fbpx
Browsing Category

Top Stories

ଭାରତ ପରାଜୟକୁ ପରିହାସ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କଡ଼ା ଜବାବ ଦେଲେ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଛି। ଏହାକୁ ନେଇ ଅଭିଜ୍ଞ ଖେଳାଳିମାନେ ଅନେକ ଆଲୋଚନା କରୁଛନ୍ତି । ଭାରତର ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ…

୫୨ ବର୍ଷର ଭିନ୍ନକ୍ଷମଙ୍କୁ ପ୍ରେମ କରିବସିଲେ ୨୫ ବର୍ଷୀୟା ଯୁବତୀ; ନିଜ ଆଡୁ ପ୍ରପୋଜ କରି ରଚିଲେ ବିବାହ

ନୂଆଦିଲ୍ଲୀ: ପ୍ରେମରେ ପଡ଼ିଲେ ଲୋକମାନେ ସବୁକିଛି ଭୁଲିଯାଆନ୍ତି ଓ ନିଜ ସାଥୀକୁ ପାଇବାକୁ କିଛି ବି କରିବାକୁ ପଛାନ୍ତି ନାହିଁ । ଏହିପରି ଏକ ପ୍ରେମ ସମ୍ପର୍କ ପାକିସ୍ତାନ ଦମ୍ପତିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।…

UPI ଠକେଇକୁ ଏଡାଇବା ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବୃଦ୍ଧି ପାଉଛି। ଏଥି ସହିତ, UPI ନିକଟ ଅତୀତରେ ସର୍ବାଧିକ ବ୍ୟବହୃତ ଡିଜିଟାଲ୍ ପେମେଣ୍ଟ ମୋଡ୍ ଭାବରେ ଉଭା ହୋଇଛି। ଏଭଳି ସୁବିଧା ଜଣକ ଉପାୟରେ କାରବାର ହୋଇଯାଉଥିବାରୁ…

ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ବଢ଼ିଲା ପ୍ରତିବନ୍ଧକ: ସ୍କୁଲ-ଚାକିରି ପରେ ଏବେ ପାର୍କ ଏବଂ ମେଳାରେ ମଧ୍ୟ ପ୍ରବେଶ ନିଷେଧ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଏକ ବଡ ସାମ୍ନାକୁ ଆସୁଛି । ଦେଶର ରାଜଧାନୀ କାବୁଲରେ ମହିଳାମାନଙ୍କୁ ସର୍ବସାଧାରଣ ପାର୍କ ଏବଂ ମେଳାରେ ପ୍ରବେଶ କରିବାକୁ ବାରଣ କରିଛି ତାଲିବାନ । ଏହି ନୂଆ ନିୟମ ଏହି ସପ୍ତାହରେ…

Video: ରାଷ୍ଟ୍ରପତିଙ୍କୁ ନାଗରିକ ସଂବର୍ଦ୍ଧନା: ଓଡ଼ିଶା ମାଟି ପାଇଁ ମୋହ ବର୍ଷା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କୁ ରାଜଭବନରେ ନାଗରିକ ସଂବର୍ଦ୍ଧନା ଦିଆଯାଇଛି । ନାଗରିକ ସଂବର୍ଦ୍ଧନା ଗ୍ରହଣ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରପତି…

EPFO ଗ୍ରାହକଙ୍କର ବଢ଼ିବ ପେନସନ୍! ସରକାର ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ: EPFO ଗ୍ରାହକମାନଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର  । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO) ଗ୍ରାହକଙ୍କ ପେନସନ ବୃଦ୍ଧି ପ୍ରସ୍ତାବକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ଇପିଏଫଓ ନିଜ…

ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ମାର୍ଗଶିରମାସର ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 'ପୁଷ୍ଟି ସହ ସମୃଦ୍ଧି ଯୋଡି…

ASO ରେଜଲ୍ଟ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ: OPSC ଦେଲା ଏପରି ଜବାବ

କଟକ: ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି…

ହେଲଥ ଲକର ଭାବେ କାର୍ଯ୍ୟ କରିବ ଡିଜି ଲକର, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସହ ସଂଯୋଗ କରିପାରିବେ ବ୍ୟବହାରକାରୀ

ନୂଆଦିଲ୍ଲୀ: ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ…

ଏହି ମଞ୍ଜିରେ ରହିଛି ଡାଇବେଟିସର ଚିକିତ୍ସା: ଏପରି କରନ୍ତୁ ବ୍ୟବହାର

ଆଜିକାଲି ଏପଟସେପଟ ଖାଇବା-ପିଇବା ଓ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଡାଇବେଟିସ୍ ଓ ମୋଟାପଣର ଶିକାର ହେବାରେ ଲାଗିଛନ୍ତି । ଡାଇବେଟିସ୍ ରୋଗୀଙ୍କୁ କିଛି ଖାଇବାରୁ ଦୂରେଇ ଯିବାକୁ ପଡ଼ିଥାଏ ଓ ମୋଟାପଣ ଯୋଗୁଁ ଲୋକମାନଙ୍କ…