Browsing Category

Top Stories

ସମୁଦ୍ର କୂଳରେ କରୁଥିଲେ ମସ୍ତି: ଅଚାନକ୍ ଲହରୀ ଆସିବାରୁ ଭାସିଗଲେ ବାପ-ପୁଅ, ଦେଖନ୍ତୁ ମୃତ୍ୟୁର Video

ମଣିଷର ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଇପାରେ ଜୀବନ । ଏଥିପାଇଁ ସବୁବେଳେ ସାବଧାନ୍ ରହିବା ଜରୁରୀ । ଅନେକ ଥର ଭଲ ପାଗ ଦେଖି ଲୋକମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଆନ୍ତି, କିନ୍ତୁ ମସ୍ତି କରୁ କରୁ ଅନେକ ଥର ଏପରି…

ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ, ଭଗବାନ ଶିବଙ୍କୁ ଚଢାନ୍ତୁ ଏହି ୫ ଟି ବିଶେଷ ଜିନିଷ

ଆଜିଠୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ। ଏହି ବର୍ଷ ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଭଗବାନ ଶିବଙ୍କ ଭକ୍ତମାନେ ତାଙ୍କୁ ୨୯ଦିନ ପୂଜା କରିପାରିବେ। ଶାସ୍ତ୍ରରେ ଏହିପରି…

ରାଶିଫଳ(ଗୁରୁବାର,୧୪ ଜୁଲାଇ,୨୦୨୨)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଲ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

ଫ୍ୟାନ୍ସମାନଙ୍କ ପାଇଁ ଗୁଡ ନ୍ୟୁଜ: କ୍ରିକେଟ ଏକାଡେମୀକୁ ଫେରିଲେ ଭାରତର ଷ୍ଟାର ଖେଳାଳି

ବେଙ୍ଗଲୁରୁ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ଆଘାତ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା, ଆୟରଲାଣ୍ଡ ସହିତ ଇଂଲଣ୍ଡ ଗସ୍ତରୁ ମଧ୍ୟ ବାଦ ପଡିଛନ୍ତି ରାହୁଲ । କିନ୍ତୁ…

କୋଲେଷ୍ଟ୍ରୋଲ କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ, ଡାଏଟରେ କରିପାରିବେ ସାମିଲ୍

କୋଲେଷ୍ଟ୍ରୋଲ ବଢ଼ିବା ଯୋଗୁଁ ହାର୍ଟ ଆଟାକର ଅଧିକ ସମ୍ଭାବନା ରହିଥାଏ । ଏମିତିରେ ଶରୀରରେ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବା ପାଇଁ ଅନେକ ଉପାୟ ମଧ୍ୟ କରିଥାନ୍ତି, ଆଉ ଏମିତିରେ ଏହି ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଖାସ୍…

ଓସିଏସ-୨୦୨୧ ପ୍ରିଲିମ୍ ପରୀକ୍ଷାରୁ ବଞ୍ଚିତ ହେବେ ୭୦୩୯ ପ୍ରାର୍ଥୀ, ଆବେଦନ ବାତିଲ୍ କଲା ଓପିଏସସି

ନୂଆଦିଲ୍ଲୀ: ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓସିଏସ) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଓସିଏସ-୨୦୨୧ର ବିଜ୍ଞପ୍ତି ନଂ ୬୨୭୬ ପାଇଁ ଆବେଦନ…

ଏୟାରପୋର୍ଟରେ ଦମ୍ପତ୍ତିଙ୍କ ଠାରୁ ଜବତ ହେଲା ୪୫ ବନ୍ଧୁକ, ଖେଳିଗଲା ଆତଙ୍କ

ନୂଆଦିଲ୍ଳୀ: ବୁଧବାର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା, ଯାହା କଷ୍ଟମ୍ସ ଅଧିକାରୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। କଷ୍ଟମ ଅଧିକାରୀମାନେ…

ଋଷର ଡବଲ ରୋଲ: ଗୋଟିଏ ପଟେ ଆଲୋଚନା ଅନ୍ୟ ପଟେ ୟୁକ୍ରେନରେ କଲା ଧମାକା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଭିତରେ ଯୁଦ୍ଧକୁ ୧୩୯ ଦିନ ବିତି ଗଲାଣି । ଅନେକ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ବି ଯୁଦ୍ଧ ଥମିବାର ନାଁ ନେଉନି । ତେବେ ଏହାରି ଭିତରେ ଋଷର ଏକ ଡବଲ ରୋଲ ଗେମ ସାମନାକୁ ଆସିଛି । ଗୋଟିଏ ପଟେ…

ଫ୍ରିଜରେ ରଖାଯାଉଥିବା ମାଛ ଓ ମାଂସରେ ୩୦ ଦିନ ପର୍ଯ୍ୟନ୍ତ ଜୀବିତ ରହୁଛି କରୋନା ଭାଇରସ୍, ସାମ୍ନାକୁ ଆସିଲା ନୂଆ ଗବେଷଣା ତଥ୍ୟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ତେଣୁ ଏନେଇ ଜନସାଧାରଣ କୋଭିଡ୍ ନିୟମ ମାନିବା ସହ ସଚେତନ ହେବା ଜରୁରୀ । ତେବେ କରୋନା ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।…

iPhone କୁ ବି ପଛରେ ପକାଇବ ଏହି ଫୋନ୍, ଜାଣନ୍ତୁ ଏହି ଫୋନର ଡିଟେଲ୍

ନୂଆଦିଲ୍ଲୀ: କୌଣସି ଫ୍ଲାଗସିପ୍ ସ୍ମାର୍ଟଫୋନକୁ ଲଞ୍ଚ କରିବା ପୂର୍ବରୁ ସାଧାରଣତଃ ଏହାର ଅଧିକ ପ୍ରଚାର-ପ୍ରସାର କରାଯାଇଥାଏ । କିନ୍ତୁ କୌଣସି ମିଡ-ରେଞ୍ଜ  ଫୋନ୍ କୁ ନେଇ ଏଭଳି ଉତ୍ସାହ ଦେଖିବାକୁ ମିଳିନଥାଏ ଯାହା…