fbpx
Browsing Category

Top Stories

ଫୁଟ୍ ଓଭରବ୍ରିଜ୍ ନଥିବା ରେଲୱେ ଷ୍ଟେସନରେ ଟ୍ରାକ୍ ପାର କରିବା ଯାତ୍ରୀଙ୍କର ଦାୟିତ୍ୱହୀନତା ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ରେଲୱେ କ୍ଲେମ ଟ୍ୟୁବ୍ୟୁନାଲଙ୍କ ଏକ ଆଦେଶକୁ ରଦ୍ଦ କରିବା ସହ ବଡ଼ ଝଟକା ଦେଇଛନ୍ତି । ରେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୬ ସପ୍ତାହ ମଧ୍ୟରେ ୮ ଲକ୍ଷ ଟଙ୍କା…

ବିନା ଗ୍ୟାରେଣ୍ଟିରେ ସରକାର ଦେଉଛନ୍ତି ୧୦ ଲକ୍ଷ ଟଙ୍କାର ସହାୟତା, ଜାଣନ୍ତୁ କ’ଣ ଏହି ସ୍କିମ୍…

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ସରକାରଙ୍କ ଏକ ଖାସ୍ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ୧୦ ଲକ୍ଷ ଟଙ୍କା ନେଇ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । କହିରଖୁଛୁ କେନ୍ଦ୍ର ସରକାର ଛୋଟ କାରବାର ଆରମ୍ଭ…

‘ଭାରତ ଯୋଡ଼ୋ ଯାତ୍ରା’ରେ ଅଘଟଣ: କଂଗ୍ରେସର ୪ କର୍ମକର୍ତ୍ତାଙ୍କୁ ଲାଗିଲା ବୈଦ୍ୟୁତିକ କରେଣ୍ଟ, ପଠାଗଲା ହସ୍ପିଟାଲ

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଦେଖିବାକୁ ମିଳିଛି ଅଘଟଣ । କଂଗ୍ର୍ରେସର ଏହି ଯାତ୍ରାରେ ସାମିଲ ହୋଇଥିବା ୪ ଜଣ କର୍ମକର୍ତ୍ତଙ୍କୁ…

ଓଡ଼ିଶାର ଜେଲ ବିଭାଗରେ ୪୦୩ଟି ପଦବୀ ଖାଲି, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଓଡ଼ିଶା ଜେଲ ଏବଂ ସଂଶୋଧନ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଜେଲ ୱାର୍ଡେନ ନିଯୁକ୍ତି ପାଇଁ ୪୦୩ଟି ପଦବୀ…

YouTube ରୁ କିପରି କରିବେ ଅର୍ଥ ରୋଜଗାର, ଜାଣନ୍ତୁ ଏହି ସହଜ ଉପାୟ

ୟୁଟ୍ୟୁବ୍ ବର୍ତ୍ତମାନ ସମୟରେ ଅର୍ଥ ରୋଜଗାର କରିବାର ଏକ ମାଧ୍ୟମ ହୋଇଛି ଏବଂ ଲୋକମାନେ ଏଥିରେ ଭିଡିଓ ପୋଷ୍ଟ କରି ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରୁଛନ୍ତି। ଭାରତରେ 4G ଇଣ୍ଟରନେଟ୍ ସେବା ଆରମ୍ଭ ହେବା ସହିତ ସହର ତଥା…

ମୋଦୀଙ୍କ ଦିପାବଳୀ ଗିଫ୍ଟ! ଆସନ୍ତାକାଲି କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ଆସିବ ୧୨ତମ କିସ୍ତି

ନୂଆଦିଲ୍ଲୀ: ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉପହାର ଦେବେ । ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୨ତମ କିସ୍ତି ଜାରି କରାଯିବ । ଦୀପାବଳୀ ପୂର୍ବରୁ ଏହା କୃଷକଙ୍କ ପାଇଁ…

୪୦୦ କୋଠରୀ ୩୫୦୦ କେଜିର ଝୁମର… ସିନ୍ଧିଆ ରାଜମହଲରେ ରହିବେ ଅମିତ୍ ଶାହ…

ଗୃହମନ୍ତ୍ରୀ ଅମିତ୍ ଶାହ ରବିବାର ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିଛନ୍ତି । ଏଠାରେ ସେ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାଜମାତା ବିଜୟା ରାଜେ ସିନ୍ଧିଆ ଏୟାରପୋର୍ଟର ନୂଆ ଟର୍ମିନାଲ ଭବନ ଏବଂ…

Indian Railway:ରେଳ ଟର୍ମିନାଲ୍,ରେଳ ଜଙ୍କସନ ଆଉ ରେଳ ସେଣ୍ଟ୍ରାଲ୍ ଭିତରେ କଣ ରହିଛି ଫରକ; ଜାଣନ୍ତୁ

ନୂଆଦିଲ୍ଲୀ :ଯଦି ଆପଣ କେବେ ରେଳ ଷ୍ଟେସନର ନାମ ଦେଖିଥିବେ, ତେବେ ଏହା ପଛରେ କିଛି ସଂଲଗ୍ନ ହେଇଥିବା ଆପଣକୁ ମିଳିବ । ଯାହାର ଏକ ଭିନ୍ନ ଅର୍ଥ ଅଛି। ଆଜି ଆମେ ଆପଣଙ୍କୁ ରେଳ ଷ୍ଟେସନର ନାମ ସମ୍ବନ୍ଧୀୟ ତଥ୍ୟ ବିଷୟରେ…

ରେଡ୍ ମିଟ୍ ଯୋଗୁଁ ମଣିଷର ଶରୀରରେ କ୍ୟାନ୍ସର, ଷ୍ଟ୍ରୋକ, ହୃଦରୋଗ ଆଦିର ଆଶଙ୍କା ବଢ଼ୁଛି: ରିସର୍ଚ୍ଚ

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ମଣିଷ ପାଇଁ ରୋଗର କାରଣ ସାଜିଥାଏ । ଅନେକ ସମୟରେ ଏନେଇ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ଧୂମ୍ରପାନ, ରେଡ ମିଟ ଓ ସବଜିକୁ ନେଇ ଏକ…

କାର୍ତ୍ତିକ ମାସରେ ମହଙ୍ଗା ମାଡ଼; ହୁଁ ହୁଁ ହେଇ ବଢୁଛି ପରିବା ଦର

ଭାସ୍କର ନ୍ୟୁଜ: ପରିବା ବଜାରରେ ଲାଗିଛି ନିଆଁ । ପଟ୍ଟାମୁଣ୍ଡାଇ ଲଗାତର ଭାବେ ବର୍ଷା ଲାଗି ରହିଥିବା ବେଳେ ପନିପରିବା ଚାଷ ପ୍ରଭାବିତ ହୋଇଛି ଆଉ ଯାହାର ପ୍ରଭାବ ସିଧାସଳଖ ପଡିଛି ପରିବା ବଜାର ଉପରେ ।ପଟ୍ଟାମୁଣ୍ଡାଇ…