥମେ କରିବ ବୋଲିଂ, ଜାଣନ୍ତୁ ଉଭୟ ଦଳର ପ୍ଲେଇଂ ୧୧
ଅହମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍କେ) ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । କିନ୍ତୁ…
ନୀରଜ ଚୋପ୍ରା ଆହତ: ବଡ ଟୁର୍ନାମେଣ୍ଟ ପୂର୍ବରୁ ପୁଣି ଆହତ ହେଲେ ନୀରଜ
ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କ କ୍ୟାରିୟରରେ ଏବେ ଆଘାତ ବଡ଼ ପ୍ରତିବନ୍ଧକ ସାଜିଲାଣି। ପୁଣି ଥରେ ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଫିଙ୍ଗାଳି ନୀରଜ ଆହତ ହୋଇପଡିଛନ୍ତି ଯେଉଁଥିପାଇଁ ସେ ଆଗାମୀ FBK…
ପ୍ରତି ପର୍ବତାରୋହୀ ଜମା କରୁଛନ୍ତି ୮ କିଲୋ ଆବର୍ଜନା
ନୂଆଦିଲ୍ଲୀ:ବରଫର ଚାଦରରେ ଆବୃତ୍ତ ହୋଇ ରହିଥିôବା ବିଶ୍ୱର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟ ଏବେ ଅଳିଆର ପାହାଡ ରୂପ ନେବାକୁ ଯାଉଛି । ଏବେ ସେଠାରେ ଯେଉଁଠି ଦେଖିବ ସେଠି ଖାଲି ଅଳିଆ ହିଁ ଅଳିଆ । ବେସ୍ କ୍ୟାମ୍ପ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ବସ୍ ଏବଂ କାର ଧକ୍କା, ୨ ପିଲାଙ୍କ ସହ ୧୦ ଜଣଙ୍କର ମୃତ୍ୟୁ
ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ମିସୁରୁ ନିକଟ ତାନାରସିଂହପୁର ଠାରେ ଏକ କାର ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦…
ବିଲରେ ଅବତରଣ କଲା ହେଲିକପ୍ଟର…
ନୂଆଦିଲ୍ଲୀ : ସୋମବାର ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନା (ଆଇଏଏଫ) ର ହେଲିକପ୍ଟର ଐତିହାସିକ ଅବତରଣ କରିଛି । ଏକ ବିଲ ମଝିରେ ଅତି ସତର୍କ ଭାବେ ଅବତରଣ କରାଯାଇଥିଲା। ଜଣେ ବାୟୁସେନା ଅଧିକାରୀ ଏହି…
କିଏ ଏହି ଛଦ୍ମବେଶୀ ରାମଦେବ? ଜାଣନ୍ତୁ ରହସ୍ୟ
ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ଭାବିବେ ବାବା ରାମଦେବଙ୍କର କଣ ମୁଣ୍ଡ ଖରାପ ହୋଇଗଲା ନା ତାଙ୍କର ପରିବର୍ତ୍ତନ ଘଟିଲା । କିନ୍ତୁ ପ୍ରକୃତ ଘଟଣାଟିକୁ ଜାଣିଲେ ଆପଣ ନ ହସି ରହିପାରିବେ ନାହିଁ । ସାଉଥ୍ ସୁପରଷ୍ଟାର ଧନୁଷ…