fbpx
Browsing Category

Top Stories

T-20 World Cup: କେଉଁ ଦୁଇଟି ଟିମ୍ ଖେଳିବେ ସେମି, ୬ ତାରିଖର ମ୍ୟାଚ କରିବ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା ବେଶ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ତିନୋଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ଜିତି ନିସ୍ତେଜ ହୋଇ ରହିଥିବା ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇ…

୪ ଗୁଣ ବଢାଇଦେବ ଇଣ୍ଟରନେଟ ସ୍ପିଡ: ବାସ୍.. ଲଗାଇ ନିଅନ୍ତୁ ଏହି ଶସ୍ତା ଡିଭାଇସ୍

ନୂଆଦିଲ୍ଲୀ: ଏବେ ୫ଜି ସେବାକୁ ନେଇ ସାରା ଦେଶ ଖୁବ ଆଶବାଦୀ ରହିଛି । ୫ଜି ନେଟୱାର୍କରେ ୟୁଜରମାନଙ୍କୁ ଅଧିକ ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ମିଳିବ । ସେଥିପାଇଁ ଅନେକ ଲୋକ ଏହି ସେବାକୁ ଚାତକ ପରି ଚାହିଁ…

ଏହି ୫ଟି ଉପାୟକୁ ଅଭ୍ୟାସ କଲେ ଆପଣ ବି କହିପାରିବେ ଇଂରାଜୀ

ଅନେକାଂଶରେ ଦେଖିବାକୁ ମିଳେ ଯେ, ଲୋକେ ଯେତେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଇଂରାଜୀ କହିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ହେଲେ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଇଂରାଜୀ କହିବା ଏତେ କଠିନ କାମ ନୁହେଁ। ଏଥି…

ଭାରତରେ ଛଟେଇ ଆରମ୍ଭ କଲେ ଏଲନ ମସ୍କ, ଇମେଲ ମାଧ୍ୟମରେ କର୍ମଚାରୀଙ୍କୁ ମିଳୁଛି ସୂଚନା

ନୂଆଦିଲ୍ଲୀ: ଟ୍ୱିଟର ସମଗ୍ର ବିଶ୍ୱରେ ଏହାର କର୍ମଚାରୀ ହ୍ରାସ କରିବା ଆଧାରରେ ଭାରତରେ ଛେଟଇ ଆରମ୍ଭ କରିଛି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତ ଏଲନ ମସ୍କ ଗତ ସପ୍ତାହରେ ଟ୍ୱିଟର ଅଧିଗ୍ରହଣ କରିବା ପରେ ଏହାର ସିଇଓ ପରାଗ…

T20 WC ମଝିରେ ICC ନେଲା ବଡ ନିଷ୍ପତ୍ତି: ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ବଦଳିବ ନିୟମ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚରେ ଲାଗୁ ହେବ ଏହି ନୂଆ ନିୟମ । କୌଣସି ମ୍ୟାଚରେ…

ପୃଥିବୀ ଆଡ଼କୁ ମାଡି ଆସୁଛି ଚାଇନା ରକେଟ, ଭୟରେ ଏୟାରପୋର୍ଟ ବନ୍ଦ କଲା ଏହି ଦେଶ

ନୂଆଦିଲ୍ଲୀ: ଚୀନ ମହାକାଶ ସଂସ୍ଥା ରକେଟ୍ ଲଞ୍ଚରେ ବିଫଳ ହେବା ଏବେ କେତେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ସରକାର ଦେଶରେ ଏନେକ ଏୟାରପୋର୍ଟକୁ ବନ୍ଦ କରି…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପେନସନ ଫଣ୍ଡରେ ସାମିଲ ପାଇଁ ମାସିକ ୧୫ ହଜାର ବେତନ ସୀମା ରଦ୍ଦ ହେଲା

ନୂଆଦିଲ୍ଲୀ: ୨୦୧୪ ବର୍ଷର କର୍ମଚାରୀ ପେନସନ (ସଂଶୋଧନ) ଯୋଜନାର ବୈଧତାକୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ଏଥିସହିତ ପେନସନ ଫଣ୍ଡରେ ସାମିଲ ହେବା ପାଇଁ ମାସିକ ୧୫ ହଜାର ଟଙ୍କାର ବେତନ ସୀମାକୁ କୋର୍ଟ ରଦ୍ଦ…

T20 WC-2022 ମ୍ୟାଚ୍ ଜିତିବା ପରେ ବି ସଂକଟରେ ଅଷ୍ଟ୍ରେଲିଆ: ସେମି ଫାଇନାଲ ପାଇଁ ଦଳ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ମିଳିସାରିଛି ଗ୍ରୁପ-୧ର ପ୍ରଥମ ସେମି ଫାଇନାଲିଷ୍ଟ । ଏବେ ଦ୍ୱିତୀୟ ଦଳକୁ ଅପେକ୍ଷା ରହିଛି । ତେବେ ଏଥିପାଇଁ ଅଷ୍ଟ୍ରେଲିଆ ବଡ ଦାବିଦାର ରହିଥିବା ବେଳେ ଦଳକୁ ଏବେ ସଂଘର୍ଷ କରିବାକୁ…

ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର, ଏଣିକି ଏତିକି ମିଳିବ ଦରମା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସରକାର ଯେତିକି ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ସରକାରୀ ଚାକିରିଆଙ୍କ ଉପରେ ମଧ୍ୟ ସେତିକି କୃପା ବୃଷ୍ଟି କରୁଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର…

କାହିଁକି ବ୍ଲୁ ଟିକ୍ ପାଇଁ ଟଙ୍କା ନେବାକୁ ଜିଦ ଧରିଲେ ଏଲନ ମସ୍କ? ଜାଣନ୍ତୁ ମାସକୁ କେତେ ହେବ ରୋଜଗାର…

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଏବେ ୟୁଜରମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଆକାଉଣ୍ଟରେ ବ୍ଲୁ ଟିକ୍ ହାସଲ କରିବା ପାଇଁ ହେଲେ ମାସିକ ୮ ଡଲାର (୬୬୦ ଟଙ୍କା) ଦେବାକୁ ହେବ ବୋଲି କହିଛନ୍ତି ଏଲନ ମସ୍କ ।…