CHARIDHAM
Browsing Category

Top Stories

ଆଜିଠୁ ବାହାର ରତ୍ନଭଣ୍ଡାର ମରାମତି, 8 ଦିନରେ କାମ ସାରିବାକୁ ଯୋଜନା

ପୁରୀ: ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା 8 ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ…

30ରେ ଆଉ ଏକ ଲଘୁଚାପ, 4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତାକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । 30 ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ । ଆଜି 4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 30 ଓ 1 ତାରିଖ ପାଇଁ…

ଆଉ ନାହାଁନ୍ତି ‘କାଣ୍ଟା ଲଗା’ ଗାର୍ଲ୍’; ମାତ୍ର 42 ବର୍ଷରେ ଅଭିନେତ୍ରୀ ଶେଫାଳିଙ୍କ ହୃଦଘାତରେ ଦେହାନ୍ତ

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ମନୋରଞ୍ଜନ ଦୁନିଆରୁ ଆସିଲା ଦୁଃଖଦ ଖବର । ମଡେଲ ତଥା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ ହୋଇଛି। ମାତ୍ର 42 ବର୍ଷରେ ଆଖି ବୁଜିଛନ୍ତି ବିଗ ବସ୍ ଫେମ୍ ଆକ୍ଟ୍ରେସ ଶେଫାଳି ଜରିୱାଲା…

ରଥଯାତ୍ରା ପରେ ଏହି 5 ରାଶିଙ୍କ ଉପରେ ଧନବର୍ଷା କରିବେ ପ୍ରଭୁ ଜଗନ୍ନାଥ, ଆପଣଙ୍କ ରାଶି ଅଛି ତ ?

ଓଡିଶା ଭାସ୍କର:  ଜ୍ୟୋତିଷଶାସ୍ତ୍ର ଅନୁସାରେ, ଜୁନ୍ 28 ତାରିଖ 5ଟି ରାଶି ପାଇଁ ଏକ ଅତ୍ୟନ୍ତ ବିଶେଷ ଦିନ ହେବାକୁ ଯାଉଛି। ମିଥୁନ, କର୍କଟ, କନ୍ୟା, ବିଛା ଓ ମୀନ ରାଶି ପାଇଁ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଖୁସି ସହିତ…

ବର୍ଷରଶେଷ ସୂର୍ଯ୍ୟପରାଗ କେବେ ଲାଗିବ ? ଭାରତରେ ଦୃଶ୍ୟମାନ ହେବ କି ନାହିଁ, ଜାଣନ୍ତୁ

ବର୍ଷ ୨୦୨୫ ରେ ମୋଟ ଦୁଇଟି  ସୂର୍ଯ୍ୟପରାଗ ଲାଗିବ, ଯାହା ଜ୍ୟୋତିଷ ଶାସ୍ତ୍ରରେ ଆଗ୍ରହୀ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମାର୍ଚ୍ଚ ୨୯, ୨୦୨୫ ରେ ହୋଇସାରିଛି, ଯାହା ଏକ ଆଂଶିକ …

ରକ୍ତଚାପ ହାର୍ଟ ଆଟାକ ଓ ଷ୍ଟ୍ରୋକର କାରଣ ହେବା ପୂର୍ବରୁ ହୁଅନ୍ତୁ ସତର୍କ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ (ହାଇ ବ୍ଲଡ ପ୍ରେସର) କୁ ଅନେକେ ଏକ ସାଧାରଣ ଓ ହାଲୁକା ରୋଗ ଭାବୁଛନ୍ତି, କିନ୍ତୁ ଏହାକୁ ନିୟନ୍ତ୍ରଣ ନ କଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ ଭଳି ଜୀବନଘାତୀ ରୋଗ ହୋଇପାରେ। ଭାରତୀୟ ଆୟୁର୍ବିଜ୍ଞାନ…

ସପ୍ତାହରେ ମାତ୍ର ୪ ଦିନ କାମ, ୩ ଦିନ ବିଶ୍ରାମ: ଜାଣନ୍ତୁ କେଉଁ ସ୍ଥାନରେ ଅଫିସ୍‌ରେ ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: କାର୍ଯ୍ୟ ଓ ଜୀବନର ସନ୍ତୁଳନ (ଓ୍ୱାର୍କ-ଲାଇଫ୍ ବାଲାନ୍ସ) ବଜାୟ ରଖିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ଓ କମ୍ପାନୀ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି—ସପ୍ତାହରେ ୪ ଦିନ କାମ ଏବଂ ୩ ଦିନର ଲମ୍ବା ସପ୍ତାହାନ୍ତ।…

ନିଜ ମୂତ୍ରରେ ଆଖି ସଫା କରୁଛନ୍ତି ମହିଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ରାଗିଲେ ଡାକ୍ତର; କହିଲେ- ‘ଏପରି କେବେବି…

ପୁଣେ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ପୁଣେର ଜଣେ ମହିଳା ନିଜର ମୂତ୍ର ବ୍ୟବହାର କରି ଆଖି ସଫା କରୁଥିବା ଦାବି କରୁଛନ୍ତି। ନୁପୁର ପିଟ୍ଟୀ ନାମକ ଏହି ମହିଳା, ଯିଏ ନିଜକୁ ଏକ…

ଟଙ୍କା ଆଗରେ ଡଲାର ନତମସ୍ତକ, ଲଗାତାର ଦ୍ୱିତୀୟ ଦିନ ଆମେରିକାକୁ ପରାସ୍ତ

ନୂଆଦିଲ୍ଲୀ: ଘରୋଇ ସେୟାର ବଜାରରେ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ରୁପୀ ଆମେରିକୀୟ ଡଲାର ବିପକ୍ଷରେ ଲଗାତାର ଦ୍ୱିତୀୟ ଦିନ ମଜବୁତ ହୋଇଛି। ଆଜି ପ୍ରାରମ୍ଭିକ କାରବାରରେ ସେନସେକ୍ସ ୨୨୯.୨୨ ପଏଣ୍ଟ ବୃଦ୍ଧି ପାଇ…

ଛାତ୍ରୀଙ୍କୁ ପଦବୀର ପ୍ରଲୋଭନ ଦେଖାଇ ଡକାଗଲା ! ଲ’ କଲେଜ ଗଣଦୁଷ୍କର୍ମ ମାମଲା TMC ନେତାଙ୍କ ନାଁ ସାମିଲ

କୋଲକାତାର ଏକ ପ୍ରତିଷ୍ଠିତ ଲ କଲେଜରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମର ଏକ ଆଘାତକାରୀ ଘଟଣା ସାମ୍ନାକୁ ଆସିଛି। କୋଲକାତା ପୁଲିସ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ କଲେଜର ଜଣେ…