fbpx
Browsing Category

Top Stories

ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେସନ

ଭୁବନେଶ୍ୱର: ପ୍ରତିବର୍ଷ ପରି ଏଥର ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ତେବେ ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ…

ପୁରୀ, କଟକ ଓ ଭୁବନେଶ୍ବର ରେଳ ଷ୍ଟେସନ ସମେତ ଦେଶର ୪୦ଟି ରେଳ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ତ୍ବରାନ୍ବିତ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ । ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳ…

Facebook ଇଣ୍ଡିଆ ମୁଖ୍ୟ ଅଜିତ ମୋହନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଗତ କିଛିଦିନ ଧରି ମେଟା ଅର୍ଥାତ ଫେସବୁକର ଖରାପ ସମୟ ଚାଲିଛି । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ ଖସି…

EPFO ପେନସନ୍ ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସରକାର, ସ୍ପଷ୍ଟୀକରଣ ମାଗିଲା ସଂସଦୀୟ କମିଟି

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଗ୍ରାହକଙ୍କ ପେନ୍‌ସନ୍‌କୁ ମାସିକ ୧୦୦୦ ରୁ ବୃଦ୍ଧି କରିବାକୁ ଶ୍ରମ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ବିଷୟରେ…

ନାକରେ ଆଙ୍ଗୁଠି ପୂରାଇଲେ ମସ୍ତିଷ୍କକୁ ଚାଲିଯିବେ ଭାଇରସ ଓ ବ୍ୟାକ୍ଟେରିଆ: Alzheimer ଓ Dementia ଆଶଙ୍କା ବଢ଼ିଯିବ- ରିସର୍ଚ୍ଚ

ନୂଆଦିଲ୍ଲୀ: ନାକରେ ଆଙ୍ଗୁଠି ପୂରାଇବା ଅନେକ ଲୋକଙ୍କର ଏକ ଅଭ୍ୟାସ ରହିଥାଏ । ତେବେ ଏହି କୁଅଭ୍ୟାସ ପାଇଁ ଆପଣମାନେ ଭୟଙ୍କର ବିମାରୀର ଶିକାର ପାଲଟି ପାରନ୍ତି । ମସ୍ତିଷ୍କର ଭିତର ଅଂଶର ଅତି ନିକଟରେ ନାକ ରହିଥାଏ ।…

Online Ph.D ପ୍ରତି ସତର୍କ ରୁହନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ନୋଟିସ୍ ଜାରି କଲେ UGC ଓ AICTE

ନୂଆଦିଲ୍ଲୀ: ଆଜିକାଲି ପିଏଚ.ଡି ଡିଗ୍ରୀକୁ ନେଇ ଅନେକ ଠକାମି ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଆଲର୍ଟ ଜାରି…

ଆଧାର କାର୍ଡ ନଥିବାରୁ ହସ୍ପିଟାଲରେ ହେଲାନି ଭର୍ତ୍ତି: ଯାଆଁଳା ଶିଶୁ ସମେତ ମହିଳା ମୃତ

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିକାଲି ମଣିଷର ସବୁଠୁ ବଡ ପରିଚୟପତ୍ର ପାଲଟିଛି । ଏହା ବିନା କୌଣସି କାମ କରିବା ବି ସମ୍ଭବ ନୁହେଁ । କିନ୍ତୁ ଆଧାର କାର୍ଡ ବିନା ସରକାରୀ ଡାକ୍ତରଖାନାରେ ଚିକିତ୍ସା ନ ହେବା ଘଟଣା ଖୁବ…

Video: ଇମ୍ରାନ ଖାନଙ୍କୁ ଗୁଳି ଚଳାଇଥିବା ଯୁବକ ଗିରଫ, କହିଲା- ‘ଇମ୍ରାନ୍‌ଙ୍କୁ ହତ୍ୟା କରିବାକୁ ଆସିଥିଲି’

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ହୋଇଛି ଗୁଳିମାଡ଼। ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି…

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଆଶ୍ୱସ୍ତି । ଅନୁପଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍ । ଡବଲ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । କଳ୍ପନା…

T20 World Cup ମଝିରେ ବିରାଟ କୋହଲିଙ୍କୁ ବଡ ସଫଳତା: ପ୍ରଥମ ଥର ପାଇଁ କଲେ ଏହି କମାଲ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ମଝିରେ ବିରାଟ କୋହଲିଙ୍କୁ ମିଳିଛି ଏକ ବଡ ସଫଳତା । ପ୍ରଥମ ଥର ପାଇଁ ଏକ ବଡ ଉପଲବ୍ଧିର ପାତ୍ର ପାଲଟିଛନ୍ତି ଟିମ ଇଣ୍ଡିଆର ଚେଜ୍ ମାଷ୍ଟର । ଆଇସିସିର ପ୍ଲେୟର ଅଫ୍ ଦ ମନ୍ଥ ଭାବେ ତାଙ୍କ ନାମ…