fbpx
Browsing Category

Top Stories

NRHM Odisha ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ୬ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ), ଓଡ଼ିଶା ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ମୋଟ ୧୧୭ଟି ପଦବୀ ଖାଲି ରହିଥିବା…

ଜନଧନ ଆକାଉଣ୍ଟ ଥିଲେ ମିଳିବ ୧.୩୦ ଲକ୍ଷ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଯାହାର ଉପଯୋଗ କରି ଲୋକେ ଉପକୃତ ହୋଇପାରିବେ। ତେବେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୪୬.୯୫ କୋଟି ଲୋକ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡଲେ ଦୀପକ ଚହର, ଏହି ଖେଳାଳିଙ୍କୁ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ: ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆପ୍ରିକା ବିପକ୍ଷ ସିରିଜର ବାକି ଦୁଇ ଦିନିକିଆ ମ୍ୟାଚ୍ ରୁ ବାଦ୍ ପଡିଛନ୍ତି। ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମୁକାବିଲାରେ ପରେ ଦୀପକ ଚହର ପିଠିରେ ଆଘାତ…

ସରକାରୀ କର୍ମଚାରୀଙ୍କୁ କେଜ୍ରିୱାଲଙ୍କ ଉପହାର: ୪ ପ୍ରତିଶତ ବୃଦ୍ଧିକଲେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର କର୍ମଚାରୀଙ୍କୁ ଖାଲି ଉପହାର ଓ ବୋନସ ବର୍ଷା ହେବାରେ ଲାଗିଛି । ତେବେ ଏହି କ୍ରମରେ ଦିଲ୍ଲୀର ସରକାରୀ କର୍ମଚାରୀଙ୍କୁ ମିଳିଛି ଏକ…

ଏସିଆ କପ୍: ବାଂଲାଦେଶକୁ ୫୯ ରନରେ ହରାଇଲା ଭାରତ, ବ୍ୟାଟିଂ ପରେ ବୋଲିଂରେ ଚମକିଲେ ଶେଫାଳି ବର୍ମା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଶନିବାର ଏସିଆ କପ୍ ୨୦୨୨ ର ପଞ୍ଚମ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ବାଂଲାଦେଶକୁ ୫୯ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ୨୦୧୮ ର ଫାଇନାଲରେ…

ଆମାଜନରେ ଜଙ୍ଗଲରେ ମିଳିଲା ସର୍ବ ବୃହତ ଗଛ;ବୈଜ୍ଞାନିକ ଆରମ୍ଭ କରିଲେ ଅନୁସନ୍ଧାନ

ବ୍ରାଜିଲିଆ:୩ ବର୍ଷର ଯୋଜନା, ୪ ଅଭିଯାନ, ଘନ ଜଙ୍ଗଲରେ ୨ ସପ୍ତାହ ବିପଜ୍ଜନକ ଯାତ୍ରା ପରେ ବୈଜ୍ଞାନିକମାନଙ୍କର ଏକ ଦଳ ଶେଷରେ ଆମାଜନ ଜଙ୍ଗଲର ଉଚ୍ଚତମ ଗଛ ଖୋଜି ପାଇବାରେ ସଫଳ ହୋଇଛନ୍ତି। ଏହି ଗଛଟି ୨୫ ମହଲା କୋଠା ପରି…

Team Indiaରେ ମିଳିଲାନି ଚାନ୍ସ: ଏବେ ଅନ୍ୟ ଦଳ ତରଫରୁ ଖେଳିବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଟେଷ୍ଟ ପ୍ଲେୟର ଏବେ ଦଳ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଏହି ଖେଳାଳି । ଭାରତୀୟ ଦଳରେ ସୁଯୋଗ ନ ମିଳିବାରୁ ସେ ଏବେ ଆଉ ଏକ…

ଏହି ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ କାକୁଡି: ହୋଇଥାଏ ଏହି ସବୁ ସମସ୍ୟା

ଆମେ ସୁସ୍ଥ ରହିବା ପାଇଁ ଏବଂ ଫିଟ୍ ରହିବା ପାଇଁ ଅନେକ ପ୍ରକାର ସୁସମ ଖାଦ୍ୟ ଖାଇବା ସହ ବିଭିନ୍ନ ପ୍ରକାର ଫଳ ମଧ୍ୟ ଖାଇଥାଉ । ସେହିପରି ମୋଟାପଣ କମାଇବା ପାଇଁ ଏବଂ ଶରୀରରେ ଜଳୀୟ ଅଶଂ ନ କମିବା ପାଇଁ ଆମେ ପ୍ରାୟତଃ…

ଏବେଠୁ ହୁଅ ସାବଧାନ! ତକିଆ ଯୋଗୁଁ ହୋଇପାରେ ଏହି ରୋଗ

ପ୍ରାୟତଃ ଅନେକ ଲୋକଙ୍କୁ ଶୋଇବା ବେଳେ ତକିଆ ଦେବାର ଅଭ୍ୟାସ ରହିଛି । ବିନା ତକିଆରେ ସେମାନଙ୍କୁ ନିଦ ଲାଗିନଥାଏ । କିନ୍ତୁ ଏହା ଯେତେ ଆରାମଦାୟକ ଲାଗିଥାଏ ସେତେ ହାନିକାରକ ହୋଇଥାଏ। ଏହା କେତେକ ରୋଗର କାରଣ ହୋଇପାରେ।…

Press Conference କରି ଗୁମର ଖୋଲିଲେ ରାହୁଲ କହିଲେ..

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଏକ ମାସ ପୂରଣ କରିଛନ୍ତି। ଶନିବାର ଦିନ କର୍ଣ୍ଣାଟକର ତୁରୁଭେକ୍ରେ ୩୪ ମିନିଟର ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଲୋକ ମାନଙ୍କ ସହ ଯୋଡି ହେଇଥିଲେ । ଏହି ସମୟରେ…