fbpx
Browsing Category

Top Stories

ପୁଣି ବଢିଲା ସୁନା ଦର, ଚାନ୍ଦିରେ ୬୪୯ଟଙ୍କା ବୃଦ୍ଧି: ଜାଣନ୍ତୁ କଣ ରହିଛି ଲିଷ୍ଟ

ନୂଆଦିଲ୍ଲୀ: କିଛିଦିନ ହେବ ଭାରତୀୟ ବଜାରରେ ସୁନା ଓ ଚନ୍ଦିର ଦରରେ ଅସ୍ଥିରତା ଦେଖାଦେଉଛି । ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଉପରେ ସୁନା ଚାନ୍ଦି ଦରରେ ବୃଦ୍ଧି ଘଟିଛି । ୨୪ ଡିସେମ୍ବରରେ ସୁନାର ମୂଲ୍ୟ ୦.୪୦ ପ୍ରତିଶତ…

୨୪ ବର୍ଷରେ ନିଯୁକ୍ତ ହୋଇଛନ୍ତି ୨୪ ପ୍ରଧାନ ବିଚାରପତି, CEC ପରେ ସୁପ୍ରିମକୋର୍ଟର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ କେତେକ ପ୍ରଶ୍ନ ଉଠାଇଛନ୍ତି। କମିସନଙ୍କ ୬ ବର୍ଷର କାର୍ଯ୍ୟକାଳ ପୂରଣ ହେଉନଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହି…

Bisleri କମ୍ପାନୀ ବିକ୍ରି ହୋଇଯିବ? ୭ ହଜାର କୋଟିରେ ଡିଲ୍ ଫାଇନାଲ, ହଠାତ୍ ବିକ୍ରି ପଛର କାରଣ କ’ଣ

ନୂଆଦିଲ୍ଲୀ: ଟାଟା ଗ୍ରୁପ କମ୍ପାନୀ ନିଜର ବ୍ୟବସାୟ ବୃଦ୍ଧିରେ ଲାଗିପଡ଼ିଛି । ଏହି ପରିପ୍ରେକ୍ଷୀରେ ଟାଟା କମ୍ପାନୀ ଏକ ବଡ଼ ଡିଲ୍ ଫାଇନାଲ କରିଥିବା ନେଇ ସୂଚନା ମିଳୁଛି । ପାଣି ବୋତଲ ବିକ୍ରି କରୁଥିବା କମ୍ପାନୀ…

ପୁଣି ଆତଙ୍କ ଖେଳାଉଛି କରୋନା: ଗୋଟିଏ ଦିନରେ ଚିହ୍ନଟ ହେଲା ୩୨ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ପୁଣିଥରେ ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଦିନ ଚାଇନାରେ କୋଭିଡ ମାମଲାରେ ଏକ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଗତ ଦିନ ମାନଙ୍କରେ…

ଜୀବନ ଦରକାର ନାଁ ଟଙ୍କା ଦରକାର! ୧୩ଲକ୍ଷ ଲୁଟିବା ପରେ ବେପାରୀଙ୍କୁ ପଚାରିଲେ ଦୁର୍ବୃତ୍ତ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଜଣେ ସୁନା ବେପାରୀଙ୍କ ଠାରୁ ଦୁବୃତ୍ତ ଲୁଟି ନେଇଛନ୍ତି ୧୩ଲକ୍ଷ ଟଙ୍କା । ପିଡିତଙ୍କ ଅଭିଯୋଗ ପରେ ପୋଲିସ ଏହାକୁ ନେଇ କେସ ଫାଇଲ କରିଛି । ଏହି ଦୁବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ…

ରାଶିଫଳ(ଗୁରୁବାର,୨୪ ନଭେମ୍ବର,୨୦୨୨)

ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ…

୫ଟି ବ୍ୟାକ୍ଟେରିଆଙ୍କୁ ନେଇ ବଢ଼ିଲା ଚିନ୍ତା: ଭାରତରେ ଏକ ବର୍ଷରେ ଚାଲିଗଲା ୭ ଲକ୍ଷ ଜୀବନ, କେମିତି ବର୍ତ୍ତିବେ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ…

ମିଳିମିଳା କବଳରେ ୪ କୋଟି ଶିଶୁ: ଟିକା ନ ନେବା ପଡ଼ିବ ମହଙ୍ଗା, ଚେତାବନୀ ଦେଲେ WHO ଓ CDC

ନୂଆଦିଲ୍ଲୀ: ଭାରତରେ ଏବେ ଶିଶୁଙ୍କଠାରେ ଦ୍ରୁତ ଭାବେ ମିଳିମିଳା ବଢ଼ିବାରେ ଲାଗିଛି । ଏହି କାରଣରୁ ଅନେକ ଶିଶୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ମିଳିମିଳା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୩ଟି ରାଜ୍ୟ ପାଇଁ ୩…

ଋଷ ସେନାର ପୁଣି ମିସାଇଲ ଆକ୍ରମଣ: ଘଟଣାରେ ୩ ମୃତ

ନୂଆଦିଲ୍ଲୀ: ଋଷ ସେନା ପୁଣି ଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣ କରିଛନ୍ତି । ପୁଟିନଙ୍କ ସେନା କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ରାଜଧାନୀ କିୱି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ଜଣ ଗୁରୁତର ଆହତ…

ପୂରଣ ହେବ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ, OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ…