fbpx
Browsing Category

Top Stories

ଲଜ୍ଜା! ତ୍ରିରଙ୍ଗାକୁ କାଟି ଡଷ୍ଟର ତିଆରି କଲେ ପ୍ରଧାନଶିକ୍ଷକ, ଚେୟାରର ସଫା କଲେ ଧୂଳି

ନୂଆଦିଲ୍ଲୀ: ପିଲାମାନଙ୍କୁ ନୈତିକତା ଶିକ୍ଷା ଦେଉଥିବା ପ୍ରଧାନଶିକ୍ଷକ ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ କାଟି ଡଷ୍ଟର ତିଆରି କରିଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଏଥିରେ ଚେୟାର ସଫା…

ଧନୁଯାତ୍ରା ପାଇଁ ‘ବଳରାମ’ ଭୂମିକାରେ ଚୟନ ହୋଇଥିବା କୁନି କଳାକାରଙ୍କ ଚାଲିଗଲା ଜୀବନ

ବରଗଡ଼: ଖେଳୁ ଖେଳୁ ଚାଲିଗଲା ଜୀବନ । ଧନୁଯାତ୍ରା ପାଇଁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା କୁନି କଳାକାରଙ୍କ ଜୀବନ ଚାଲିଗଲା । ଶ୍ରେୟସ ପୂଜାରୀ ନାମକ କୁନି କଳାକାର ଖେଳୁଥିବା ସମୟରେ ପଡ଼ି ଯାଇ ଗୁରୁତର ହୋଇଥିଲେ ।…

‘ଧ୍ୟାନ ହଟାଇଲା ୟୁଟ୍ୟୁବ୍, ତେଣୁ ପରୀକ୍ଷାରେ ଫେଲ୍ ହେଲି’: ସୁପ୍ରିମ୍‌କୋର୍ଟ କହିଲେ- ଶସ୍ତା ଆବେଦନ ପାଇଁ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ: କୋର୍ଟ ବିବାଦରେ, ବେଳେବେଳେ ମାମଲା ଓଲଟା ହୋଇଯାଏ । ଯଦି ଆପଣ କ୍ଷତିପୂରଣ ମାଗିବାକୁ ଆସନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ । ଗୁଗୁଲ ମାଧ୍ୟମରେ ପଢୁଥିବା ସମୟରେ ଜଣେ ଛାତ୍ର ଅଶ୍ଳୀଳ…

ଉତ୍ତେଜନା ମଧ୍ୟରେ ରାଜ୍ୟସଭାରେ ପାସ୍ ହେଲା ‘ୟୁନିଫର୍ମ ସିଭିଲ୍ କୋଡ୍‌’, ବିରୋଧୀଙ୍କ ଦାବି ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହୋଇଛି 'ୟୁନିଫର୍ମ ସିଭିଲ କୋଡ୍ ପ୍ରାଇଭେଟ ବିଲ୍'। ଏହି ବିଲ୍‌କୁ ବିଜେପି ସାଂସଦ କିରୋରିଲାଲ ମୀନାଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା, ତେବେ ଗୃହରେ ତୀବ୍ର ବିତର୍କ ମଧ୍ୟରେ ଏହା…

ଅର୍ଜୁନ ଏବଂ ସୁଭଦ୍ରାଙ୍କ ବିବାହରେ ଶ୍ରୀକୃଷ୍ଣ ଦେଇଥିଲେ ଏହି ଶିକ୍ଷା: ସନ୍ତାନର ବାହାଘର ପୂର୍ବରୁ ଆପଣ ବି ଧ୍ୟାନ ଦିଅନ୍ତୁ

ଘର ପରିବାରରେ ଯେବେ ବି କୌଣସି ସନ୍ତାନର ବାହାଘର ବା ସମ୍ପର୍କ ପକ୍କା କରାଯାଏ, ତେବେ ଅତୀତ ଓ ବର୍ତ୍ତମାନ ସମୟର ସୂଚନା ନେବା ସହ ପୁଅ-ଝିଅର ଭବିଷ୍ୟତର ସମ୍ଭାବନାକୁ ଧ୍ୟାନରେ ରଖିବା ଉଚିତ୍ । ଯେତେବେଳେ ଅର୍ଜୁନ…

କଂଗ୍ରେସ ପାଇଁ ଚାରୋଟି ଛୁଆର ବାପା ହେଲି, ଆଇନ ଥିଲେ ଅଟକି ଯାଇଥାନ୍ତି: ରବି କିଷାନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ(ବିଜେପି) ସାଂସଦ ରବି କିଶାନ କଂଗ୍ରେସକୁ ଟାର୍ଗେଟ୍ କରି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଭୋଜପୁରୀ ସୁପରଷ୍ଟାର ତଥା ଗୋରଖପୁର ସାଂସଦ ରବି କିଶାନ କହିଛନ୍ତି ଯେ, ସେ ନିଜେ ୪ଟି ଛୁଆ…

ଏହି ଦେଶରେ ଜୁନ ୨୦୨୩ରେ ହ୍ରାସ ପାଇବ ନାଗରିକଙ୍କ ବୟସ; ଏକରୁ ଦୁଇ ବର୍ଷ ହୋଇଯିବେ ସାନ

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ଲୋକ ସେମାନଙ୍କ ବୟସ ବଢୁୁଥିବାରୁ ଚିନ୍ତାରେ ରହିଛନ୍ତି । ବାର୍ଦ୍ଧକ୍ୟ ସହିତ ଶାରୀରିକ ଅସୁସ୍ଥତା, ଚାକିରୀରୁ ଅବସର ନେବା ଏବଂ ଅନ୍ୟାନ୍ୟ ଆର୍ôଥକ ଚିନ୍ତା ମଧ୍ୟ ଆସିଥାଏ । କିନ୍ତୁ ଏପରି…

ମହଙ୍ଗା ମାଡ଼ରୁ ଆଶ୍ୱସ୍ତି: ନଭେମ୍ବରରେ ମୁଦ୍ରାସ୍ପିତି ୬.୪ ପ୍ରତିଶତ ରହିବା ଅନୁମାନ!

ନୂଆଦିଲ୍ଲୀ: ଦେଶରେ ଜାରୀ ରହିଥିବା ମହଙ୍ଗା ମାଡ଼ରୁ ଜନତାଙ୍କୁ ମୁକ୍ତି ମିଳିପାରେ। ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ ମହଙ୍ଗା ହାର ଗତ ୯ ମାସରେ ସର୍ବନିମ୍ନ ସ୍ତର ୬.୪ କୁ ଖସିପାରେ। ଅକ୍ଟୋବରରେ ମହଙ୍ଗା ହାର ୬.୭୭…

ଭାରତ କେବଳ ଆମେରିକାର ସହଯୋଗୀ ନୁହେଁ, ବରଂ ଦୁନିଆର ଆଉ ଏକ ମହାଶକ୍ତି ହେବ: ହ୍ୱାଇଟ ହାଉସ୍ ଅଧିକାରୀ

ନୂଆଦିଲ୍ଲୀ: ଦୁନିଆରେ ଭାରତର ବଢ଼ୁଥିବା ପ୍ରଭାବକୁ ନେଇ ଆମେରିକା ହ୍ୱାଇଟ ହାଉସ୍ ପ୍ରତିକ୍ରିୟା ରଖିଛି । ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ ଆମେରିକାର କେବଳ ସହଯୋଗୀ ହେବ ନାହିଁ ବରଂ ଆଉ ଏକ ବଡ଼…

ଅଜୁର୍ନ କପରୁଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମଲାଇକା: କହିଲେ ଅର୍ଜୁନ ହେଉଛନ୍ତି…

ମୁମ୍ବାଇ: ବଲିଉଡର ଫିଟନେସ କୁଇନ୍ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ କିଛି ୟୁର୍ଜସ ମଲାଇକାକଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଜଣାପଡିଛି । ଫଳରେ ଏହି…