Browsing Category

Top Stories

ନୂତନବର୍ଷ ପାଳନ ସମୟରେ ଭୟଙ୍କର ଗୁଳିକାଣ୍ଡ; ୧୦ ମୃତ ୧୬ ଆହତ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆର ମୋଣ୍ଟେରୀ ପାର୍କରେ ନବବର୍ଷ ଉତ୍ସବରେ ଏକ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଫଳରେ ଘଟଣାସ୍ଥଳରେ ୧୦ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ…

Twitter Blue ବଡ଼ ଅପଡେଟ୍: ୟୁଜର୍ସଙ୍କ ପାଇଁ ପୁଣି ମହଙ୍ଗା ହେବା ସେବା, ଏଲନଙ୍କ ଘୋଷଣା

ନୂଆଦିଲ୍ଲୀ: ଟ୍ୱିଟର ବ୍ଲ’କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଏ ବାବଦରେ ଟ୍ୱିଟରର ମାଲିକ ଏଲନ ମସ୍କ ଘୋଷଣା କରିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରଠାରୁ ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ…

(Video)ଚଳନ୍ତା ମେଟ୍ରୋରୁ ଡେଇଁ ପଡିଲେ ଯୁବକ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ:ମେଟ୍ରୋରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକ ନିୟମ ମାନନ୍ତି ନଥିବାର ଆମେ ଦେଖିଛୁ। ଏବଂ ଏହା କାହିଁକି କରନ୍ତି ତାହା କାହାରିକୁ ଜଣ ନାହିଁ , ଏହାସହ ଟ୍ରେନର ଏହି ନିୟମ କେବଳ ଲୋକଙ୍କ ସୁରକ୍ଷା ପାଇଁ…

ଦୁର୍ଘଟଣାର ଶିକାର ହେଲେ ହଲିଉଡ୍ ଷ୍ଟାର ଜେରେମୀ ରେନର: ଭାଙ୍ଗି ଯାଇଛି ୩୦ରୁ ଅଧିକ ହାଡ଼

ନୂଆଦିଲ୍ଲୀ: ହଲିଉଡ୍ ଷ୍ଟାର ଜେରେମୀ ରେନର ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ୩୦ରୁ ଅଧିକ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସ୍ନୋ ଫ୍ଲୋଇଂ ସମୟରେ ଜେରେମୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏ ବାବଦରେ…

WAPCOS Limited ପକ୍ଷରୁ ବାହାରିଲା ୧୬୧ଟି ପଦବୀ: ଡାଟା ଏଣ୍ଟ୍ରି ଅପରେଟର ଓ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ୱାପକସ ଲିମିଟେଡ ପକ୍ଷରୁ ୧୬୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନଷ୍ଟ୍ରକସନ ଇଞ୍ଜିନିୟର, ସାଇଟ୍ ଇଞ୍ଜିନିୟର, ସର୍ଭେ ଇଞ୍ଜିନିୟର ଓ…

୧୦ମ ପାସ କରିପାରିବେ ଆବେଦନ ,୧୬୭୧ ପଦବୀ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ

ନୁଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋରେ ଏସଆଇବି ର ଏକଜୁକେଟିଭ ଆଉ ମଲ୍ଟି ଟ୍ୟାକ୍ସିଙ୍ଗ ଷ୍ଟାପ ପଦ ପାଇଁ ଆବେଦନ ବାହାର କରିଛି । ଏଥିପାଇଁ ୧୬୭୧ ପୋଷ୍ଟରେ ଭର୍ତ୍ତି…

ଆପଣଙ୍କ ନିକଟକୁ କେବିସିର ମେସେଜ ଆସୁଛି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ

ଦେଶର ସବୁଠୁ ବଡ ରିଅଲିଟି ଟିଭି ଗେମ୍ ସୋ କୋନ୍ ବନେଗା କରୋଡପତି(କେବିସି) ର ୧୪ ତମ ସିଜନ୍ ଚାଲିଛି । ଏହି ସମୟରେ ଏହି ସୋ କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।…

ୟୁନେସ୍କୋ ତାଲିକାରେ ସାମିଲ ହେଲା କବରସ୍ଥାନ,ଆସାମର ପିରାମିଡ୍ ଭାବେ ଯାହା ବହୁ ଜଣାଶୁଣା

ନୂଆଦିଲ୍ଲୀ: ଆସାମର ଚାରାଇଦେବ ଜିଲ୍ଲାର ରାଜ ପରିବାର ଶ୍ମଶାନକୁ ୟୁନେସ୍କୋ ବିଶ୍ୱଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ପାଇବାରେ ଭାରତର ଏକମାତ୍ର ନାମ ହେବ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି ଯେ…

୪୫୦ ନବାଗତଙ୍କୁ ଛଟେଇ କଲା ୱିପ୍ରୋ, ଖରାପ ପ୍ରଦର୍ଶନ ହେଲା କାରଣ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଆଶଙ୍କାରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଛଟେଇ ପର୍ବ ଜାରି ରହିଛି। ବିଶେଷ କରି ଟେକ୍ କମ୍ପାନୀ ଗୁଡ଼ିକ ବହୁଳ ମାତ୍ରାରେ ଛଟେଇ କରୁଛନ୍ତି। ଏହି ତାଲିକାରେ ଏବେ ଭାରତୀୟ ଟେକ୍ କମ୍ପାନୀ…

ସୁଟକେସ୍‌ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଖୋର୍ଦ୍ଧାା: ଯୁବକଙ୍କୁ ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୁତ୍ତ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଖୌର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ। ହରିପୁର ଫରେଷ୍ଟ ଜଙ୍ଗଲରୁ ଏହି ସୁଟକେସ୍…