fbpx
BJD
BJD SKY
BJD SKY
Browsing Category

Top Stories

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଜାଣନ୍ତୁ ଦିନ ୧୧ଟା ସୁଦ୍ଧା କେତେ ପ୍ରତିଶତ ମତଦାନ

ଭୁବନେଶ୍ୱର: ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ଚାଲିଛି । ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୧.୦୭ପ୍ରତିଶତ ମତଦାନ ହୋଇଛି। ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯…

‘ଦୁଃଖ ସମୟରେ ଇରାନ ସହ ଅଛି ଭାରତ’, ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଇବ୍ରାହିମ ରଇସିଙ୍କ ହେଲିକପ୍ଟର ରବିବାର ଦିନ କ୍ରାସ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କର…

ଇବ୍ରାହିମ୍ ରଇସି କାହିଁକି ଯାଇଥିଲେ ଆଜରବାଇଜାନ୍‌, ଅଧୁରା ରହିଗଲା ଏହି ସ୍ୱପ୍ନ

ତେହେରାନ୍‌: ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ତାଙ୍କ ସହିତ ବିଦେଶ ମନ୍ତ୍ରୀ ହୁସେନ୍ ଅମୀରଦ୍ଦୁଲହିୟାନଙ୍କର ବି ଦେହାନ୍ତ ହୋଇଛି । ଏବେ…

ପଞ୍ଚମ ପର୍ଯ୍ୟାୟର ସବୁଠାରୁ ଧନୀ ଏହି ବିଜେପି ପ୍ରାର୍ଥୀ, ସବୁଠାରୁ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୬୭ ଟଙ୍କା: ADR ରିପୋର୍ଟ

ନୂଆଦିଲ୍ଲୀ: ଆଜି ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଇଭିଏମ୍ ମେଶିନରେ ପ୍ରାୟ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବ । ରାଏବରେଲୀ ଭଳି ଅନ୍ୟ ହାଇ…

ମତଦାନ ଆରମ୍ଭ ହେବା ମାତ୍ରେ ଇଭିଏମ ଅଚଳ, ରାୟବରେଲିରେ ୨୦ଟି ମେସିନ ଖରାପ

ରାୟବରେଲି: ଆଜି ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପକ୍ରିୟା ଜାରି ରହିଛି। ଏଥିସହ ଉତ୍ତରପ୍ରଦେଶର ରାୟବରେଲି ସଂସଦୀୟ ଆସନରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ତେବେ ଏଠାକାର ମତଦାନ କେନ୍ଦ୍ରରେ…

ଖରାଦିନେ ଆପଣଙ୍କର ଫୋନ୍ ରେ ହେବ ନାହିଁ ବିସ୍ଫୋରଣ! ଆପଣାନ୍ତୁ ଏହି ୫ ଟି ଟ୍ରିକ୍

ସ୍ମାର୍ଟଫୋନ୍ ବ୍ୟବହାର ତ ସମସ୍ତେ କରୁଛନ୍ତି, କିନ୍ତୁ ଆମେ କିପରି ଏବଂ କେଉଁ ଉପାୟରେ ଫୋନ୍ ବ୍ୟବହାର କରୁଛୁ? ଏହାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅସାବଧାନତା ହେତୁ ଫୋନରେ ଅନେକ ପ୍ରକାରର ସମସ୍ୟା…

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟ୍

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ । ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି । ବରଗଡ…

(Video)‘ଭୋଟ ନ ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍‌’: ମତଦାନ ପରେ ଏପରି କହିଲେ ପରେଶ ରାୱଲ

ନୂଆଦିଲ୍ଲୀ: ଆଜି ଦେଶରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ନେତା-ମନ୍ତ୍ରୀ ଭୋଟ ଦେଉଛନ୍ତି । ତେବେ ବଲିଉଡ ଅଭିନେତା ପରେଶ…

(Video) ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ଝାଞ୍ଜ-କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ

ପୁରୀ: ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ ସୋ କାର୍ଯ୍ୟକ୍ରମ ଚାଲିଛି । ଏହି ରୋଡ ସୋରେ ମନମୋହନ ସାମଲ, ସମ୍ବିତ ପାତ୍ର ସାମିଲ ହୋଇଛନ୍ତି । ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ରୋଡ ସୋ…

କ’ଣ ଆପଣ ଅତ୍ୟଧିକ ମିଲ୍କ ପାଉଡର ବ୍ୟବହାର କରୁଛନ୍ତି କି? ଏହାର ଅତ୍ୟଧିକ ବ୍ୟବହାର ହେତୁ ଶରୀରରେ ହୋଇଥାଏ ଏହି ପରିବର୍ତ୍ତନ

ଆଜିକାଲି ଲୋକମାନେ କ୍ଷୀର ବଦଳରେ ପାଉଡର ମିଲ୍କକୁ ବହୁତ ବ୍ୟବହାର କରୁଛନ୍ତି । କୁହାଯାଏ ମିଲ୍କ ପାଉଡରରେ କ୍ଷୀର ପରି ପୋଷକ ତତ୍ତ୍ୱ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଅନୁସନ୍ଧାନ ବିଷୟରେ କହିବୁ ଯେଉଁଥିରେ…