fbpx
Browsing Category

Top Stories

ମଣିପୁରରେ ୨ଟି ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ: ୧୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ମଣିପୁର: ମଣିପୁରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ନୋନି ଜିଲ୍ଲାରେ ବୁଧବାର ଦିନ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୨ଟି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଛାତ୍ରୀଙ୍କ…

୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ:ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ସ୍ବପ୍ନ ଓ ମୋ ସରକାରର ପ୍ରାଥମିକତା –…

ଭୁବନେଶ୍ବର:ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ…

୫୦୦ ଟଙ୍କାରେ ସିଲିଣ୍ଡର ପରେ ଏବେ ଅଟା,ତେଲ,ଡାଲିର ଦର ମଧ୍ୟ କମିବ ବୋଲି ସୂଚନା ଦେଲେ ଗେହଲଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଏହି ସମୟରେ ରାଜସ୍ତାନ ସରକାର କିଛି ଅଲଗା ପଦକ୍ଷେପ ନେଉଛନ୍ତି ଯାହା ପାଇଁ ତାଙ୍କ ଉପରେ ତାଙ୍କ ରାଜ୍ୟବାସୀ…

‘ଭିଡ଼କୁ ଗଲେ ମାସ୍କ ପିନ୍ଧନ୍ତୁ’: ଚୀନ୍‌ରେ କରୋନା ସ୍ଥିତକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ମହାମାରୀର ତାଣ୍ଡବ ଜାରି ରହିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ଏବଂ…

ଘରର ଟ୍ୟାପରୁ ପାଣି ଟପ୍ ଟପ୍ ହୋଇ ପଡ଼ିବା ଅଶୁଭ: ଧନ-ସମ୍ପତ୍ତି ଉପରେ ପଡ଼ିଥାଏ ପ୍ରଭାବ

ରୋଷେଇ ଘର, ବାଥରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପରୁ ଯଦି ପାଣି ସବୁବେଳେ ଟପ୍ ଟପ୍ ହୋଇ ପଡେ, ତେବେ ବାସ୍ତୁ ହିସାବରେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଘରେ ସିଙ୍କ କିମ୍ବା ବାଥରୁମ ଟ୍ୟାପ…

ଚୀନରେ ତାଣ୍ଡବ କରୁଛି କରୋନା: ଲକ୍ଷଣ ଦେଖାଗଲେ ତତ୍‍କ୍ଷଣାତ୍‍ ଟେଷ୍ଟିଂ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ଚୀନରେ କୋଭିଡ ସଂକ୍ରମଣ ବଢୁଥିବାରୁ ଏ ନେଇ ଭାରତରେ ମଧ୍ୟ ସତର୍କତା ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବ, ସେମାନେ ତତ୍‍କ୍ଷଣାତ୍‍ ଟେଷ୍ଟିଙ୍ଗ କରିବାକୁ…

 ଉଦ୍ଧାରପରେ ମୁକ୍ତିକାନ୍ତଙ୍କ ପ୍ରଥମ ପ୍ରତିକ୍ରିୟା କହିଲେ, ଏହି ଲଢ଼େଇ ଆଗକୁ ଜାରି ରହିବ:ମୁକ୍ତିକାନ୍ତ

ଭୁବନେଶ୍ୱର:ରାଉରକେଲାବାସୀଙ୍କ ସ୍ୱାର୍ଥ ପାଇଁ ହୋର୍ଡିଂଙ୍କ ଉପରେ ଚଢ଼ିଥିିବା ମୁକ୍ତିକାନ୍ତଙ୍କୁ ଶେଷରେ ତଳକୁ ଅଣାଯାଇଛି । ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ମୁକ୍ତିକାନ୍ତଙ୍କୁ ଅଗ୍ନିଶମବାହିନୀଙ୍କ ଦ୍ୱାରା ଉଦ୍ଧାର…

ମାନସିକ ସ୍ତରରେ କିପରି ଫିଟ୍ ରହିବେ: ନିୟମିତ ଖାଇବାକୁ ପଡ଼ିବ ଏହିସବୁ ଖାଦ୍ୟ

ଆମେଁ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ମାନସିକ ସ୍ତରରେ ସୁସ୍ଥ ଓ ଶକ୍ତିଶାଳୀ ରୁହେ, ତେବେ ସମସ୍ତ ପ୍ରକାର ଅସୁବିଧା ଓ…

ରାହୁଲଙ୍କ ସହ ସେଲ୍ଫି ନେବା ପାଇଁ ଷ୍ଟେଜ ଉପରେ ମାଡ଼ଗୋଳ ,ରାଗିଲେ ରାହୁଲ

ନୂଆଦିଲ୍ଲୀ: ହରିୟାଣାର ନହୁରେ, ଯେତେବେଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପ୍ରବେଶ କରିଥିଲା ​​ଏବଂ ପତାକା ବିନିମୟ କାର୍ଯ୍ୟକ୍ରମ ଚାଲିଥିଲା, କିଛି କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେବାକୁ ଚେଷ୍ଟା…

ଏଲନ ମସ୍କଙ୍କ ବଡ଼ ଘୋଷଣା: Twitterର CEO ପୋଷ୍ଟକୁ କହିବେ Bye !

ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ୍ ମସ୍କ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ସମୟରେ ସେ ଟ୍ୱିଟରର ସିଇଓ ଚେୟାର ଛାଡିବେ । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକ୍ଷରୁ ଟ୍ୱିଟରେ କୁହାଯାଇଛି ଯେ,…