fbpx
Browsing Category

Top Stories

ଅବସାଦର ଶିକାର ହେଉଛନ୍ତି ଯୁବପୀଢ଼ି : ସୋସିଆଲ ମିଡିଆକୁ ନୂଆ ରିସର୍ଚ୍ଚରେ ବଡ଼ ଖୁଲାସା

ସୋସିଆଲ ମିଡିଆର ବହୁଳ ମାତ୍ରାରେ ବ୍ୟବହାର ଏବେ ମାନସିକ ସ୍ତରରେ କୁପ୍ରଭାବ ପକାଉଥିବା ଜଣାପଡ଼ିଛି । ଜର୍ଣ୍ଣାଲ୍ ଅଫ୍ ଇଫେକ୍ଟିଭ୍ ଡିସଅର୍ଡର୍ସ ରିପୋର୍ଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସୋସିଆଲ ମିଡିଆକୁ ଅଧିକ…

IMD ର ସତର୍କ ସୂଚନା, ବର୍ଷା ପାଇଁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ବନ୍ୟାର ଉଗ୍ର ରୂପ ଦେଖିବାକୁ ମିଳିଛି। ତେବେ ଏଥିରେ ୯ଜଣଙ୍କ ମୃତ୍ୟ ମଧ୍ୟ ହେଲାଣି । ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେଉଥିବାରୁ ସ୍କୁଲ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଆଜି…

ବାତ୍ୟା ଆଶଙ୍କା ଘନୀଭୂତ: ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆମେରିକା ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏସବୁ ଭିତରେ ଆସନ୍ତା…

ରାଶିଫଳ(ସୋମବାର,୧୦ ଅକ୍ଟୋବର,୨୦୨୨)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ…

Video: ପାଣି ପାଇଁ ଜୀବନ ବାଜିରେ ଲଗାଇଲେ ବୃଦ୍ଧ, ସାହାଯ୍ୟ କରିବା ଛାଡ଼ି ଭିଡିଓ କଲେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଥିଲେ ମଧ୍ୟ ଆଜି ବି ଦେଶର ଅନେକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ପିଇବା ପାଇଁ ପାଣି ପାଉ ନାହାନ୍ତି। ଲୋକେ ଜୀବନକୁ ବିଦରେ ପକାଇ ପାଣି ପାଇଁ ସଂଘର୍ଷ…

୪ ମାସର ବିବାହ: ଯମଜ ପୁତ୍ର ସନ୍ତାନର ଜନନୀ ହେଲେ ଅଭିନେତ୍ରୀ ନୟନତାରା

ନୂଆଦିଲ୍ଲୀ: ବିବାହର ଚାରିମାସ ପରେ ସାଉଥ ସୁପରଷ୍ଟାର ନୟନତାରା ମାଆ ହୋଇଛନ୍ତି । ନୟନତାରା ଯମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ଅଭିନେତ୍ରୀଙ୍କ ସ୍ୱାମୀ ବିଗ୍ନେଶ ଶିବନ ଛୁଆଙ୍କ ସହିତ ନିଜର ଫଟୋ ଶେୟାର…

ଦ୍ୱିତୀୟ ମ୍ୟାଚରେ ଅମ୍ପାୟାରଙ୍କ ସହ ଲଢିଗଲେ ସିରାଜ: ଭାଇରାଲ ହେଉଛି ଯୁକ୍ତି ସମୟର ଭିଡିଓ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ବୁମରାହ ବାଦ ପଡିବା ପରେ କୁବ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର ବୋଲର ମହମ୍ମଦ ସିରାଜ । ହଠାତ ଭାରତୀୟ ଦଳରେ କମବ୍ୟାକ କରିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ…

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ କରିଛନ୍ତି । ଯାହାର ସଂଖ୍ୟା ୩୧୭ ରହିଛି । ଏଗୁଡ଼ିକ ଚୋରାଚାଲାଣ କରାଯାଉଥିଲା । ବିଏସଏଫ ଅନୂଯାୟୀ…

UGCର ନୂଆ ପଦକ୍ଷେପ: ୧୨୪ଟି ନୂଆ ବିଷୟରେ ଦିଆଯିବ Online Distance Education

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଛାତ୍ରଛାତ୍ରୀ ଚାକିରି ବା ଅନ୍ୟ କାରଣରୁ ରେଗୁଲାର କୋର୍ସ କରିପାରିନଥାନ୍ତି । ଏପରି ସ୍ଥଳେ ସେମାନେ ଡିଷ୍ଟାନ୍ସ ଏଜୁକେସନ (ଦୂର ନ୍ତିରନ୍ତର ଶିକ୍ଷା)କୁ ଆପଣାଇ ନେଇଥାନ୍ତି । ତେବେ…

ଉଦ୍ଧବଙ୍କ ଇମୋସନାଲ କାର୍ଡ: ଫେସବୁକ୍ ଲାଇଭରେ ଉଠାଇଲେ ଇସିଙ୍କ ଉପରେ ପ୍ରଶ୍ନ, ସିନ୍ଦେ ଗ୍ରୁପ୍ ଉପରେ ବି ଟାର୍ଗେଟ୍

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ଶିବସେନା ନାମ ଏବଂ ଧନୁ-ତୀର ଚିହ୍ନକୁ ଅସ୍ଥାୟୀ ଭାବରେ ଫ୍ରିଜ୍ କରିବା ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଏହା ଉପରେ ପ୍ରତିକ୍ରୟା ରଖିଛନ୍ତି । ସେ ଆଜି ଫେସବୁକ୍ ଲାଇଭ ଦ୍ୱାରା…