Browsing Category

Top Stories

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର କମାଲ! ଇନଷ୍ଟା-ଫେସବୁକରେ ଆତ୍ମହତ୍ୟାକୁ କରିଦେବ ଫେଲ

ଆପଣ ଜାଣନ୍ତି କି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଜୀବନ ରକ୍ଷା କରୁଛି? ସେମାନଙ୍କର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଧୀନରେ କାମ କରେ, ଯାହା…

(Video) Picture Abhi Baki Hai… ରିଲିଜ ହେଲା ‘ପୁଷ୍ପା-୨’ର ଟ୍ରେଲର: ଏବେ ଫିଲ୍ମକୁ ଅପେକ୍ଷା

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବହୁ ପ୍ରତିକ୍ଷୀତ ମୋଭି 'ପୁଷ୍ପା-୨'ର ଟ୍ରେଲର ରିଲିଜ ହୋଇଯାଇଛି । ପ୍ରଥମ ପାର୍ଟ ଭଳି ଦ୍ୱିତୀ ପାର୍ଟରେ ଦମଦାର ଲୁକରେ ନଜର ଆସିଛନ୍ତି…

(Video) କଟକ ବାଲିଯାତ୍ରା ପଡ଼ିଆରେ ଉତ୍ପାତ କରୁଛନ୍ତି ଭୂତ! ପାଖକୁ ମାଡ଼ି ଆସୁଛି ପିଶାଚ, ପର୍ଯ୍ୟଟକଙ୍କୁ ଘାରିଛି ସଇତାନ ଭୟ…

କଟକ: ସିଲଭର ସିଟି କଟକରେ ଜମୁଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀ ଦିନରୁ ବାଲିଯାତ୍ରା ପଡ଼ିଆରେ ଧୁମଧାମରେ ପାଳନ ହେଉଛି ଏହି ମେଳା । ଦୂର ଦୂରାନ୍ତରୁ ହଜାର ହଜାର ଲୋକ ଏଠାକୁ ଆସି ଏହି ମେଳାର ମଜା ନେଉଛନ୍ତି ।…

ଗୁଗୁଲ୍ ଜିମେଲ୍ ସ୍କାମସ୍: ୨ କୋଟି ଲୋକ ହେଲେ ସାଇବର ଠକାମୀର ଶିକାର, ଏଥିରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ୭ ଟିପ୍ସ

ନୂଆଦିଲ୍ଲୀ: ଗୁଗୁଲ କହିଛି ଯେ ଗତ ବର୍ଷ ଆମେରିକାରେ ୨୧ ମିଲିୟନ ଲୋକଙ୍କ ସହ ସାଇବର ଠକେଇ ହୋଇଥିଲା । ଇମେଲ, ଫୋନ୍ କଲ ଏବଂ ମେସେଜ୍ ମାଧ୍ୟମରେ କରାଯାଇଥିବା ସାଇବର ଠକେଇ ବିଷୟରେ ଏଥିରେ ତଥ୍ୟ ଅନ୍ତର୍ଭୁକ୍ତ ।…

ରାସ୍ତା ନିର୍ମାଣ ପାଇଁ ସ୍ପେଶାଲ ପଲିସୀ ଆଣିବେ ରାଜ୍ୟ ସରକାର: ବିନା ଅନୁମତିରେ ରାସ୍ତା ଖୋଳିଲେ ଆଦାୟ ହେବ ଜରିମାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ନିର୍ମାଣକୁ ନେଇ ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣ ଓ ଡିଜାଇନକୁ ନେଇ…

କମି କମି ଯାଉଛି Gold Rate: ସପ୍ତାହକରେ କେତେ କମିଲାଣି ସୁନା ଦର? ଜାଣନ୍ତୁ ଏବେର ମୂଲ୍ୟ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଧିରେ ଧିରେ ଶସ୍ତା ହେଉଛି ସୁନା । ଅଗଷ୍ଟ ମାସରୁ ସୁନା ମୂଲ୍ୟ ବଢୁଥିବା ବେଳେ ଏବେ ଏଥିରେ ବ୍ରେକ ଲାଗିଛି । କିଛି ଦିନ ତଳେ ସୁନା ମୂଲ୍ୟ ‘ଅଲ୍ ଟାଇମ୍ ହାଇ’ରେ ପହଞ୍ଚିଥିଲା । କିନ୍ତୁ…

ଟିମ ଇଣ୍ଡିଆରେ ଯୁବ କ୍ରିକେଟରଙ୍କ Surprise Entry: ଶୁଭମନ ଗିଲଙ୍କ ସ୍ଥାନରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଯାଇ ନଥିବା ବେଳେ ଏବେ ଜଣେ ଯୁବ କ୍ରିକେଟରଙ୍କୁ ଦଳରେ ସରପ୍ରାଇଜ…

୧୫ ଟଙ୍କା ଶସ୍ତା ହୋଇଗଲା ଟମାଟୋ, କେନ୍ଦ୍ର ସରକାର ଦେଲେ ବଡ ଅପଡେଟ୍

ନୂଆଦିଲ୍ଲୀ: ଟମାଟୋର ମୂଲ୍ୟକୁ ନେଇ କେନ୍ଦ୍ର ସରକାର ଏକ ବଡ ଅପଡେଟ ଦେଇଛନ୍ତି । ସରକାର କହିଛନ୍ତି ଯେ, ଗତ ଏକ ମାସ ମଧ୍ୟରେ ଏକ ବଡ ହ୍ରାସ ଘଟିଛି । ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ହାରାହାରି ଟମାଟୋ ମୂଲ୍ୟରେ ୨୨…

(Video) ଦେଶର ପ୍ରଥମ ଲଙ୍ଗ-ରେଞ୍ଜ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଟିରେ ଇତିହାସ ରଚିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ଡିଆରଡିଓ) । ନଭେମ୍ବର ୧୬ ତାରିଖରେ ଓଡ଼ିଶା ସ୍ଥିତ ଡ. ଅବଦୁଲ କଲାମ ଦ୍ୱୀପରୁ ଦେଶର ପ୍ରଥମ ଲଙ୍ଗ-ରେଞ୍ଜ…

ଭୁବନେଶ୍ୱରରେ କଳକୀ ଅବତାର… ବଦଳିଗଲା ବୟାନ୍: କୁଆଡ଼େ ଗଲେ ଜୁନିୟର ସାରଥୀ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଚହଳ ପକାଇଛନ୍ତି ‘ଖଣ୍ଡଗିରିର କଳକୀ ଅବତାର’ । ପାଦରେ ତୁଳସୀ, ଭଗବତ୍ ଗୀତା ସାଙ୍ଗକୁ ନିଜକୁ କଳକୀ ଅବତାର ବୋଲି କହୁଥିଲେ କୁନିବାବା । କିନ୍ତୁ ଏବେ ଖାଁ ଖାଁ ଲାଗୁଛି ଖଣ୍ଡଗିରିର…