fbpx
Browsing Category

Top Stories

କ୍ୟାନସର, ଏଡସ୍, ଡାଇବେଟିସ, ବ୍ରେନ ଟ୍ୟୁମର, ହାର୍ଟଆଟାକ ଠାରୁ ବି ଭୟଙ୍କର ‘ଅନଲାଇନ୍ ଠକେଇ’! ଶିକ୍ଷିତ ଗୋଷ୍ଠୀ ବେଶି ଶିକାର

ବର୍ତ୍ତମାନ ସମୟରେ ହାର୍ଟ ସମସ୍ୟା, ଗଳା ସମସ୍ୟା, ପେଟ ଯନ୍ତ୍ରଣା, ଏଡସ୍, ବ୍ରେନ ଟ୍ୟୁମର, ଗ୍ୟାଷ୍ଟ୍ରିକ, ଡାଇବେଟିସ୍, କ୍ୟାନସର ପରି ଅନେକ ଭୟଙ୍କର ରୋଗ ମଣିଷକୁ ଆକ୍ରାନ୍ତ କରୁଛି । ତେବେ ଏହି ରୋଗଠାରୁ ବି ଭୟଙ୍କର…

ଯାତ୍ରୀଙ୍କ ବେକରେ ଲୁହାଛଡ଼ ପଶି ମୃତ୍ୟୁ ଘଟଣା: ମାଗିଥିଲେ ୧ କୋଟି ଓ ଚାକିରି, ମିଳିଲା ମାତ୍ର ୧୫ ହଜାର ଟଙ୍କା ସହାୟତା!

ନୂଆଦିଲ୍ଲୀ: ଦିଲ୍ଲୀରୁ କାନପୁର ଯାଉଥିବା ସମୟରେ ନୀଳାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ଜଣେ ଯାତ୍ରୀଙ୍କ ବେକରେ ଲୁହା ଛଡ଼ ପଶି ମୃତ୍ୟୁ ଘଟିଥିଲା । ଗତ ୨ ତାରିଖ ସକାଳ ୮ଟା ୪୫ ମିନିଟ ସମୟରେ ପ୍ରୟାଗରାଜ ନିକଟରେ ଗୋଟିଏ…

କମିଶନରେଟ୍ ପୋଲିସରେ ଅଦଳବଦଳ: ୨୦ ଜଣ ଅଫିସରଙ୍କୁ ନୂଆ ସ୍ଥାନରେ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: କମିଶନରେଟ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଏକ ବଡ଼ଧରଣର ଅଦବଦଳ କରାଯାଇଛି । ସହିଦ ନଗର, ଲକ୍ଷ୍ମୀସାଗର, ବାଲିପାଟଣା ଓ ମହିଳା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ୨୦ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ…

ମୂଷା ଧରିବା ପାଇଁ ଆସିଲା ଚାକିରୀ; କୋଟି କୋଟି ଟଙ୍କା ମିଳିବ ଦରମା

ନୂଆଦିଲ୍ଲୀ: ସହରରେ ବଢୁଥିବା ଅଳିଆ କାରଣରୁ ମୂଷାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମୂଷାଙ୍କୁ ଧରିବା ପାଇଁ ଚାକିରୀ ବାହାରିଛି । ତେବେ ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ଏଭଳି ଏକ ଚାକିରି ବିଷୟରେ ଆଲୋଚନା…

Video: ୪ଜି-୫ଜି ଦୁନିଆରେ ବାପା ମା’ଙ୍କ ଠାରୁ ବଡ଼ କିଛି ନୁହେଁ, ଛାତ୍ରମାନଙ୍କୁ ମୁକେଶ ଅମ୍ବାନୀଙ୍କ ବଡ଼ ବାର୍ତ୍ତା

ଗୁଜରାଟ: ଦୁନିଆରେ ବାପା ମା'ଙ୍କ କିଛି ବଡ ହୋଇ ନଥାଏ । ଏହାର ଉଦାହରଣ ସମୟ ସମୟେ ସମସ୍ତେ ଦେଖିଛନ୍ତି । କେବଳ ଗୋଟିଏ ସାଧାରଣ ଲୋକ ନୁହେଁ ଦୁନିଆର ବଡ଼ ବଡ଼ ଲୋକମାନେ ମଧ୍ୟ ନିଜର ବାପା ମା'ଙ୍କ ପ୍ରତି ସମାନ ମନୋଭାବ ପୋଷଣ…

ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ; ଘଟଣାରେ ୪ ଗିରଫ

ନୂଆଦିଲ୍ଲୀ: ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ମଧ୍ୟ କରିଥାନ୍ତି । କିନ୍ତୁ ଏହି…

UPSC ଦ୍ୱାରା ଆୟୋଜିତ ହେବ ଇଣ୍ଡିଆନ୍ ରେଲୱେ ପରୀକ୍ଷା, ୨୦୨୩ ବର୍ଷରୁ ଆରମ୍ଭ ହେବ IRMSE

ନୂଆଦିଲ୍ଲୀ: ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ଏଗଜାମ (ଆଇଆରଏମଏସଇ) ଆୟୋଜିତ ହେବ । ଆସନ୍ତା ୨୦୨୩ ବର୍ଷଠାରୁ ଏହା ଆରମ୍ଭ ହେବ । ଆଇଆରଏମଏସଇ ପାଇଁ ନିଯୁକ୍ତି…

ଯୁବପିଢିକୁ କବଳିତ କରୁଛି ହୁକ୍କା: ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର, ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ?

କୋଲକାତା: ଯୁବପିଢିଙ୍କ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ହୁକ୍କା ବାର୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କୋଲକାତାର ମେୟର ଫିରହଦ ହକିମ ଏହି ଘୋଷଣା କରିବା ସହିତ ବାର୍ ଏବଂ କ୍ଲବ୍ ମାନଙ୍କୁ ସବୁ…

ଭାରତରେ ବିକ୍ରି ହେଉଥିବା ଔଷଧ ପାଇଁ ବାର୍ କୋଡ୍ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ଔଷଧରେ ବାର୍ କୋଡ୍ ରହିବା ବାଧ୍ୟତାମୂଳକ କରିଛନ୍ତି ସରକାର। ଦେଶ ମଧ୍ୟରେ ବିକ୍ରି ହେଉଥିବା ଔଷଧ ଉପରେ ବାରକୋଡ୍ କରିବା ପାଇଁ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟସୂଚୀ ଏଚ୍‌୨…

OYOର ବଡ଼ ଘୋଷଣା; ଚାଲି ଯାଇପାରେ ୬୦୦ କର୍ମଚାରୀଙ୍କ ଚାକିରୀ

ନୂଆଦିଲ୍ଳୀ: ଆର୍ଥିକ ମାନ୍ଦାବସ୍ଥା ପାଇଁ ଓୟୋ ତରଫରୁ ମିଳିଛି ବଡ଼ ସୂଚନା । କମ୍ପାନୀ ତରଫରୁ ଦିଆ ଯାଇଥିବା ସୂଚନା ଅନୁସାରେ ୬୦୦ କର୍ମଚାରୀଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିବ । କମ୍ପାନୀ ଅନୁସାରେ କେତେକ ପ୍ରୋଜେକ୍ଟକୁ…