Browsing Category

Top Stories

ଡେଙ୍ଗା ହେବାକୁ ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି ଟେକ୍ କମ୍ପାନୀ କର୍ମଚାରୀ: ରିପୋର୍ଟରୁ ଖୁଲାସା

ଆଜିର ବିଜ୍ଞାନ ଯୁଗରେ ସବୁ ସମ୍ଭବ ହୋଇପାରୁଛି । ଲୋକେ ଅସମ୍ଭବକୁ ବି ସମ୍ଭବ କରି ଦେଉଛନ୍ତି । ଦିନେ ଯାହା ଭାବନାର ବାହାରେ ଥିଲା ତାହା ଏବେ ବାସ୍ତବ ପାଲଟୁଛି । ଅନେକ ଲୋକ ଥା’ନ୍ତି ଯେଉଁମାନେ ନିଜର ଅଳ୍ପ ଉଚ୍ଚତାକୁ…

ଭାରତର ଯୋଗ ଶିକ୍ଷକଙ୍କ ପ୍ରେମରେ ଚାଇନା ଛାତ୍ରୀ

ନୂଆଦିଲ୍ଲୀ: ଚାଇନାରେ ରହୁଥିବା ଜଣେ ଯୁବତୀ ଛତିଶଗଡ଼ରେ ରହୁଥିବା ଜଣେ ଶିକ୍ଷକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଉକ୍ତ ଶିକ୍ଷକଙ୍କ ନାମ ଲୋକେଶ କୁମାର ବୋଲି ଜଣାପଡ଼ିଛି । ନିକଟରେ ଲୋକେଶ ଏକ ଭିଡିଓ ସେୟାର କରି ନିଜ…

ବିମାନରେ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ଡାକ୍ତର: ହୃଦଘାତରୁ ବଞ୍ଚାଇଲେ ଜୀବନ

ଭାରତୀୟ ବଂଶୋଦ୍ଭବ ଡାକ୍ତର ବିମାନରେ ଜଣେ ଯାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ । ତାହା ବି ଥରେ ନୁହେଁ, ଦୁଇ ଦୁଇ ଥର । ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ସେ ହଠାତ୍ ଚେତା ହରାଇ ପଡ଼ିଗଲେ । ସେତେବେଳେ ସେହି ବିମାନରେ…

କ୍ୟାନ୍ସର ରୋଗର ଆଶଙ୍କାକୁ କମାଇଥାଏ ସୋରିଷ ତେଲ

ପ୍ରତ୍ୟେକ ରୋଷେଇ ଘରେ ସୋରିଷ ତେଲ ଉପଲବ୍ଧ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି । ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ । ଏହି ତେଲ ଏତେ ଲାଭଦାୟକ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।…

ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ବୁଧବାରଦିନ ଭାରତ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ…

ଏୟାର ମାର୍ଶାଲ ଏ.ପି.ସିଂହ ହେଲେ ବାୟୁସେନା ଉପମୁଖ୍ୟ

ନୂଆଦିଲ୍ଲୀ: ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଏୟାର ମାର୍ଶାଲ ଏ.ପି.ସିଂହ । ଏହି ଅବସରରେ ବୁଧବାର ଶ୍ରୀ ସିଂହ ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି…

କମ୍‌ବ୍ୟାକ୍‌ରେ ଇତିହାସ ରଚିଲେ ଶାରରୁଖ ଖାନ୍‌: ‘ପଠାନ୍’ ପ୍ରଥମ ସପ୍ତାହରେ ରୋଜଗାର କଲା ୬୦୦ କୋଟି

ନୁଆଦିଲ୍ଲୀ: ସିଦ୍ଧର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ୟଶ ରାଜ ଫିଲ୍ମସ ପଠାନ ଘରୋଇ ତଥା ବିଦେଶ ବକ୍ସ ଅଫିସରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। କାରଣ ଏହା ସାତ ଦିନ ମଧ୍ୟରେ ସାରା ବିଶ୍ୱରେ ୬୩୪ କୋଟି ଟଙ୍କା…

ଶୁଭମନ ଗିଲ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କଲା ଭାରତ

ଅହମ୍ମଦାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଭାରତ ସିରିଜକୁ ମଧ୍ୟ କବଜା କରିଛି। ୨୩୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି…

ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପିକୁ କଲେ ସମାଲୋଚନା

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ଆଜି ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତକାଳର ଐତିହାସିକ ବଜେଟ୍ ଭାବେ ଅଭିହିତ କରିଥିବା…

ଏପରି ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ: ନଚେତ ଗୋଟିଏ ମୁହୂର୍ତ୍ତରେ ହୋଇଯିବେ କାଙ୍ଗାଳ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ କରୁଥିବା କିଛି ଭୁଲ କାମକୁ ଠିକ ସମୟରେ ସଂଶୋଧିତ କରାନଗଲେ ବାସ୍ତୁ ଦୋଷ ଦେଖାଦେଇଥାଏ । ଏହି କାରଣରୁ, ଆର୍ଥିକ ଅବସ୍ଥା ଦୁର୍ବଳ ହେବାକୁ ଲାଗେ ଏବଂ ଜୀବନରେ ଦାରିଦ୍ର୍ୟ ବିସ୍ତାର କରେ।…