fbpx
Browsing Category

Top Stories

ICICI, ପଞ୍ଜାବ ନ୍ୟାସନାଲ ସମେତ ୪ଟି ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା

ନୂଆଦିଲ୍ଲୀ: ୩ ନଭେମ୍ବରରେ ଆରବିଆଇ ଏକ ବୈଠକ ହେବାକୁ ଯାଉଛି । ଏହାର ୨ ଦିନ ପୂର୍ବରୁ ହିଁ ୪ ଟି ବଡ଼ ବ୍ୟାଙ୍କ ଯଥା-ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କ…

Video: ଯୁବକଙ୍କୁ କୁକୁର କାମୁଡିବା ପରେ କରୁଛନ୍ତି ଅଜବ ବ୍ୟବହାର, ଭୁ ଭୁ ହୋଇ ଭୁକୁଛନ୍ତି

ଆଠଗଡ: ଆପଣ ପୂର୍ବରୁ ସିନେମାରେ ଦେଖିଥିବେ କୁକୁର କାମୁଡ଼ିଲେ କିମ୍ବା କୁକୁର ବିସ୍କୁଟ ଖାଇ ମଣିଷ କୁକୁର ପରି ବ୍ୟବହାର କରିବାର। ବାସ୍ତବରେ ଏପରି ଖବର କମ ଦେଖିବାକୁ ମିଳେ। ଯାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି…

Video: ଅନୁଭବଙ୍କୁ ଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ଆସିଛି ତାଜା ଅପଡେଟ । ଶାଶୁଘର ଚାବି ଫେରାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସଡିଜେଏମ୍‌ କୋର୍ଟରେ ସେ ଆଜି…

ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ ମଞ୍ଜୁରି ମିଳିଛି । ୨୦୨୨-୨୩ ରବି ଋତୁରେ…

ଭାରତର ପ୍ରଥମ ଭୋଟର ଏଥର ଘରୁ ଦେଲେ ଭୋଟ୍: ବୟସ ୧୦୫ ବର୍ଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆଗାମୀ ୧୨ ନଭେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ଏହାର ଫଳାଫଳ ୮ ଡିସେମ୍ବରରେ ଘୋଷଣା କରାଯିବ । ଏହାରି ମଧ୍ୟରେ ସ୍ୱାଧୀନତା ପରେ ଭାରତର ପ୍ରଥମ ମତଦାତା ଶ୍ୟାମ…

ଖାରଜ ହେଲା ଜାମିନ,ଜେଲରେ ରହିବେ ମନ୍ତ୍ରୀଙ୍କ ପୁତୁରା

ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଭିକିଙ୍କୁ ମିଳିଲା ନାହିଁ ଜାମିନ । ଅଭିଯୁକ୍ତ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜାମିନ ଖାରଜ । ଖାରଜ କଲେ ଜେଏମଏଫସି ରୁରାଲ କୋର୍ଟ । ରାସ୍ତା ରେ ଆଣ୍ଠେଇ…

ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା ଦ୍ୱାରା ହେଇଥାଏ କି ଗର୍ଭନଷ୍ଟ ? ଜାଣନ୍ତୁ ଅମୃତଭଣ୍ଡା ଖାଇବା ଉଚିତ କି ନୁହେଁ …

ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ପୁଷ୍ଟିକର ଖାଦ୍ୟ ପରିସର ମଧ୍ୟରେ, ଏଭଳି ଅନେକ ଖାଦ୍ୟ ରହିଛି ଯାହା ମହିଳାମାନେ ଏକ ଶିଶୁ ଆଶା କରୁଥିବା ସମୟରେ ନ ଖାଇବା ଆବଶ୍ୟକ।…

FICCI ଇଣ୍ଡିଆର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା: ପ୍ରଥମ ଓଡ଼ିଆ ଭାବେ…

ନୂଆଦିଲ୍ଲୀ: ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ । ମୁମ୍ବାଇରେ ଅନୁଷ୍ଠିତ…

ୟୁକ୍ରେନ ଯୁଦ୍ଧ ସମୟରେ ଗମ୍ଭୀର ରୋଗରେ ପୀଡିତ ପୁଟିନ୍ ? ହାତରେ ଦେଖିବାକୁ ମିଳିଲା ରହସ୍ୟମୟୀ ଚିହ୍ନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସଂପର୍କିତ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପୁଟିନଙ୍କ ହାତରେ ଅଜବ ପ୍ରକାରର ଚିହ୍ନ…

ଟି -୨୦ ବିଶ୍ୱକପ୍‌: ବାଂଲାଦେଶ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାରୁ ହାରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତ । ଶେଷ ଓଭରରେ ବାଂଲାଦେଶକୁ ଜିତିବା ପାଇଁ ୨୦ ରନ୍ ଆବଶ୍ୟକ ଥିବା ବେଳେ ବଂଲାଦେଶ ବିଜୟଠାରୁ ମାତ୍ର ୫ରନ୍ ଦୁରରେ ଅଟକି ଯାଇଥିଲା।…