fbpx
Browsing Category

Top Stories

ଜନତାଙ୍କୁ ମିଳିବ ଆଶ୍ୱସ୍ତି: ଶସ୍ତା ହେବାକୁ ଯାଉଛି ୧୨୭ ପ୍ରକାରର ମେଡିସିନ୍, ଲିଷ୍ଟ ପ୍ରସ୍ତୁତ କଲା NPPA

ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି । ଅନେକ ପ୍ରକାରର ମେଡିସିନର ମୂଲ୍ୟ ହ୍ରାସ ଘଟିବାକୁ ଯାଉଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ୧୨୭…

କରୋନା ଭାଇରସ ଶବରୁ ବ୍ୟାପିପାରେ ଜୋମ୍ବି ସଂକ୍ରମଣ; ଭୟଙ୍କର ଚେତାବନୀ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ ପୁନର୍ବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚୀନ୍ ଏବଂ ଜାପାନରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା…

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ: ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ମିଳିତ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶ୍ରିତ ଭାବେ ରହିଥିବା କଲେଜଗୁଡ଼ିକର ପୃଥକୀକରଣ…

ଚଳିତ ବର୍ଷ ଶେଷରେ ଗତି ପରିବର୍ତ୍ତନ କରିବେ ଏହି ଗ୍ରହ; ୪ ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ…

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଆମେରିକାର ଜୋରଦାର ସ୍ୱାଗତ; ୟୁକ୍ରେନକୁ ୧.୮ ବିଲିୟନ ଡଲାର ସହାୟତା ଦେବ ୟୁଏସ୍

ନୂଆଦିଲ୍ଲୀ: ଋଷ ସହିତ ଯୁଦ୍ଧ ଆରମ୍ଭରୁ ଆମେରିକା କ୍ରମାଗତ ଭାବରେ ୟୁକ୍ରେନକୁ ସମର୍ଥନ କରିଆସୁଛି । ଏଥିପାଇଁ ଆମେରିକାରୁ ୟୁକ୍ରେନକୁ ଅନେକ ଥର ସହାୟତା ଯୋଗାଇ ଦିଆଯାଇଛି, ଯାହା ପରେ ବର୍ତ୍ତମାନ ୟୁକ୍ରେନର ରାଷ୍ଟ୍ରପତି…

ଓଡ଼ିଶା ସରକାରଙ୍କ ପକ୍ଷରୁ ବାହାରିଲା ୬୫୯ଟି ପଦବୀ: ପଢ଼ନ୍ତୁ ନୋଟିଫିକେସନ ଡିଟେଲ୍ସ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ, ଅତିରିକ୍ତ…

BF.7 Variant: ଭାରତରୁ ମିଳିଲା ୫ଟି କେସ୍, ଏହା କେତେ ଭୟଙ୍କର, ଲକ୍ଷଣ କ’ଣ, କ’ଣ କହୁଛନ୍ତି AIIMSର ପୂର୍ବ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ସୃଷ୍ଟି ହୋଇଛି କରୋନା ଭାଇରସର ଆତଙ୍କ । ଏହା ମଧ୍ୟରେ ଚୀନ ସମେତ ଏକାଧିକ ରାଷ୍ଟ୍ରରେ ନୂଆ ଭାରିଆଣ୍ଟ ବିଏଫ.୭ ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଓପିଡି ଟିକେଟ ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ, ଏବେ ସ୍କାନ୍ କରି ହସ୍‌ପିଟାଲରେ ଶୀଘ୍ର ପଞ୍ଜୀକରଣ କରିପାରିବେ

ନୂଆଦିଲ୍ଲୀ: ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏଚଏନଏ) ନିଜର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ସ୍କାନ୍ ଏବଂ ସେୟାର ମାଧ୍ୟମରେ ରୋଗୀମାନଙ୍କ ପାଇଁ ତ୍ବରିତ ଓପିଡି ପଞ୍ଜୀକରଣ ସେବା ପ୍ରଦାନ…

ଦେଶରେ ଜନଜାତି ସଶକ୍ତିକରଣ ପାଇଁ ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି

ନୂଆଦିଲ୍ଲୀ: ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା…

ଚୀନକୁ କନ୍ଦାଇଲାଣି କରୋନାର ନୁଆ ଲହର, ଜାଣନ୍ତୁ ଲେମ୍ବୁ କିଣିବାକୁ ବଜାରରେ କାହିଁକି ଭିଡ଼ ଲଗାଇଲେ ଲୋକେ?

ନୁଆଦିଲ୍ଲୀ: ଚୀନ୍‌ରେ ବର୍ତ୍ତମାନ କରୋନା ଏହାର ତାନ୍‌ଡବ ଜାରି ରଖିଛି । ଗତ ତିନି ମାସ ମଧ୍ୟରେ ଚୀନ୍‌ରେ କରୋନାର ତିନୋଟି ଲହର ଆସି ସାରିଲାଣି । ଲୋକମାନଙ୍କୁ ଏବେ ମେଡିକାଲରେ ବେଡ୍ ମିଲୁ ନଥିବା ବେଳେ ଲୋକମାନେ…