Browsing Category

Top Stories

କୋର୍ଟରେ ବିଚାରପତିମାନଙ୍କୁ କିପରି ନିଯୁକ୍ତ କରାଯାଏ? କଲେଜିୟମ୍ ବନାମ କେନ୍ଦ୍ର ମଧ୍ୟରେ କ’ଣ କହିଲେ ଜନସାଧାରଣ, ଜଣାନ୍ତୁ

ନୂଆଦିଲ୍ଲୀ: ଭାରତରେ ବିଚାରପତି ନିଯୁକ୍ତିକୁ ନେଇ ସବୁବେଳେ ବିତର୍କ ଲାଗିରହିଛି । ଦେଶରେ ବିଚାରପତି, କାର୍ଯ୍ୟନିର୍ବାହୀ କିମ୍ବା ନ୍ୟାୟପାଳିକା ନିଯୁକ୍ତି ପାଇଁ କିଏ ଦାୟୀ ହେବା ଉଚିତ୍ ସେ ସମ୍ବନ୍ଧରେ ଲୋକଙ୍କ ଭିନ୍ନ…

କଂଗ୍ରେସରୁ ସସପେଣ୍ଡ ହେଲେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପରନୀତ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଧର୍ମପତ୍ନୀ ତଥା ପଟିଆଲା ସାଂସଦ ପରନୀତ କୌରଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ତେବେ ପରନୀତଙ୍କୁ ନିଜ ପକ୍ଷ ରଖିବା ପାଇଁ ୩ ଦିନ…

(VIDEO) ଅକ୍ଳାନ୍ତଙ୍କ ଏକାଦଶରେ ଭାଇ ଝୁରି କାନ୍ଦୁଛନ୍ତି ଅଭିିନେତା ଅମ୍ଳାନ; ମନେପକାଉଛନ୍ତି ପିଲାଦିନର ଅଭୁଲା ସ୍ମୃତି

କଟକ:ଅକ୍ଳାନ୍ତ ମୃତ୍ୟୁକୁ ଚାହୁଁ ଚାହୁଁ ୧୦ ଦିନ ବିତିଗଲା । ଆଜି ହେଉଛି ଅକ୍ଳାନ୍ତଙ୍କ ଏକାଦଶ ଆଉ ଭାଇର ସ୍ମୃତିକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ଅଭିନେତା ଅମ୍ଳାନ । ବାପା ମା ଙ୍କ ପରେ ଭାଇ ହିଁ ଥିଲା ତାଙ୍କର…

ଅପରେସନ୍ କିମ୍ବା ସାଧାରଣ ପ୍ରସବ, କେଉଁଟା ମା ଏବଂ ପିଲାଙ୍କ ପାଇଁ ଭଲ? ଜାଣନ୍ତୁ ଏହି ସବୁ କାରଣ ଯାହା ପାଇଁ ହେଇଥାଏ ସି-ବିଭାଗ

କେତେକ କୁହନ୍ତି ଯେ ଜଣେ ମହିଳାଙ୍କ ପାଇଁ ସାଧାରଣ ପ୍ରସବ କରିବା ଭଲ। କେହି କେହି କୁହନ୍ତି ଯେ ଏକ ସିଜରିଆନ୍ କର, ତୁମେ ଯନ୍ତ୍ରଣାରୁ ରକ୍ଷା ପାଇବ ଏବଂ ଅନ୍ୟଟି କୌଣସି ଜଟିଳତା ଆସିବ ନାହିଁ। କଥାରେ ଅଛି ଯେତେ ମୁହଁ…

ରିଲେସନସିପ୍ ଚାଲିଥିଲେ ଖୁସି ଲାଗେ: ହୃଦୟ ଭାଙ୍ଗିଗଲେ ଦୁଃଖ ଓ ଯନ୍ତ୍ରଣା କାହିଁକି ହୁଏ, ବୈଜ୍ଞାନିକଙ୍କ ବଡ଼ ଅନୁସନ୍ଧାନ

ନୂଆଦିଲ୍ଲୀ: କୁହାଯାଏ ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ଏହାର ପ୍ରଭାବରେ ଜଣେ ମଣିଷ ଶାରୀରିକ ଓ ମାନସିକ ଭାବେ ରୋଗଗ୍ରସ୍ତ ହୋଇପଡ଼େ । କିଛି ଲୋକ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଯାଉଥିବା ବେଳେ ଆଉ…

ରେଳ ବଜେଟକୁ ନେଇ ମନ୍ତ୍ରୀଙ୍କ ସୂଚନା: ଚଳିତ ଥର ବୃଦ୍ଧି ପାଇଲା ଅନୁଦାନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟ ଆଗତ କରିଛନ୍ତି । ରେଳ ବଜେଟରେ…

ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି…

NPCIL ପକ୍ଷରୁ ଜାରିହେଲା ବିଜ୍ଞପ୍ତି: ୧୯୩ଟି ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇଏଲ) ପକ୍ଷରୁ ୧୯୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ନର୍ସ-ଏ (ପୁରୁଷ /…

ଜୁଲାଇ ୭ରେ ସୁଦ୍ଧା ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର:ଜୁଲାଇ ୭ରେ ସୁଦ୍ଧା ପ୍ରକାଶ ପାଇବ ୟୁଜି ରେଜଲ୍ଟ । ଏନେଇ ସବୁ କଲେଜର କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଏହା ସହିତ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ କରି କୋର୍ସ…

ଆମର କୌଣସି ସମ୍ପର୍କ ନାହିଁ… ଆଦାନୀ ଗ୍ରୁପର ସେୟାରରେ ହ୍ରାସ ମଧ୍ୟରେ କହିଲେ ମୋଦୀ ସରକାର

ନୂଆଦିଲ୍ଲୀ: ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବା ପରେ ସରକାରଙ୍କ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଛି । ଆଦାନୀ ଗ୍ରୁପ୍ ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସଂସଦୀୟ ବ୍ୟାପାର…