Browsing Category
Top Stories
ଭାରତ ସରକାରଙ୍କର ହୋଇଯିବ Vodafone Idea, ଦୀର୍ଘ ସମୟ ଅପେକ୍ଷା ପରେ ମିଳିଲା ଅନୁମତି
ନୁଆଦିଲ୍ଲୀ: ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଭୋଡାଫୋନ୍-ଅଇଡିଆ(ଭିଆଇ) ତୃତୀୟ ବୃହତ କମ୍ପାନୀ ଅଟେ। ବର୍ତ୍ତମାନ ଏହି କମ୍ପାନୀରେ ସବୁଠୁ ବଡ଼ ଅଂଶୀଦାର ଭାରତ ସରକାରଙ୍କ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସରକାର…
ଦୁର୍ଘଟଣାରେ ପୂର୍ବତନ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କ ପରଲୋକ
ଯାଜପୁର: ରାଜ୍ୟରେ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଚାଲିଥିବା ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କର ମୃତ୍ୟୁ…
କଠୋର ନିଷ୍ପତ୍ତି ନେବାକୁ ଆମକୁ ବାଧ୍ୟ କର ନାହିଁ, କଲେଜିୟମ ବିବାଦରେ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ହାଇକୋର୍ଟର ବିଚାରପତିଙ୍କ ପଦୋନ୍ନତି ଏବଂ ବଦଳି ପାଇଁ କଲେଜିୟମର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଜାରି ପ୍ରକ୍ରିୟାକୁ ବିଳମ୍ବ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ…
ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ
ଭୁବନେଶ୍ୱର: ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ମହୁମାଛି ଆକ୍ରମଣରେ ବିଧାୟକ ଜଣକ ଆହତ ହୋଇଛନ୍ତି । ଯାହାଫଳରେ ବିଧାୟକଙ୍କୁ ମେଡିକାଲରେ…
ହ୍ୟାକ୍ ହୋଇଯାଇଛି କି ଆପଣଙ୍କ ସ୍ମାର୍ଟଫୋନ୍: ୧ ମିନିଟରେ କର ଠିକ୍, ଫଲୋ କରନ୍ତୁ ଏହି ଟିପ୍ସ
ନୂଆଦିଲ୍ଲୀ: ଆଜିର ସମୟରେ ଫୋନ୍ ହ୍ୟାକିଂ ହେଉଛି ସବୁଠାରୁ ବଡ ସମସ୍ୟା । ଯଦି କାହାର ଫୋନ୍ ହ୍ୟାକ୍ ହୁଏ, ତେବେ ସ୍କାମର କିଛି ମିନିଟରେ ତାଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିପାରେ । ସେଥିପାଇଁ ହ୍ୟାକରମାନେ ବିଭିନ୍ନ…
ଭାରତୀୟ Eye Drop ଉପରେ ଆମେରିକାର ବଡ ଅଭିଯୋଗ: କମୁଛି ଦୃଷ୍ଟି ଶକ୍ତି ଏବଂ ବଢୁଛି ମୃତ୍ୟୁ ସଂଖ୍ୟା, ଉତ୍ପାଦନ ବନ୍ଦ କଲା କମ୍ପାନୀ
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶରେ ଭାରତୀୟ କଫ ସିରପ ପିଇ ଅନେକ ଶିଶୁ ମୃତ୍ୟୁ ବରଣ କରିବା ଅଭିଯୋଗ ପରେ ଏବେ ଭାରତୀୟ eye drop ବ୍ୟବହାର କରି ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ଏବଂ ମୃତ୍ୟୁ ଭଳି ସାଙ୍ଘାତିକ ଅଭିଯୋଗ…
ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ଡାଏରୀ ଖୋଲିବ ଷଡ଼ଯନ୍ତ୍ରର ରହସ୍ୟ, ସକାଳୁ ସକାଳୁ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ବହିଷ୍କୃତ ଏଏସଆଇ ଗୋପାଳ କୃଷ୍ଣଙ୍କ ଡାଏରୀ । କ୍ରାଇମ୍ବ୍ରାଞ୍ଚ ତଦନ୍ତର ୩ୟ ଦିନରେ…
ଚୀନ୍ର ଇଣ୍ଟରନେଟ୍ ଉପକରଣ କରୁଛନ୍ତି ସହରଗୁଡିକର ସର୍ଭିଲାନ୍ସ, ବିଶ୍ୱ ପାଇଁ ସୃଷ୍ଟି କରିପାରେ ବିପଦ: ରିପୋର୍ଟ
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେ ଚୀନ୍ ନିର୍ମିତ ବୈଦ୍ୟୁତିକ ଏବଂ ଇଣ୍ଟରନେଟ୍ ସହ ଜଡ଼ିତ ଉପକରଣର ବ୍ୟବହାର ହେଉଛି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।…
ବ୍ରେନ୍ ଡେଡ୍ ମହିଳା ମଧ୍ୟ କରିପାରିବେ କି ସରୋଗେସି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଯେଉଁ ମହିଳାମାନେ ବନ୍ଧ୍ୟାକରଣ କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭବତୀ ହେବାକୁ ଅସମର୍ଥ, ସେମାନେ ପିଲା ପାଇଁ ସରୋଗେସିର ଆଶ୍ରୟ ନେଇଥାନ୍ତି । କିନ୍ତୁ ଏବେ ଜଣେ ପ୍ରଫେସର କହିଛନ୍ତି ଯେ, ବ୍ରେନ୍ ଡେଡ ମହିଳାମାନଙ୍କୁ…
କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍! ରେଳମନ୍ତ୍ରୀ କଲେ ଏହି ଘୋଷଣା
ନୂଆଦିଲ୍ଲୀ: ଭାରତୀୟ ରେଳର କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଲୋକଙ୍କୁ କନଫର୍ମ ଟିକେଟ୍ ବୁକ୍ କରିବା ବେଳେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି ।…