fbpx
Browsing Category

Top Stories

IRCTC ର ନୂତନ ନିୟମ , ଶତାବ୍ଦୀ -ରାଜଧାନୀ-ଏକ୍ସପ୍ରେସ ଯାତ୍ରୀମାନଙ୍କୁ ମିଳିବ ମାଗଣା ଜଳଖିଆ !

ନୂଆଦିଲ୍ଲୀ : ଭାରତୀୟ ରେଳ ଯାତ୍ରୀମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବାକୁ ଚେଷ୍ଟା କରାଯାଉଛି । ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରେଳବାଇ କ୍ରମାଗତ ଭାବରେ ଏହି ଦିଗରେ ଧ୍ୟାନ । କିନ୍ତୁ ଆପଣ ଜାଣନ୍ତି କି…

I want to study CM: ଝାଡ଼ଖଣ୍ଡ ଛାତ୍ରୀଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ, ୪୮ ଘଣ୍ଟାରେ ବଦଳିଲା ପରିବାରର ଭାଗ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ଅନେକ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଅନେକ ସମୟରେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେବେ ଏପରି ପରିସ୍ଥିତିର ସାମ୍ନା କରୁଥିବା ଜଣେ ଝାଡ଼ଖଣ୍ଡ ଛାତ୍ରୀ ମୁଖ୍ୟମନ୍ତ୍ରୀ ହେମନ୍ତ…

ECHS ପକ୍ଷରୁ ବାହାରିଲା ୧୮୯ଟି ପଦବୀ, ଜାନୁଆରୀ ୯ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏକ୍ସ-ସର୍ଭିସମେନ କଣ୍ଟ୍ରିବୁଟୋରୀ ହେଲଥ ସ୍କିମ (ଏଇସିଏଚଏସ), ଦିଲ୍ଲୀ ପକ୍ଷରୁ ଅନେକ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ପିଅନ,…

ବନକର୍ମଚାରୀଙ୍କ ପ୍ରୟାସ; ଜଙ୍ଗଲକୁ ଫେରିଲେ ନଦୀପଠାରେ ବୁଲୁଥିବା ହାତୀପଲ

କଟକ: କଟକ ମହାନଦୀପଠାରେ ବୁଲୁଥିବା ୧୦ଟିକିଆ ହାତୀପଲ ଜଙ୍ଗଲକୁ ଫେରିଛନ୍ତି । ତେବେ ସେମାନେ ନୂଆପାଟଣା ଦେଇ ଆଠଗଡ ବଉଳ ଜଙ୍ଗଲକୁ ଫେରିଥିବା ଜଣାପଡିଛି । ରାତିସାରା ବନକର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରୟାସ…

ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ, ଅପରାହ୍ନ ୨ରେ ଶପଥ ଗ୍ରହଣ

ଗୁଜୁରାଟ: ଆଜି ଗୁଜୁରାଟରେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମଟି ଅପରାହ୍ନ ୨ଟାରେ ଗାନ୍ଧିନଗରର ନୂତନ ସଚିବାଳୟ ନିକଟ ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ହେବା ନେଇ ବ୍ୟବସ୍ଥା…

ଜମ୍ମୁ କଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ ମିଳିବ ‘Family ID’: ଏହାଦ୍ୱାରା କ’ଣ ଫାଇଦା ମିଳିବ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସମସ୍ତ ପରିବାରଙ୍କ ପାଇଁ ଏକ ପ୍ରାମାଣିକ ଡାଟାବେସ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏଥିରେ ସାମିଲ ହେବା ପରେ ପ୍ରତ୍ୟେକ ପରିବାରର ଗୋଟିଏ କୋଡ୍ ହେବ । ଏହି ଆଧାରରେ…

୨୦୨୩ ମସିହାରୁ ୨୬ ମାସ ଯାଏ ଏହି ରାଶିମାନଙ୍କ ଉପରେ ରହିବ ଶନିଙ୍କ ବକ୍ର ଦୃଷ୍ଟି; ପଡିବ ପ୍ରଭାବ , ଏହି ସବୁ ମାମଲାରେ ରୁହନ୍ତୁ ସତର୍କ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନ୍ୟାୟର ଦେବତା ଶନି ୧୭ ଜାନୁଆରୀ ୨୦୨୩ ମସିହାରେ ସ୍ୱରାଶି କୁମ୍ଭରେ ପ୍ରବେଶ କରିବେ । ଏଥିସହିତ ସେ ୨୦୨୫ ମସିହା ମାର୍ଚ୍ଚମାସ ପର୍ଯ୍ୟନ୍ତ ସେହି ରାଶିରେ ବିରାଜମାନ ରହିବେ । ଫଳରେ ଏହା…

ତେଲ ମୂଲ୍ୟ ଦୂର କରିବାରେ ଭାରତକୁ ସାହାଯ୍ୟ କରିବାକୁ ଋଷ ଆଗ୍ରହୀ

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଲାଗୁ ହୋଇଥିବା କଟକଣା ମଧ୍ୟରେ ତେଲ ଦରକୁ ହ୍ରାସ ଦୂର କରିବାରେ ଋଷ ଭାରତକୁ ସହାୟତା ପ୍ରଦାନ କରିଛି। ୟୁରୋପୀୟ ୟୁନିଅନ୍ ଏବଂ…

ସ୍ମୁତି ମାନ୍ଧାନା ଧମାକାଦାର ପ୍ରଦର୍ଶନ: ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ, ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ରୋମାଞ୍ଚକର ବିଜୟ ହାସଲ କରିଛି। ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଅଷ୍ଟ୍ରେଲିଆକୁ…

ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ କୋର୍ସ ସାମିଲ ହେବନି: ବର୍ଷକୁ ଚାରିଥର ହେବ ଶିକ୍ଷକ ଓ ଅଭିଭାବକ ବୈଠକ- ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ ପାଠ୍ୟକ୍ରମ ସାମିଲ ହେବ ନାହିଁ । ଏ ବାବଦରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିସହିତ ଏଣିକି ବର୍ଷକୁ ଚାରିଥର…