fbpx
Browsing Category

Top Stories

ବାଜପେୟୀଙ୍କ ବାୟୋପିକକୁ ନେଇ ବଡ ଘୋଷଣା, ପୂର୍ବତନ ପିଏମଙ୍କ ଚରିତ୍ରରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ମୁମ୍ବାଇ:  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାପଜେୟୀଙ୍କ ଆତ୍ମଜୀବନି ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ଆଉ ଏହି ବାୟୋପିକ ଚଳଚ୍ଚିତ୍ରରେ ଅଭିନୟ କରିବେ ପ୍ରତିଷ୍ଠିତ ଅଭିନେତା ପଙ୍କଜ ତ୍ରିପାଠୀ। ଏହି ପରି…

ରାହୁଲଙ୍କୁ ବୋମାରେ ଉଡ଼େଇ ଦେବାକୁ ମିଳିଲା ଧମକ.. ମିଠା ଦୋକାନରୁ ମିଳିଲା ଚିଠି

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଇନ୍ଦୋରରେ ପହଞ୍ଚିବା ପରେ ତାଙ୍କୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଛିି । ଜୁନି ଇନ୍ଦୋର ପୋଲିସ ଥାନା ପରିସରରେ ଥିବା ଏକ ମିଠା ଦୋକାନରେ ଏକ ଧମକପୂର୍ଣ୍ଣ ଚିଠି…

ମା’ ସହ କୋଳରେ ଥିବା ଛୁଆ ଗଲା ଜେଲ.. ୯ମାସର ଗର୍ଭବତୀ ବର୍ତ୍ତମାନ ଜେଲରେ ଜନ୍ମ ଦେବେ ଆଉ ଏକ ସନ୍ତାନ ।

ନୂଆଦିଲ୍ଲୀ: ଅଢେଇ ବର୍ଷର ନିରୀହ ଶିଶୁକୁ ନିଜ ମା' କର୍ମଫଳର ଦଣ୍ଡ ଭୋଗିବାକୁ ପଡ଼ୁଛି । ପ୍ରେମୀ ହତ୍ୟାକାଣ୍ଡରେ ସାମିଲ ଥିବା ମହିଳା ଜେଲ ଯିବା ଫଳରେ ମହିଳାଙ୍କ ନିରୀହ ଶିଶୁ ମଧ୍ୟ ଜେଲ ଯାଇଛି । ତେବେ ଅଭିଯୁକ୍ତ…

KGMUର ଡାକ୍ତରୀଟିମକୁ ବଡ ସଫଳତା, ଝିଅର ଯୌନାଙ୍ଗ ତିଆରି କରି ଦେଲେ ନୂତନ ଜୀବନ

ଲକ୍ଷ୍ନୌ:ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସ ବହୁତ ଆଗକୁ ଗଲାଣି । ଏଭଳି ନୂଆ ନୂଆ ଆବିଷ୍କାର ହେଉଛି ଯାହା ଲୋକମାନଙ୍କୁ ନୂଆ ଜୀବନଦାନ ଦେଉଛି । ତେବେ ଏଭଳି କିଛି ଆଶ୍ଚର୍ଯ୍ୟକର କାର୍ଯ୍ୟ କରି ଦେଖାଇଛନ୍ତି କିଙ୍ଗ…

Video: ହୃଦୟ ବିଦାରକ ଦୃଶ୍ୟ, ମଣିଷର ଭୁଲ ପାଇଁ ଭୋକ ବିକଳରେ ପ୍ଲାଷ୍ଟିକ ଖାଇଗଲା ହାତୀ

ନୂଆଦିଲ୍ଲୀ: ବଢି ଚାଲିଥିବା ପ୍ଲାଷ୍ଟିକ ବ୍ୟବହାର କାରଣରୁ ଏବେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ବଣରେ ମଧ୍ୟ ଦେଖିବାକୁ ମିଳିଲାଣି। ଯାହା ଫଳରେ ବନ୍ୟଜନ୍ତୁମାନେ ଏହାକୁ ଖାଦ୍ୟ ଭାବି ଖାଇ ଦେଉଛନ୍ତି। ଏବେ ଏପରି ଏକ ଭିଡିଓ…

୨୦୨୨ ଜାନୁୟାରୀ-ଅଗଷ୍ଟ ରିପୋର୍ଟ: ଚାହା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି

କୋଲକାତା :ଚା ବୋର୍ଡ ତଥ୍ୟ ଅନୁଯାୟୀ ୨୦୨୨ କ୍ୟାଲେଣ୍ଡର ବର୍ଷର ପ୍ରଥମ ଆଠ ମାସରେ ଭାରତରୁ ଚା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି ହୋଇ ୧୪୦.୨୮ ନିୟୁତ କିଲୋଗ୍ରାମରେ ପହଞ୍ଚିଛି। ୨୦୨୧ରେ ଜାନୁୟାରୀ-ଅଗଷ୍ଟ ଅବଧିରେ ଚା…

OPSC କୁ ହାଇକୋର୍ଟ ଝଟକା, ASP ପଦୋନ୍ନତି ଉପରେ ଲଗାଇଲେ ରୋକ

ଭୁବନେଶ୍ୱର: ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଜାରି ହୋଇଛି । ହାଇକୋର୍ଟ ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କୌଣସି…

ବର୍ଷା ଧୋଇନେଲା ନ୍ୟୁଜିଲ୍ୟାଣ୍ଡ-ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଯାଇଛି। ୱେଲିଙ୍ଗଟନ୍‌ରେ ହେବାକୁ ଥିବା ପ୍ରଥମ ମ୍ୟାଚ୍‌କୁ ପୁର୍ବରୁ ବର୍ଷା ଲାଗି…

କିଡନୀରୁ ବାହାରିଲା ୧୦ କିଲୋ ଓଜନର ଟ୍ୟୁମର.. ଫୁଟବଲ୍ ସାଇଜ୍‌ର ଟ୍ୟୁମର ବାହାର କଲେ ଡାକ୍ତର ।

ନୂଆଦିଲ୍ଲୀ: ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଏବଂ ୟୁରୋଲୋଜିର ଡାକ୍ତରୀ ଦଳ ୫୩ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ୧୦ କିଲୋଗ୍ରାମ ଓଜନର ଏକ ଫୁଟବଲ୍ ଆକାରର କିଡନୀ ଟ୍ୟୁମରକୁ…

ହିନ୍ଦୀରେ ପକ୍ଷ ରଖି ଚାଲିଲେ ବ୍ୟକ୍ତି, ବିଚାରପତି କହିଲେ- ଆମେ କିଛି ବୁଝି ପାରୁନୁ, ଏଠାରେ ଇଂରାଜୀ ଚାଲେ

ନୂଆଦିଲ୍ଲୀ: ଅଦାଲତର ଭାଷା ହେଉଛି ଇଂରାଜୀ। ଆପଣ କଣ କହୁଛନ୍ତି ଆମେ କିଛି ବୁଝି ପାରୁନୁ। ସୁପ୍ରିମକୋର୍ଟରେ ଶୁକ୍ରବାର ଶୁଣାଣି ସମୟରେ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଅଦାଲତ ଏକ ମାମଲାରେ ପକ୍ଷକାର…