fbpx
Browsing Category

Top Stories

ଏହି ଦିନ ମକରରେ ପ୍ରବେଶ କରିବେ ଶୁକ୍ର: ବଦଳିଯିବ ୩ ରାଶିର ଭାଗ୍ୟ

ବୈଦିକ ଶାସ୍ତ୍ରରେ ଶୁକ୍ରଗ୍ରହକୁ ସବୁଠାରୁ ଶୁଭଗ୍ରହ ଭାବେ ବିବେଚନା କରାଯାଏ । ଏହା ଏପରି ଏକ ଗ୍ରହ ଯାହା କେବଳ ସ୍ତ୍ରୀ ନୁହେଁ ବରଂ ପୁରୁଷମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ଯେବେ ଶୁକ୍ର ଗ୍ରହ ଗୋଟିଏ ରାଶିରୁ…

ଅନୁପସ୍ଥିତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୯୬ ଶିକ୍ଷକଙ୍କୁ ନିଲମ୍ବିତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ସ୍ବରୂପ ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୧୫୪…

ଯଦି ପରମାଣୁ ଆକ୍ରମଣ ହୁଏ, ତେବେ ବଞ୍ଚିବାକୁ କ’ଣ କରିବା ଉଚିତ୍ ? ଜାଣନ୍ତୁ କିଛି ପରାମର୍ଶ

ବିଶ୍ୱର ଅନେକ ଦେଶରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହେଉଛି । ଏହି ଦେଶଗୁଡ଼ିକରେ ପରମାଣୁ ଆକ୍ରମଣ କରିବାକୁ ସକ୍ଷମ ଦେଶ ମଧ୍ୟ ସାମିଲ ରହିଛି । ଗୋଟିଏ ପଟେ ଋଷ ଏବଂ ୟୁକ୍ରେନ ମଧ୍ୟରେ ମାସ ମାସ ଧରି ୠଷ-ୟୁକ୍ରେନ ଯୁଦ୍ଧ…

ସମସ୍ତଙ୍କ ପାଇଁ ଆସିଲା ପେନସନ ଯୋଜନା; ଏନପିଏସ ଅଧିନରେ ଉପକୃତ ହେଲେ ୧୬୫ ଲକ୍ଷ ଉପଭୋକ୍ତା

ଭୂବନେଶ୍ୱର: ଜାତୀୟ ପେନସନ ପ୍ରଣାଳୀ ଏନପିଏସରେ ୧୬୫ ଲକ୍ଷରୁ ଅଧିକ ଉପଭୋକ୍ତା ନିଜ ଭବିଷ୍ୟତକୁ ସୁରକ୍ଷିତ କରିଛନ୍ତି । ସେହିପରି ଆର୍ଥିକ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତକୁ ସ୍ଥିର କରିପାରିଛନ୍ତି । ତେବେ ୧୮-୭୦ ବର୍ଷ…

ରୋଷେଇ ପାଇଁ ଏଲପିଜି ଗ୍ୟାସ ଓ ବିଦ୍ୟୁତର ଆବଶ୍ୟକତା ନାହିଁ ! ସାରା ଜୀବନ ଖାଦ୍ୟ ମାଗଣାରେ ରାନ୍ଧିବେ, ଜାଣନ୍ତୁ ନୂଆ ଉପାୟ

ନୂଆଦିଲ୍ଲୀ: ରୋଷେଇ ଗ୍ୟାସର ଦାମ୍ ଲଗାତାର ଭାବେ ବଢ଼ିବାରେ ଲାଗିଛି । ବଢ଼ୁଥିବା ମୂଲ୍ୟକୁ ନେଇ ଲୋକମାନେ ଚିନ୍ତାରେ ଅଛନ୍ତି । ଗ୍ୟାସ୍ ସିଲିଣ୍ଡରରୁ ବଞ୍ଚିବା ପାଇଁ କିଛି ଲୋକ ଇଣ୍ଡକ୍ସନ ବ୍ୟବହାର କରୁଛନ୍ତି । କିନ୍ତୁ…

ଫିଫା ବିଶ୍ୱକପ: କେବଳ ମେସି ନୁହଁନ୍ତି ଗୁଗୁଲ ମଧ୍ୟ ରବିବାର ୨୫ ବର୍ଷ ରେକର୍ଡ ଭାଙ୍ଗିଛି, ସୂଚନା ଦେଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ରୋମାଞ୍ଚକର ଫାଇନାଲ ମ୍ୟାଚ୍ ସହିତ ଗତକାଲି ଶେଷ ହୋଇଥିବା ଫିଫା ବିଶ୍ୱକପ ବିଷୟରେ ସାରା ବିଶ୍ୱରେ କ୍ରେଜ ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚରେ ଗୁଗୁଲରେ ମଧ୍ୟ ୨୫ ବର୍ଷ ପୁରୁଣା ରେକର୍ଡ ବାଙ୍ଗିଛି ।…

ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତି, ମାତ୍ର ୫୦୦ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ୍

ନୁଆଦିଲ୍ଲୀ: ଦାରିଦ୍ର ସୀମାରେଖା ଏବଂ ଉଜୱାଲା ଯୋଜନାରେ ଲୋକମାନଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ ରାଜସ୍ଥାନ ସରକାର । ଆସନ୍ତା ଏପ୍ରିଲ ମାସରୁ ଏହି ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ…

ସତ ହେବ କି ମାଳିକା ବଚନ? ଧ୍ୱସଂ ହେବ ସାଟେଲାଇଟ୍ ସିଷ୍ଟମ, ଅକାମୀ ହେବ ହେବ ଫୋନ !

ଆଉ ମାତ୍ର କିଛି ଦିନ ୨୦୨୩ ମସିହା ବା ନୂତନ ବର୍ଷ ଆରମ୍ଭ ହେବ । ଯାହାକୁ ନେଇ ପ୍ରତ୍ୟେକ ବ୍ୟକ୍ତିର ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି । କିନ୍ତୁ ଏହି ୨୦୨୩ ମସିହାରେ କଣ ଘଟିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…

୧ ଜାନୁଆରୀରୁ ବଦଳିଯିବ ବ୍ୟାଙ୍କ ସହ ଜଡିତ ଏହି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଲକର ନେଇଛନ୍ତି କିମ୍ବା ନେବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପରବର୍ତ୍ତୀ ବର୍ଷର ପ୍ରଥମ ତାରିଖ ଅର୍ଥାତ୍ ୧ ଜାନୁୟାରୀ ୨୦୨୩(ନୂଆ ବର୍ଷ) ଠାରୁ…

ଲିଜ୍‌ରେ ଦିଆଯିବ ଭୁବନେଶ୍ୱର ବିମାନବନ୍ଦର, ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲିଜ୍‌ରେ ଲାଗିବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଏନେଇ ସୋମବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ସରକାର। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ୨୫ଟି ବିମାନବନ୍ଦରକୁ ୨୦୨୫ ସୁଦ୍ଧା…