Browsing Category

Top Stories

ଜୁଲାଇ ମାସରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ୩ଟି ବଡ଼ ଉପହାର ଦେବେ ସରକାର!

ନୂଆଦିଲ୍ଲୀ: ଆସନ୍ତା ମାସରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ୩ଟି ଉପହାର ଦେଇ ପାରନ୍ତି । ମହଙ୍ଗା ଭତ୍ତା (ଡିଏ)ର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହିତ ଆହୁରି ଦୁଇଟି ବଡ଼ ଘୋଷଣା…

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ କାହିଁକି ପ୍ରାର୍ଥୀ ଭାବେ ବାଛିଲା BJP, ଜାଣନ୍ତୁ ଏହା ପଛର ସମସ୍ତ କାରଣ

ନୂଆଦିଲ୍ଲୀ: ଆସନ୍ତା ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା…

ଆୟରଲାଣ୍ଡ ବିପକ୍ଷରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ, କିନ୍ତୁ ଏହି ସର୍ତ୍ତରେ…….

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ନେତୃତ୍ୱ ନେବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ନିଜର ଅଧିନାୟକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୨୬…

୨୨ଟି ଭାଷା ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କଲା କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ମୋଟ ୨୨ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ…

ଭିଜିଲାନ୍ସ ଉପରେ ମର୍ଡର କେସ! ପୁଅକୁ ମିଛ କେସରେ ହତ୍ୟା କରିଥିବା ଅଭିଯୋଗ

ଚଣ୍ଡୀଗଡ଼: ଜଣେ ଆଇଏସଙ୍କ ଗିରଫଦାରୀକୁ ଏବେ ପଞ୍ଜାବରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଆଇଏସଙ୍କ ଗିରଫଦାରୀ ପରେ ତାଙ୍କ ପୁଅଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଘଟଣାରେ ଆଇଏସଙ୍କ ପତ୍ନୀ, ଭିଜିଲାନ୍ସ ଟିମ୍ ତାଙ୍କ ପୁଅକୁ…

ଶିକାରୀକୁ ଫାଡ଼ିଦେଲା ଭାଲୁ, ମରିବା ପୂର୍ବରୁ ହତ୍ୟାକାରୀଠୁ ନେଲା ପ୍ରତିଶୋଧ

ନୂଆଦିଲ୍ଲୀ: ଜଙ୍ଗଲୀ ଜନ୍ତୁ କେତେ ହିଂସ୍ର ତାହା ହୁଏତ ସମସ୍ତେ ଜାଣନ୍ତି । ସେଥିପାଇଁ ଏମାନଙ୍କ ଠାରୁ ଦୂରରେ ରହିବାକୁ କୁହାଯାଇଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଜଙ୍ଗଲୀ ଜନ୍ତୁମାନଙ୍କୁ ଶିକାର…

୧୨ ଯୁବତୀଙ୍କୁ ବିବାହ କଲା ଜଣେ ଯୁବକ, ନାବାଳିକା ଥିଲେ ୮ ଜଣ, ସମସ୍ତଙ୍କୁ ଲଗାଇଲା ବେଶ୍ୟାବୃତ୍ତିରେ

ନୂଆଦିଲ୍ଲୀ: ଆଜିକାଲି ବିବାହ ଏକ କଳଙ୍କିତ ପ୍ରଥାରେ ପରିଣତ ହୋଇଗଲାଣି । ଏକାଧିକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ କିଛି ଯୁବକ ଅନୈତିକ ଧନ୍ଦାରେ ଲଗାଉଥିବା ଜଣାପଡ଼ୁଛି । ବିହାରର ଜଣେ ଯୁବକ ଏଭଳି କିଛି କାରନାମା…

ହାତୀ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ: ୩ ଗିରଫ, ୨ ସସପେଣ୍ଡ

ଅନୁଗୁଳ: ରାଜ୍ୟରେ ହାତୀ ମୃତ୍ୟୁ ମାମଲା ବଢିବା ସହ ଅନେକ ହାତୀଙ୍କୁ ହତ୍ୟା କରାଯାଉଥିବା ଜଣାଯାଉଛି । ତେବେ ଶିକାରୀମାନଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଛି ବନବିଭାଗ । ଆଜି ୩ ଜଣ ହାତୀ ଶିକାରୀଙ୍କୁ ଗିରଫ କରାଯିବା…

ଗଞ୍ଜେଇରୁ ଉତ୍ପାଦନ ହେଲା ବିଜୁଳି, ଜାଣନ୍ତୁ ଏହି ନୂଆ ପ୍ରକ୍ରିୟା

ବିଳାସପୁର: ଅନେକ ସମୟରେ ଅବକାରୀ ବିଭାଗ ତଥା ପୋଲିସ୍ ଦ୍ୱାରା ଗଞ୍ଜେଇ ଏବଂ ବିଭିନ୍ନ ନିଶା ଦ୍ରବ୍ୟ ଜବତ ହୋଇଥାଏ, ଏହାସହ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଏ । ତେବେ ଏହି ଜବତ ହୋଇଥିବା ଗଞ୍ଜେଇକୁ ନଷ୍ଟ…

ମହାରାଷ୍ଟ୍ର ରାଜନୀତି: ରାତି ୧୦ଟା ପରେ ଶାହଙ୍କୁ ଗୋପନରେ ଭେଟିଛନ୍ତି ଫଡନବିସ-ଏକନାଥ, ଏହା ସତ ନା ଗୁଜବ

ନୂଆଦିଲ୍ଲୀ: ଗତ ୫ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟକ୍କର ଦେଇ ଆଜି ଜିରୋରୁ ହିରୋ ପାଲଟି ଯାଇଛନ୍ତି ଶିବସେନା ନେତା ଏକନାଥ ଶିନ୍ଦେ । ତେବେ ଏହା…