fbpx
Browsing Category

Top Stories

ସରକାରୀ ସ୍କୁଲରେ ଲାଗିବ ସିସିଟିଭି;୨ ମାସ ଭିତରେ କାର୍ଯ୍ୟକାରି କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର:କରୋନା କାୟାରୁ ସାରା ବିଶ୍ୱ ଟିକିଏ ଶାନ୍ତି ପାଇଥିବା ବେଳେ ବର୍ତ୍ତମାନ ଶ୍ରେଣୀ ଗୃହରେ ଶିକ୍ଷା ଲାଭ କରିବାର ପରିସ୍ଥିତି ପୁଣି ଥରେ ଫେରିଛି । ତେବେ ଏହା ସହିତ ଫେରିଛି ଆହୁରି ଅଧିକ ସମସ୍ୟା । କିପରି…

(Video) ୨୪ରେ ହୋଇପାରେ ଛୋଟ ବାତ୍ୟା: ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର : ଆଉ କିଛି ଦିନ ପରେ ରାଜ୍ୟରେ ଏକ ଛୋଟ ଧରଣର ବାତ୍ୟା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ରବିବାର ସୁଦ୍ଧା କେନ୍ଦ୍ରୀୟ…

ରୋପୱେ ବାତିଲ : ୧୨ ଘଣ୍ଟିଆ ବନ୍ଦ ଖପ୍ରାଖୋଲ

ପାଟଣାଗଡ: ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ୧୨ ଘଣ୍ଟିଆ ବନ୍ଦ ରହିବ । ହରିଶଙ୍କର- ନୃସିଂହନାଥ ପ୍ରସ୍ତାବିତ ରୋପୱେ ବାତିଲ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଲ ସଂଘର୍ଷ ବାହିନୀ ପକ୍ଷରୁ ସକାଳ ୬ ଟା ରୁ…

ଏଲ-କ୍ଲାସିକୋରେ ହାରିଲା ବାର୍ସିଲୋନା: ୩-୧ରେ ଜିତି ଲିଗର ଶୀର୍ଷରେ Real Madrid

ନୂଆଦିଲ୍ଲୀ: ୧୬ ଅକ୍ଟୋବର ବା ରବିବାର ଦିନ ସ୍ପେନର ଫୁଟବଲ କ୍ଲବ ରିଅଲ ମାଡ୍ରିଡ ଲା ଲିଗାରେ ପ୍ରତିଦ୍ୱନ୍ଦ୍ୱୀ ବାର୍ସିଲୋନାକୁ ୩-୧ରେ ହରାଇଛି । ଏହି ବିଜୟ ସହିତ ରିଅଲର ଦଳ ଲିଗରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ନଅ…

ଆଜିଠାରୁ ମହା ପରିବର୍ତ୍ତନ: ଏହି ରାଶିମାନଙ୍କ ଉପରେ ରହିବ ସୂର୍ଯ୍ୟଙ୍କ ପ୍ରଭାବ

ତିଥି ବାର ନକ୍ଷେତ୍ରକୁ ନେଇ ପ୍ରତ୍ୟେକ ଗ୍ରହ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ତାର ପ୍ରଭାବ ପକାଇଥାଏ । ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ଗତି ଏବଂ ରାଶି…

Digital Payment ପାଇଁ ଘାଟାରେ ଚକୋଲେଟ ବ୍ୟବସାୟୀ , ଆଉ ଚଳୁନି ଖୁଚୁରା ବଦଳରେ ଚକୋଲେଟ

ଭୁବନେଶ୍ୱର: ସମସ୍ତଙ୍କର ଛୋଟବେଳ ନିଆଁର । ଆଉ ଆମ ପିଲା ଦିନ ସହିତ ଜଡିତ ଏମିତି ଅନେକ କଥା ରହିଛି ଯାହାକୁ ଭାବିଲେ ଆଜି ମଧ୍ୟ ଆମକୁ ଆଚମ୍ବିତ ଲାଗେ । ମୁଖ୍ୟତଃ ଗାଁ ଗହଳିରେ ଆମେ ଯେତେବେଳେ ଖୁଚୁରା ଦୋକାନକୁ ସାମଗ୍ରୀ…

୫ଜି ନାମରେ ହେଉଛି ଠକେଇ! ଟିକିଏ ଅସାବଧାନତା ଯୋଗୁଁ ଖାଲି ହେଉଛି ଆକାଉଣ୍ଟ

ନୂଆଦିଲ୍ଲୀ: ଚଳିତ ମାସରେ ଭାରତରେ ୫ଜି ସେବା ଆରମ୍ଭ ହେବା ପରେ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ୫ଜି ରୋଲଆଉଟ୍ ଆରମ୍ଭ ହୋଇଛି । ଭାରତ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ଉଭୟ କିଛି ବଛା ବଛା ସହରରେ ୫ଜି ରୋଲଆଉଟ୍ ଆରମ୍ଭ…

ରାଶିଫଳ(ସୋମବାର,୧୭ ଅକ୍ଟୋବର,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ । ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ । ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ…

ଚାଷୀଙ୍କୁ ଦୀପାବଳି ଭେଟି: ଆଜି ଆକାଉଣ୍ଟକୁ ଆସିବ ‘ପିଏମ କିଷାନ’ର ୪ ହଜାର ଟଙ୍କା !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ଆଜି ଏକ ବଡ଼ ଖବର ମିଳିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୧୦ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର…

Congress President Election:ମଲ୍ଲିକାର୍ଜୁନ ଖଡ଼ଗେ Vs ଶଶୀ ଥରୁର; କିଏ ହେବ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସ ସଭାପତି ନିର୍ବାଚନ । ଏହି ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ରାଜ୍ୟରେ…