fbpx
Browsing Category

Top Stories

ଛଟ୍ ପୂଜା ପାଇଁ ରାଜଧାନୀରେ ମିଳିବନି ମଦ: ଘୋଷଣା ହେଲା ଡ୍ରାଏ ଡେ’

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଛଟ ପୂଜାରେ ଡ୍ରାଏ ଡେ’ ଘୋଷଣା କରାଯାଇଛି । ଉପରାଜ୍ୟପାଳ ଭିକେ ସକସେନା ଏହି ସମ୍ବନ୍ଧରେ ଏକ ଆଦେଶ ଜାରି କରିଛନ୍ତି । ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ଛଟ ପୂଜା…

ମହଙ୍ଗା ପଡ଼ିଲା ହେଟ୍ ସ୍ପିଚ୍ : ଆଜମ୍ ଖାନଙ୍କ ବିଧାୟକ ପଦ ରଦ୍ଦ

ନୂଆଦିଲ୍ଲୀ: ଆଜମ ଖାନଙ୍କ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ପଦ ରଦ୍ଦ ହୋଇଛି । ସଦସ୍ୟ ପଦ ରଦ୍ଦ କରିଛନ୍ତି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି । ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କର ବିଧାୟକ ପଦ…

USର ବାଚସ୍ପତି ନାନସୀ ପେଲୋସିଙ୍କ ସ୍ୱାମୀଙ୍କ ଉପରେ ମରଣାତ୍ମକ ଆକ୍ରମଣ

ନୂଆଦିଲ୍ଲୀ: ଆମେରିକା ସଂସଦର ଲୋୟର ହାଉସର ବାଚସ୍ପତି ନାନସୀ ପେଲୋସୀଙ୍କ ସ୍ୱାମୀ ପଲ ପେଲୋସୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି । ତାଙ୍କର ସୈନ ଫ୍ରାନ୍ସିସ୍କୋ ଘରେ ଜଣେ ଅଜଣା ବ୍ୟକ୍ତି ଜବରଦସ୍ତ ପଶିଯାଇ ପଲଙ୍କ ସହ…

ଏହି ଖରାପ ଅଭ୍ୟାସ ଯୋଗୁଁ କମିପାରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ: ପଛରେ କରିବେ ଅନୁତାପ

ଆପଣ ଜାଣନ୍ତି କି, କିଛି ଖରାପ ଅଭ୍ୟାସ ଆପଣଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ଖାସକରି ପୁରୁଷଙ୍କ କିଛି ଖରାପ ଅଭ୍ୟାସ ସ୍ପର୍ମ କାଉଣ୍ଟ ଉପରେ ଖରାପ ପ୍ରଭାବ ପକାଇପାରେ । ଅତ୍ୟଧିକ ଚାପ, ଭୁଲ ଖାଇବା ଏବଂ ଖରାପ…

ହ୍ରାସ ପାଇବାରେ ଲାଗିଛି ଚୀନର ଜନସଂଖ୍ୟା, ଚିନ୍ତିତ ହୋଇ ନବ ବିବାହିତଙ୍କୁ ପ୍ରଶାସନ ପଚାରିଲା…

ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ଜନସଂଖ୍ୟା ଥିବା ଦେଶ ଏବେ ପୁଣି ଜନସଂଖ୍ୟା ବଢାଇବାକୁ ଯୋଜନା କରୁଛି। ଚୀନ ବର୍ତ୍ତମାନ ଏହା ନିଜ ଦେଶର ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଏବଂ ଏହାକୁ ବୃଦ୍ଧି କରିବା ପାଇଁ ଚାଇନାରେ ନବ…

ଛଟ୍ ପୂଜାରେ କରନ୍ତୁ ନାହିଁ ଏହି କାମ: ବ୍ରତ କରୁଥିବା ଲୋକ ଏହି ଜିନିଷ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ୍

ଦୀପାବଳିର ସମାପ୍ତି ସହିତ ଛଟ୍ ପୂଜା ଆରମ୍ଭ ହୋଇଛି । ଆସ୍ଥା ଓ ବିଶ୍ୱାସର ମହାପର୍ବ ଛଟ୍ ପୂଜାକୁ ମହିଳାମାନେ ଅତି ଶ୍ରଦ୍ଧାରେ କରିଥାନ୍ତି । ଏହି ପର୍ବ ସମଗ୍ର ଭାରତରେ ଉତ୍ସାହର ସହିତ ପାଳନ କରାଯାଏ । ଏହି ସମୟରେ…

ପୋଲିସକୁ ବଡ଼ ସଫଳତା: ବାଲେଶ୍ୱରରୁ ୧୧ କୋଟିର ବ୍ରାଉନସୁଗାର ଜବତ

ବାଲେଶ୍ୱର: ରାଜ୍ୟରେ ବ୍ରାଉନସୁଗାର କାରଗାର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ୧୦ କିଲେ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ବାଲେଶ୍ୱର ଫୁଲାଡି ଅଞ୍ଚଳରୁ ଏସବୁ ଜବତ କରିଛି ସହଦେବଖୁଣ୍ଟା ଥାନା…

ସୈନିକ ସ୍କୁଲରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆରମ୍ଭ, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ https://aissee.nta.nic.in…

ବଦ୍ରିନାଥ ଧାମରେ କାହିଁକି ଫୁଙ୍କାଯାଏନି ଶଙ୍ଖ? ମାନ୍ୟତା ହେଉଛି ପୌରାଣିକ, ଯେଉଁଥିରେ ଲୁଚି ରହିଛି ଗଭୀର ବିଜ୍ଞାନ

ହିନ୍ଦୁ ମାନ୍ୟତା ଅନୁସାରେ, ୪ ଧାମ ମଧ୍ୟରୁ ଗୋଟିଏ ବଦ୍ରିନାଥ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ଶ୍ରୀହରି ସ୍ୱୟଂ ସେଠାରେ ବିରାଜମାନ କରିଛନ୍ତି । ଏଥିପାଇଁ ତାହାକୁ ପୃଥିବୀର ବୈକୁଣ୍ଠ ମଧ୍ୟ କୁହାଯାଏ । ଯଦି…

ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା: ପ୍ରବଳ ଛେଚିବା ସହ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

ଅନୁଗୁଳ: ମହଙ୍ଗା ପଡିଲା ଝିଅ ବୋହୂକୁ କମେଣ୍ଟ ମାରିବା। ଯୁବକଙ୍କୁ କାବୁ କରି କଙ୍ଗାରୁ କୋର୍ଟରେ ଲଣ୍ଡା କରିଦେଲେ ଗାଁ ଲୋକ। ଖାଲି ଏତିକି ନୁହେଁ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ ଗ୍ରାମବାସୀ। ତେବେ…