fbpx
Browsing Category

Top Stories

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଟିମ୍‌ରେ ମିଳିଲାନି ସ୍ଥାନ: ଇନଷ୍ଟାଗ୍ରାମ୍‌ରେ ଆବେଗଭରା ପୋଷ୍ଟ କଲେ ପୃଥୀ ଶ’

ମୁମ୍ବାଇ: ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ଏହି ଗସ୍ତରେ ଭାରତ ତିନୋଟି ଟି-୨୦ ସହିତ ତିନି ଦିନିକିଆ ମଧ୍ୟ ଖେଳିବ। ଓପନର ଲୋକେଶ ରାହୁଲ ଏବଂ…

ଅନ୍ଧବିଶ୍ୱାସର ଏକ ଭୟଙ୍କର ପରିଣାମ: ଗୁଣି ସନ୍ଦେହରେ ସାରା ଗାଁ ହୋଇଗଲା ଶୂନଶାନ

ଆଜିକାଲି ବିଜ୍ଞାନ ଏବଂ ଟେକ୍ନୋଲୋଜି ଖୁବ ଆଗକୁ ଗଲାଣି । କିନ୍ତୁ ଅନେକ ସ୍ଥାନରେ ଅନ୍ଧବିଶ୍ୱାସ ଏବଂ ଗୁଣି ଗାରେଡି ଏବେ ବି ଲୋକଙ୍କ ମନରେ ବସା ବାନ୍ଧି ରହିଛି । ଗଞ୍ଜାମ ଜିଲ୍ଲାରେ ଏବେ ଏହି ଅନ୍ଧବିଶ୍ୱାସ ଏକ ଭୟଙ୍କର…

RPF ଏବଂ ASI ର ୯୫୦୦ ପଦରେ ନିଯୁକ୍ତି ବିଜ୍ଞପ୍ତି ଉପରେ ସ୍ପଷ୍ଟୀକରଣ ଦେଲା ରେଳ ମନ୍ତ୍ରଣାଳୟର

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ (ଆରପିଏଫ) ରେ କନଷ୍ଟେବଳ ତଥା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ର ୯୫୦୦ ପଦବୀରେ ନିଯୁକ୍ତି ଦେବେ ସରକାର। ଏଭଳି ଏକ ମେସେଜ ଏବେ ସୋସିଆଲ ମିଡିଆ ଏବଂ ଖବରକାଗଜରେ ନକଲି ବାର୍ତ୍ତା…

ଶରୀରରୁ ଖରାପ ପଦାର୍ଥକୁ ବାହାର କରେ ଅଦା: ଦେହ ହାଇଡ୍ରେଟ୍ ରଖିବା ସହ ବିଭିନ୍ନ ରୋଗରୁ ଦିଏ ମୁକ୍ତି

ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ଉପକାରରେ ଲାଗିଥାଏ ଅଦା । ଶରୀରର ସବୁ ବିଶାକ୍ତ ପଦାର୍ଥକୁ ବାହାର କରିବାରେ ଅଦା ସାହାଯ୍ୟ କରିଥାଏ । ସକାଳର ଚାହାଠାରୁ ଆରମ୍ଭ କରି ଏହା ସବୁ ପ୍ରକାରର ରୋଷେଇ ବ୍ୟଞ୍ଜନରେ ପ୍ରମୁଖ…

ଜରାଶ୍ରମ ପାଲଟିଛି ମଣିଭଦ୍ରଙ୍କ ନୂଆ ଠିକଣା: କୋହଭରା କଣ୍ଠରେ କହୁଛନ୍ତି କିଛି ଏପରି କଥା

ଯାତ୍ରା ସିନେମା ଏଦି ଆମମାନଙ୍କୁ ଅନେକ ପ୍ରକାର ମନୋରଞ୍ଜନ ଯୋଗାଇଥାଏ । ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କ ପଦେ ପଦେ କଥା ଆମକୁ କେତେବେଳେ ହସାଏ ତ ଆଉ କେତେବେଳେ କନ୍ଦାଏ । କିନ୍ତୁ ଏପରି ଅନେକ କଳାକାର ଅଛନ୍ତି…

Boundary ପାଖରେ ବ୍ୟାରୀଙ୍କ ସୁପରମ୍ୟାନ ଶୋ’: ପ୍ରଥମେ ବୋଲିଂ ଏବଂ ପରେ Fieldingରେ କମାଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆୟରଲାଣ୍ଡକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୪୨ ରନରେ ଏହି ମ୍ୟାଚ ଜିତି ସେମି ଫାଇନାଲ ଆଶାକୁ ଦୃଢୀଭୂତ କରିଛି ଦଳ । ତେବେ ଆୟରଲାଣ୍ଡ ଏହି ମ୍ୟାଚରେ ପରାଜୟ ବରଣ କରିଥିଲେ ସୁଦ୍ଧା ଦଳର…

ଭାରତରେ ଚାଲିବ ଡିଜିଟାଲ କରେନ୍ସି, ସୂଚନା ଦେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସି । ପ୍ରଥମ ପର୍ଯ୍ୟାୟରେ ଏହା ନଭେମ୍ବର ୧ ତାରିଖରୁ "ହୋଲସେଲ' ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପରୀକ୍ଷା କରିବ ବୋଲି ଭାରତୀୟ…

ଇନଷ୍ଟାଗ୍ରାମ ଡାଉନ୍: ଆକାଉଣ୍ଟ ଖୋଲୁନଥିବାରୁ ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ଚାଲୁନି ଇନ୍‌ଷ୍ଟାଗ୍ରାମ, ଅନେକ ୟୁଜର୍ ଆକାଉଣ୍ଟ ଖୋଲୁନଥିବା ଅଭିଯୋଗ କରୁଛନ୍ତି । ଆକାଉଣ୍ଟ ସସପେଣ୍ଡ ହେବା କାରଣରୁ ଅନେକ ୟୁଜର୍ସ ଚିନ୍ତାରେ ପଡ଼ିଯାଇଛନ୍ତି । ଆଉ କିଛି ୟୁଜର୍ସମାନେ ଟ୍ୱିଟରରେ ଆସି ଏହାର…

Whatsappରେ ମଗାଇଲେ ୩୬୦ ଟଙ୍କାର ବିୟର: କିନ୍ତୁ ଆକାଉଣ୍ଟରୁ କଟିଗଲା ୪୪ ହଜାର ଟଙ୍କା

ନୂଆଦିଲ୍ଲୀ: ଇଣ୍ଟରନେଟ ଏବଂ ସ୍ମାର୍ଟଫୋନ ୟୁଜରଙ୍କୁ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଖୋଜି ବାହାର କରୁଛନ୍ତି । ତେବେ ସେମାନଙ୍କର ସବୁଠୁ ବଡ ପ୍ଲାଟଫର୍ମ ସାଜିଛି ସୋସିଆଲ ମିଡିଆ । ତେବେ ବର୍ତ୍ତମାନ ଲୋକପ୍ରିୟ…

କର୍ମ ଫଳ ଭୋଗିଲା ଚୋର: ମନ୍ଦିରରୁ ଚୋରି ସାମଗ୍ରୀ ଆଣି ଫେରାଇଲା, ଚିଠି ଲେଖି ମାଗିଲା କ୍ଷମା

ମଧ୍ୟପ୍ରଦେଶ: ମୁଣ୍ଡକୁ ଜୁଟିଲା ଦୁର୍ବୁଦ୍ଧି ରାତି ଅଧରେ ଆସି ମନ୍ଦିରରୁ କଲେ ଚୋରି। ପରେ ଏପରି ହଇରାଣ ହେଲା ଯେ, ମନ୍ଦିରରୁ ଚୋରି ହୋଇଥିବା ରୂପା ଏବଂ ପିତ୍ତଳ ସାମଗ୍ରୀ ଫେରାଇବା ସହ କ୍ଷମା ମାଗିଛି ଚୋର।…