fbpx
Browsing Category

Top Stories

ରାଶିଫଳ(ଶୁକ୍ରବାର,୧୬ ଡ଼ିସେମ୍ବର,୨୦୨୨)

ମେଷ: ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ । ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ । ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ…

JEE Main Exam 2023: ଆରମ୍ଭ ହେଲା ପଞ୍ଜୀକରଣ, ଓଡ଼ିଆ ସମେତ ୧୩ ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ୨୦୨୩ (ଜେଇଇ ମେନ୍) ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଅଫିସିଆଲ ୱେବସାଇଟ୍ ଏନେଇ ଅପଡେଟ ମଧ୍ୟ ଆସିସରିଛି। ବର୍ତ୍ତମାନ…

ଦିଲ୍ଲୀକୁ ଟପିଯିବ ଭୁବନେଶ୍ୱରର ପ୍ରଦୂଷଣ! ଦୂଷିତ ବାୟୁ ହେବ କ୍ୟାନସରର କାରଣ, ବିଶେଷଜ୍ଞଙ୍କ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣର ସ୍ଥିତି କଥା କାହାକୁ ବା ଅଜଣା । ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ତେବେ ଜଣେ ବ୍ୟକ୍ତି ଦିନକୁ ୮ଟି ସିଗାରେଟ ଟାଣିବା…

‘ଇଣ୍ଡିପେଣ୍ଡେନ୍ସ’ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ, ଏବେ ଘରେ ଘରେ ପହଞ୍ଚିବ ରିଲାଏନ୍ସ

ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ଟେଲିକମ୍ ଦୁନିଆରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପରେ ଏବେ ଫାଷ୍ଟ୍ ମୁଭିଂ କନଜ୍ୟୁମର ଗୁଡ୍ସ(ଏଫ୍‌ଏମସିଜି) କ୍ଷେତ୍ରରେ ନଜର ପକାଇଛନ୍ତି ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ । ଝିଅ…

(Video) ଓଡ଼ିଶାର ଆକାଶରେ ଦୃଶ୍ୟମାନ ହେଲା ବିରଳ ତାରା, ଆକାଶରୁ ଖସିଲା ଉଜ୍ଜ୍ୱଳ ଆଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଭାରତ ନିଜର ସର୍ବବୃହତ ମହାଅସ୍ତ୍ରର ନାଇଟ୍ ଟ୍ରାଏଲ କରିଛି । ଏହି ମହାଅସ୍ତ୍ର ମିସାଇଲ ଅଗ୍ନି-୫କୁ ଓଡ଼ିଶାର ବାଲେଶ୍ୱର ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ପରୀକ୍ଷଣ କରାଯାଇଥିଲା ।…

Video: ‘ଯିଏ ପିଇବ, ସେ ମରିବ’ ବୟାନକୁ ନେଇ ନୀତିଶଙ୍କୁ ଘେରିଲା ବିଜେପି; ଇସ୍ତଫା ଦାବି କଲେ ଗିରିରାଜ ସିଂ

ନୂଆଦିଲ୍ଲୀ: ବିହାରରେ ହୋଇଥିବା ମଦ ମୃତ୍ୟୁ ମାମଲାକୁ ନେଇ ରାଜନୀତିରେ ବିବାଦ ଜୋର ଧରିଛିି । ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ବିବାଦ ଜାରି ରହିଛି । ବିଷାକ୍ତ ମଦ ଯୋଗୁଁ ଏପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ଘଟିଛି ।…

ସନ୍ତାନ ଜନ୍ମ କଲେ ସରକାର ବାଣ୍ଟୁଛନ୍ତି ୨ ଲକ୍ଷ ଟଙ୍କା; ଜାଣନ୍ତୁ କେଉଁଠାରେ ରହିଛି ଏହି ସୁବିଧା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ବର୍ତ୍ତମାନ ବିତର୍କ ଚାଲିଛି, ଅନ୍ୟପଟେ ଆଜି ମଧ୍ୟ ଅନେକ ଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢ଼ୁଛି । ଏହି ପର୍ଯ୍ୟାୟରେ, ଜାପାନ ବର୍ତ୍ତମାନ…

ଓଡ଼ିଶାରେ ଲାଗୁ ହେବ Students Sports Policy: ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଓ କଲେଜ ସମୟରେ ହିଁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପ୍ରତିଭାର ବିକାଶ ହୋଇଥାଏ । ଏହି ସମୟରେ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା ରାଜ୍ୟର ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର…

ପରାଜୟ ପରେ ଆଣ୍ଠୁ ମାଡ଼ି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ମରୋକୋ ଖେଳାଳି, ଇସଲାମ ଧର୍ମ ଗ୍ରହଣ କରିବାକୁ ଲୋକଙ୍କୁ କଲେ ଆମନ୍ତ୍ରଣ

ନୂଆଦିଲ୍ଲୀ: କାତାରରେ ଚାଲିଥିବା ଫୁଟବଲ୍ ବିଶ୍ୱକପ୍ ୨୦୨୨ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଅର୍ଥାତ୍ ୧୮ ତାରିଖରେ ଅର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏହି ବିଶ୍ୱକପ୍‌ର…

ବିନା ମୂଲ୍ୟରେ ଭିନ୍ନକ୍ଷମଙ୍କୁ ମିଳିବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟକ ଯନ୍ତ୍ର: ସରକାରଙ୍କ ନୂଆ ସୁବିଧା

ଭୁବନେଶ୍ୱର: ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ସୁବିଧା ଯୋଗାଇ ଦିଆଯାଉଛି । ବିନା ମୂଲ୍ୟରେ ଭିନ୍ନକ୍ଷମମାନେ ସ୍ୱତନ୍ତ୍ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ସହାୟକ ଯନ୍ତ୍ର ପାଇପାରିବେ ।…