Browsing Category

Top Stories

ବଦଳିଲା ‘ଅଗ୍ନିପଥ’ର ନଜାରା: ବିକ୍ଷୋଭକାରୀ ନୁହେଁ, ପୋଲିସ କରୁଛି ପଥରମାଡ, ଜାଣନ୍ତୁ ଘଟଣା

ନୂଆଦିଲ୍ଲୀ: ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବଢୁଥିବା ବିରୋଧକୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତଥାପି ବିରୋଧ ଥମିବାର ନାଁ ନେଉନି । ସେପଟେ ରାଜସ୍ଥାନ ପୋଲିସ ଏବେ…

ମୃତ୍ୟୁର ଠିକ୍ ପୂର୍ବରୁ ମଣିଷ କିପରି ଅନୁଭବ କରିଥାଏ, ଜାଣନ୍ତୁ କ’ଣ କହୁଛି ଏକ୍ସପର୍ଟଙ୍କ ରିପୋର୍ଟ

ନୂଆଦିଲ୍ଲୀ: ମଣିଷମାନେ ବଞ୍ଚିଥିବା ସମୟରେ ହସ, ଖୁସି, ଦୁଃଖ, ମନୋମାଳିନ୍ୟ, ଅଭିମାନ, ପ୍ରତିଶୋଧ, କ୍ରୋଧ ଆଦି ପ୍ରତ୍ୟେକ ଭାବକୁ ଅନୁଭବ କରିପାରେ । ମାତ୍ର ମୃତ୍ୟୁ ବିଷୟରେ ହୁଏତ କେହି ଜାଣି ନଥିବେ । ମଣିଷ ଯେତେବେଳେ…

ବାଲି, ଇଟା, ଛଡ଼, ସିମେଣ୍ଟ, ଟାଇଲର ଦାମ୍ ବହୁତ କମିଗଲା, ଶସ୍ତାରେ ଘର ନିର୍ମାଣ ସାମଗ୍ରୀ କିଣି ଷ୍ଟକ୍ କରି ରଖନ୍ତୁ

ନୂଆଦିଲ୍ଲୀ: ଯଦି ଆପଣମାନେ ନିଜର ସ୍ୱପ୍ନର ଘର ନିର୍ମାଣକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏଥିପାଇଁ ଆଉ ବ୍ୟସ୍ତ ହେବାର ନାହିଁ । ଘର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀର ଦାମ୍ ନିକଟରେ ଖୁବ୍ ହ୍ରାସ ପାଇଛି…

ଗୋଟିଏ ଟିମ୍‌ରେ ଖେଳିବେ ବିରାଟ କୋହଲି ଏବଂ ବାବର ଆଜାମ, ଜାଣନ୍ତୁ କଣ ରହିଛି ଯୋଜନା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନର ଖେଳାଳି ଆଗାମୀ ବର୍ଷରେ ଗୋଟିଏ ଟିମ୍‌ରେ ଖେଳୁଥିବାର ଦେଖିବାକୁ ମିଳିବେ। ଏସିଆନ କ୍ରିକେଟ୍ କାଉଂସିଲ(ଏସିସି) ଆଫ୍ରୋ-ଏସିଆକୁ ପୁଣି ଆରମ୍ଭ କରିବାକୁ ଚାହୁଁଛି ଏବଂ ଏହାକୁ ୨୦୨୩ରେ…

(Video) ନିଜ ହାତରେ ଆବର୍ଜନା ଉଠାଇଲେ ପ୍ରଧାନମନ୍ତ୍ରୀ, ବିଶ୍ୱସ୍ତରୀୟ ପ୍ରଗତି ମୈଦାନ ଟନେଲ ଉଦଘାଟନ କରି ସମସ୍ତଙ୍କୁ ଚମକାଇ ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ ଟନେଲ ଓ ୫ଟି ଅଣ୍ଡରପାସ୍ ଉଦଘାଟନ କରିଛନ୍ତି । ତେବେ ଉଦଘାଟନ ପରେ ପିଏମ୍ ମୋଦୀଙ୍କ ନଜର ସେଠାରେ ଥିବା ଆବର୍ଜନା ଉପରେ ପଡ଼ିଥିଲା । ଏହାପରେ…

ଯୋଗ ବୃଦ୍ଧି କରେ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ କ୍ଷମତା, ରିସର୍ଚ୍ଚରୁ ମିଳିଲା ପ୍ରମାଣ

ଓଡ଼ିଶା ଭାସ୍କର: ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ, ଲୋକଙ୍କୁ ଯୋଗ ଏବଂ ବ୍ୟାୟାମ କରିବାକୁ ସମୟ ନାହିଁ। କିନ୍ତୁ କରୋନା ଅବଧିରେ, ଲୋକମାନେ ଯୋଗର ମହତ୍ତ୍ୱ କିମ୍ବା ଯୋଗର ଗୁରୁତ୍ୱକୁ ଭଲ ଭାବରେ ବୁଝିଛନ୍ତି। ଏହି ସମୟ…

ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ: SBI, HDFC ଓ ICICI ଗ୍ରାହକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇର ଗ୍ରାହକଙ୍କୁ ବେନିଫିଟ୍ ପ୍ରଦାନ କରିବ । ଆପଣମାନେ ଯଦି ବ୍ୟାଙ୍କରୁ…

ଜୁଲାଇରୁ ସେପ୍ଟେମ୍ବରରେ ହେବ RRB Group D ପାଇଁ ପରୀକ୍ଷା, ଏକ ଲକ୍ଷରୁ ଅଧିକ ପଦବୀ ପୂରଣ ହେବ

ନୁଆଦିଲ୍ଲୀ: ଆବେଦନର ଦିର୍ଘ ଅପେକ୍ଷା ପରେ ଆସନ୍ତା ମାସରେ ହେବାକୁ ଯାଉଛି ଆରଆରବି ଗ୍ରୁପ୍-ଡି ପରୀକ୍ଷା। ଜୁଲାଇରୁ ଗ୍ରୁପ୍ ଡି ପରୀକ୍ଷା କରାଇବାକୁ ରେଳବାଇ ନିଯୁକ୍ତି ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରୀକ୍ଷା…

ଅସମର ଚାରିଆଡ଼େ ଖାଲି ପାଣି ଆଉ ପାଣି, କି ଭୟଙ୍କର ସ୍ଥିତି, ଦେଖନ୍ତୁ ଏହି ୩ଟି Video

ନୂଆଦିଲ୍ଲୀ: ଅସମରେ ମୁଷଳଧାରାରେ ବର୍ଷା ଯୋଗୁଁ ସାଧାରଣ ଜନଜୀବନର ଆଶାତୀତ ଭାବେ ପ୍ରଭାବିତ ହୋଇଛି । ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଘରଦ୍ୱାର ବୁଡ଼ି ରହିଛି । ତେଣୁ ଲୋକମାନେ ନିଜ ବାସଗୃହ ଛାଡ଼ି…

ଦେଶରେ ୭୨ ହଜାରୁ ଅଧିକ ସକ୍ରିୟ କରୋନା ରୋଗୀ, ଆଜି ପୁଣି ୧୨ ହଜାରୁ ଅଧିକ ସଂକ୍ରମିତ

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଦୈନିକ ୧୨ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ରୀୟ ସ୍ୱାସ୍ତ୍ୟ ମନ୍ତ୍ରଳାୟ ସୂଚନା ମୁତାବକ, ଦେଶରେ ଗତ ୨୪ ଘଣ୍ଟାରେ…