fbpx
Browsing Category

Top Stories

ଆରମ୍ଭ ହୋଇଛି ପଞ୍ଚୁକ ବତ୍ର; ୫ ଦନରେ ଏହି ସବୁ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ପୁରୀ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ଏକ ସତନ୍ତ୍ର ଗୁରୁତ୍ୱ ଏବଂ ମହତ୍ତ୍ୱ ରହିଥାଏ । ଯାହାକି ସେହି ପୂଜା ପର୍ବକୁ ଅନ୍ୟ ପୂଜା ତୁଳନାରେ ଭିନ୍ନ କରିଥାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ମାସ…

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ପ୍ରକାଶ: ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା ।…

ଆରପାରିରେ ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି: ୩୦୦ରୁ ଅଧିକ ଗୀତର ଥିଲେ ରଚୟିତା

ବାରିପଦା: କଳାର ସହର ବାରିପଦାରୁ ବାହୁଡି ଯାଇଛନ୍ତି ଆଉ ଜଣେ ବିଶିଷ୍ଟ କଳାକାର । ସହର ପାଇଁ ଅନେକ ଗର୍ବ ଏବଂ ଗୌରବ ଆଣିଥିବା ଆଉ ଜଣେ ପ୍ରତିଭାଙ୍କୁ ହରାଇଛି ପବିତ୍ର ମାଟି । ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର…

ରାଶିଫଳ(ଶନିବାର,୦୫ ନଭେମ୍ବର,୨୦୨୨)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ…

୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି : ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ,: ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖ ମଧ୍ୟାହ୍ଣରେ ଶ୍ରୀମତୀ ମୁର୍ମୁ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବାର…

ଭାରତୀୟଙ୍କୁ ହୃଦରୋଗ ହେବାର ଆଶଙ୍କା ଅଧିକ: ଜାଣନ୍ତୁ କାହିଁକି ?

ଭାରତରେ ହୃଦରୋଗ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍ ହେବା ଯୋଗୁଁ ଲୋକେ କୋରୋନାର ଆର୍ଟରୀ ଡିଜିଜ୍ (ଏକ ହୃଦ୍ରୋଗ)ର ଶିକାର ହୁଅନ୍ତି । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ…

ଘର ଛାତ ପଡି ମା’ ଝିଅ ଗୁରୁତର: ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ରାତିରେ ଶୋଇଥିବା ଅବସ୍ଥାରେ ଘଟି ଯାଇଛି ଏକ ବିରାଟ ଅଘଟଣ । ଘର ଛାତ ପଡିଯିବାରୁ ଉଭୟ ମା' ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ଏଭଳି ଅଘଟଣ…

FIH Men’s PRO Leagueରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଟିମ ଇଣ୍ଡିଆ: ୭-୪ରେ ମ୍ୟାଚ ଉପରେ କବଜା

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ବାଜିଛି ଭାରତର ବିଜୟ ଧ୍ୱନୀ । କଳିଙ୍ଗ ଷ୍ଟାଡିୟମରୁ ଏହି ବିଜୟ ଧ୍ୱନି ସାରା ଭାରତରେ ପ୍ରକମ୍ପିତ ହୋଇଛି । ଦମଦାର କମବ୍ୟାକ କରି ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ଟିମ…

ପିଲାମାନଙ୍କ ପାଇଁ କ୍ଷୀର ପିଇବା କାହିଁକି ଜରୁରୀ ?

ଆମେ ସମସ୍ତେ ଆମର ପ୍ରାଚୀନ ଏବଂ ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ଶୁଣିଛୁ ଯେ ପିଲାମାନଙ୍କ ପାଇଁ କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କର ଅଭିବୃଦ୍ଧି ବର୍ଷରେ, ମନର ବିକାଶ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ…

Blue Whale ଲୋପ ପାଇବ! ବିଶ୍ୱର ସବୁଠାରୁ ବଡ଼ ମାଛକୁ ନେଇ ବୈଜ୍ଞାନିକଙ୍କ ଭୟଙ୍କର ଚେତାବନୀ

ନୂଆଦିଲ୍ଲୀ: ବ୍ଲୁ ହ୍ୱେଲ ବିଶ୍ୱର ସବୁଠାରୁ ବଡ଼ ମାଛ । ତେବେ ବ୍ଲୁ ହ୍ୱେଲକୁ ନେଇ ଆସିଛି ଏକ ଭୟଙ୍କର ସୂଚନା । ଏହି ମାଛକୁ ନେଇ ରିସର୍ଚ୍ଚରୁ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଏନେଇ ବୈଜ୍ଞାନିକମାନେ ଚିନ୍ତାପ୍ରକଟ…