Browsing Category

Top Stories

ମହିଳାଙ୍କୁ ଏସଡିପିଓଙ୍କ ମାଡ଼ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରିରେ ମହିଳାଙ୍କୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ମାଡ଼ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଆଇଜି ଏନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ…

ରୁଚିକା ଆତ୍ମହତ୍ୟା ମାମଲାରେ ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ, ୧୯ ରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇପାରୁନାହଁ । ମାମଲା ଏବେବି ତଦନ୍ତ ଘେରରେ ରହିଛି । ଗତକାଲି ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ…

୧୦୫୦ କୋଟି ଦେବ ଯଦି ଦିଅ, ନଚେତ୍ ମୁଁ Bigg Boss-16 ଶୋ’ ହୋଷ୍ଟ କରିବି ନାହିଁ: ସଲମାନଙ୍କ ଜିଦ୍ ସମସ୍ତଙ୍କୁ କରିଦେଲା ତାଜୁବ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ନିଜର ୟୁନିକ ଷ୍ଟାଇଲକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ବଲିଉଡର ଭାଇଜାନ୍ ତଥା ଦବଙ୍ଗ ଷ୍ଟାର ସଲମାନ ଖାନ୍ । ତେବେ ନିକଟରେ ସଲମାନଙ୍କୁ ନେଇ ଏକ ନୂଆ ଖବର ଆସିଛି । ବିସ…

ରାଜ୍ୟରେ ବଢୁଛି କରୋନା କେସ: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ପୁଣି ଥରେ କରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ତେଣୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ ବିଜେଡି ସୁପ୍ରିମୋ…

ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ: ଭାରତରେ କାହାର ଜନସଂଖ୍ୟା ବେଶି ବଢ଼ୁଛି, ଜାଣନ୍ତୁ ଡିଟେଲ୍ସ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କ୍ଷମତାରେ ଥିବା ବିଜେପି ସରକାର ଜନସଂଖ୍ୟା ନିୟନ୍ତ୍ରଣ ନିୟମ ଲାଗୁ କରିବା ସପକ୍ଷରେ ରହିଛି । ତେବେ ଗତ ୫୦ ବର୍ଷ ମଧ୍ୟରେ…

ଅଗ୍ନିବୀରଙ୍କ ପାଇଁ ନୂଆ ପ୍ଲାନ କରୁଛନ୍ତି ସରକାର: ପୃଥକ ଭାବରେ ମିଳିପାରେ ନୂଆ ଇନସେଣ୍ଟିଭ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଲଞ୍ଚ ହେବା ଦିନରୁ ଏହା ଖୁବ ଚର୍ଚ୍ଚାରେ ରହିଆସିଛି । ତେବେ ଏହି ଯୋଜନାରେ ଭାରତୀୟ ସେନା ସହିତ ଯୋଡି ହେଉଥିବା ଯୁବବର୍ଗଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଯୋଗାଇ ଦେଉଛନ୍ତି ଭାରତ ସରକାର ।…

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ବ୍ୟାଙ୍କ ଖାତା ଚାଲୁ କରାଇବା ପାଇଁ ଭିଭୋକୁ ଜମା କରିବାକୁ ହେବ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋର ବ୍ୟାଙ୍କ୍ ଖାତା ଫ୍ରିଜ୍ କରିବା ପାଇଁ ଦାୟର ହୋଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଠାରୁ ଜବାବ୍ ମାଗିଛନ୍ତି । ଏହା ସହ…

ଦଳ ଛାଡିଲେ ଚେନ୍ନାଇ ଷ୍ଟାର: ନୂଆ ଦଳରେ ଯୋଗ ଦେଲେ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଆଇପିଏଲରେ ଲୋକପ୍ରିୟ ଦଳ ସିଏସକେର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଏବେ ନିଜ ଦଳରୁ ବିଦାୟ ନେଇଛନ୍ତି । ଏଣିକି ଅନ୍ୟ ଏକ ନୂଆ ଦଳରେ ଯୋଗ ଦେବାକୁ ଯାଉଛନ୍ତି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ । ନୂଆ ଦଳରୁ…

ପାଖରେ ଅର୍ଥ ନଥିଲେ ଏମିିତି ଦିନ ଆସେ: ଘୋଡ଼ା ଓ ବଳଦକୁ ନେଇ ଚାଷ କାର୍ଯ୍ୟ କଲେ ଗରିବ କୃଷକ

ନୂଆଦିଲ୍ଲୀ: ଭାରତରେ କ୍ଷୁଦ୍ର କିଷାନଙ୍କ ଅବସ୍ଥା ଠିକ୍ ନାହିଁ । ସେମାନେ ଅନେକ ସମୟରେ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିଥାନ୍ତି । ତେବେ ଏହାର ଏକ ନଗ୍ନ ନମୂନା ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ…

ବସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୩୦ରୁ ଅଧିକ ଯାତ୍ରୀ ଆହତ

ପାଲଲହଡା: ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ବଡ ସଡକ ଦୁର୍ଘଟଣା । ଏନଏଚ ନିକଟସ୍ଥ ଗୋଠଭୂଇଁ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବସରେ ଥିବା ୩୦ରୁ…